Browsing Category
ଖବର
ସାଇନ ବୋର୍ଡରେ ଜ୍ଞାନବ୍ୟାପି ମସଜିଦ ପରିବର୍ତ୍ତେ ମନ୍ଦିର ଷ୍ଟିକର ଲଗାଇ ଅଡ଼ୁଆରେ ଯୁବକ; ଥାନାରେ ମାମଲା
ବାରାଣସୀ: ସାଇନ ବୋର୍ଡରେ ଜ୍ଞାନବ୍ୟାପି ମସଜିଦ ପରିବର୍ତ୍ତେ ମନ୍ଦିର ଷ୍ଟିକର ଲଗାଇ ଅଡ଼ୁଆରେ ପଡ଼ିଛନ୍ତି ଯୁବକ । ବର୍ତ୍ତମାନ ଏହି ଘଟଣାକୁ ନେଇ ଥାନାରେ ମାମଲା ଦାୟର ହୋଇଛି । ବାରଣାସୀ କୋର୍ଟଙ୍କ ନିର୍ଦ୍ଦେଶ ପରେ…
UCC କ’ଣ ? ଏଥର ଏହି ବିବାହ ସମ୍ପର୍କକୁ ମାନ୍ୟତା ଦେବନି ଆଇନ, ବାଧ୍ୟ କଲେ ହେବ ଜେଲ…
ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି ୟୁନିଫର୍ମ ସିଭିଲ କୋଡ୍ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସଦନରେ ଏହି ସମାନ ନାଗରିକ ସଂହିତା ବିଲ୍ ଆଗତ କରିଛନ୍ତି । ଏହି ନିୟମ ପରେ ରାଜ୍ୟରେ ବିବାହ…
ଓଡ଼ିଶାରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା; ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧୀ
ବୀରମିତ୍ରପୁର: (ଓଡ଼ିଶା ଭାସ୍କର) ଓଡ଼ିଶାରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ବୀରମିତ୍ରପୁରରେ ସ୍ୱାଗତ ଜଣାଇଲେ ରାଜ୍ୟ…
ବାଣ କାରଖାନାରେ ଅଗ୍ନିକାଣ୍ଡରେ ମୃତକଙ୍କ ପାଇଁ ସମବେଦନା ଜଣାଇବା ସହ କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ହରଦାସ୍ଥିତ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି…
ED ଜାଲରେ JDU ବିଧାୟକ ରାଧା ଚରଣ ସାହା; ଜବତ ହେଲା ୨୬ କୋଟି ଟଙ୍କାର ସମ୍ପତ୍ତି
ନୂଆଦିଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED ଜାଲରେ JDU ବିଧାୟକ ରାଧା ଚରଣ ସାହା । ରାଧା ଚରଣ ସାହାଙ୍କ ପ୍ରାୟ ୨୬ କୋଟି ଟଙ୍କାର ଦୁଇଟି ଅସ୍ଥାବର ସମ୍ପତ୍ତିକୁ ଜବତ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ଇଡି ଏହି…
ହାଇକୋର୍ଟରେ ବେଆଇନ୍ ବାଲି ଖାଦାନ ମାମଲା; ଉଠାଣ ଓ ପରିବହନ ଉପରେ ଅଙ୍କୁଶ ବଳବତ୍ତର
କଟକ: ହାଇକୋର୍ଟରେ ବେଆଇନ୍ ବାଲି ଖାଦାନ ମାମଲା । ବାଲି ଉଠାଣ ଓ ପରିବହନ ଉପରେ ହାଇକୋର୍ଟଙ୍କ ଅଙ୍କୁଶ ବଳବତ୍ତର । ସକାଳ ୭ରୁ ରାତି ୯ ଯାଏଁ ବାଲି ପରିବହନ ଉପରେ ସଂପୂର୍ଣ୍ଣ କଟକଣା ରହିଥିବା ବେଳେ ଅତ୍ୟାବଶ୍ୟକ ସ୍ଥଳେ…
ମମତା ବାନାର୍ଜୀ ଏବେ ବି ‘ଇଣ୍ଡିଆ’ ମେଣ୍ଟରେ ସାମିଲ…; ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି କହିଛନ୍ତି ଯେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ବି ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ଅଂଶ ବିଶେଷ। ମଙ୍ଗଳବାର ଝାଡ଼ଖଣ୍ଡରେ ଏକ…
ଅଣ ହିନ୍ଦୁମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ, ପୂଜା ପାଠରେ ହୋଇପାରିବେ ସାମିଲ
ହାଇଦ୍ରାବାଦ: ସନାତନ ଧର୍ମ ଉପରେ ବିଶ୍ୱାସ ରଖୁଥିବା ଅଣ ହିନ୍ଦୁମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ । ଏନେଇ ହାଇଦ୍ରାବାଦ ସ୍ଥିତ ତିରୁମାଲା ତିରୁପତି ଦେବସ୍ଥାନମ(TTD) ଏଭଳି ଏକ ପ୍ଲାଟଫର୍ମ ପ୍ରଦାନ କରିବା ଉପରେ…
ଆପଣ କିଣୁଥିବା Product ଅସଲି ନା ନକଲି? ସ୍କାନ କଲେ ଜଣାଇଦେବ ଏହି Software…
ଓଡ଼ିଶା ଭାସ୍କର: ବଜାରରୁ ବିଭିନ୍ନ ଜିନିଷ କିଣିବା ସମୟରେ ଅନେକ ଗ୍ରାହକ ଠକାମୀର ଶିକାର ହୋଇଥାନ୍ତି । ଅନେକ ଜିନିଷର ଅବିକଳ ନକଲି ପ୍ରଡକ୍ଟ ପ୍ରସ୍ତୁତ କରି ବଜାରରେ ବିକ୍ରି ପାଇଁ ଉପଲବ୍ଧ କରୁଛନ୍ତି । ଯାହା ଫଳରେ…
Big Breaking; ଘାଟି ଉପରୁ ଓଲଟିଲା ଭ୍ୟାନ: ୬୦ ଯାତ୍ରୀରୁ ୧୫ ଜଣ ଗୁରୁତର
ଲକ୍ଷ୍ମୀପୁର: କାକିରିଗୁମ୍ମା ଥାନା ଅନ୍ତର୍ଗତ ଉପରମିଟିଂ ପାହାଡ଼ରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା । ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍ ଭ୍ୟାନଟି ଖସି ପଡ଼ିଥିବା ଜାଣିବାକୁ ମିଳିଛି । ଭ୍ୟାନଟି ପାହାଡ଼ର ପ୍ରାୟ…