Browsing Category
ଖବର
IND vs ENG ତୃତୀୟ ଟେଷ୍ଟ ଖେଳିବେନି ବୁମରାହ: ଉପ-ଅଧିନାୟକଙ୍କୁ ନେଇ BCCIର ବଡ଼ ସଂକେତ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୧୦୬ ରନରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏହି ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ୱିକେଟ ହାସଲ କରିଛନ୍ତି ଦଳର ଉପ-ଅଧିନାୟକ ଜଶପ୍ରୀତ…
କେରଳ ଅର୍ଥନୀତିରେ ସୂର୍ଯ୍ୟୋଦୟ… ବଜେଟ ଅଧିବେଶନ ରଖିଲେ ରାଜ୍ୟର ଅର୍ଥମନ୍ତୀ ବାଲାଗୋପାଲ
ଥିରୁଅନନ୍ତପୁରମ: ସୋମବାର କେରଳର ଅର୍ଥମନ୍ତ୍ରୀ କେ.ଏନ ବାଲାଗୋପାଲ ନିଜର ଚତୁର୍ଥ ତଥା ସର୍ବବୃହତ ବଜେଟ ଉପସ୍ଥାପନ କରିଛନ୍ତି । ରାଜ୍ୟକୁ ଅର୍ଥନୀତିର ସୂର୍ଯ୍ୟୋଦୟ ବୋଲି ସମ୍ବୋଧନ କରିଛନ୍ତି ଅର୍ଥମନ୍ତ୍ରୀ ବାଲାଗୋପାଲ…
ଅନ୍ତର୍ଜାତୀୟ ରେଡିଓ ମେଳାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା: ଟାଲେଣ୍ଟ ଦେଖାଇବେ କୁନି ଛାତ୍ରଛାତ୍ରୀ
ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୩ ଓ ୧୪ ତାରିଖରେ ସାମାଜିକ ସଂଗଠନ 'ଆଉଟରିଚ' ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି ଦଶମ ଆନ୍ତର୍ଜାତୀୟ ରେଡିଓ ମେଳା । ନୂଆ ପୁରୁଣା ରେଡିଓ ପ୍ରଦର୍ଶନୀ ଏବଂ ହାମ୍ ଫେଷ୍ଟ ଭଳି ବିଭିନ୍ନ…
ଟେଷ୍ଟ ସିରିଜ ଅଧାରୁ ଫେରିଯିବ ଇଂଲଣ୍ଡ ଟିମ୍: କାହିଁକି ଦଳ ନେଲା ଏଭଳି ନିଷ୍ପତ୍ତି?
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଛି ଟେଷ୍ଟ ସିରିଜ । ପ୍ରଥମ ଦୁଇଟି ଟେଷ୍ଟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ତେବେ ସିରିଜର ତୃତୀୟ ମ୍ୟାଚ ଆସନ୍ତା ୧୫ ତାରିଖରେ ରାଜକୋଟରେ…
ଦଳକୁ ଫେରିବେ କି ରାହୁଲ-ବିିରାଟ? ଟେଷ୍ଟ ସିରିଜର ଶେଷ ୩ ମ୍ୟାଚ ପାଇଁ ଦଳ ବାଛିବ ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଶେଷ ହୋଇସାରିଛି । ତେବେ ଉଭୟ ମ୍ୟାଚରୁ ପ୍ରତ୍ୟେକ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସମାନ ସ୍ଥିତିରେ ରହିଛନ୍ତି । ବର୍ତ୍ତମାନ ତୃତୀୟ ଟେଷ୍ଟ ପୂର୍ବରୁ…
Big Breaking; ଆମ୍ବେଦକରଙ୍କ ନାଁରେ ବରମୁଣ୍ଡା ବସ୍ ଟର୍ମିନାଲ: ନୂଆ ନାଁରେ ଜଣାଯିବ ବରମୁଣ୍ଡା ବସ୍ ଷ୍ଟାଣ୍ଡ
ଭୁବନେଶ୍ୱର: ନୂଆ ରୂପ ପାଇବା ପରେ ଏବେ ନୂଆ ନାମ ମଧ୍ୟ ପାଇଛି ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡ । ଆଜିଠାରୁ ଭାରତର ସମ୍ବିଧାନ ପ୍ରଣେତା ଡା. ବି.ଆର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍ ଟର୍ମିନାଲ ।…
ନିର୍ବାଚନ ପୂର୍ବରୁ ସବୁ ଦଳକୁ ନିର୍ଦ୍ଦେଶ ଦେଲେ Election Commission: ଏହି ଜିନିଷକୁ ଗ୍ରହଣ କରାଯିବନି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୀତି ମାହୋଲ ଏବେ ସରଗରମ ହେବାକୁ ଲାଗିଛି । ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଇଲେକ୍ସନ କମିଶନ୍ ଏକ ବଡ଼ ନିର୍ଦ୍ଦେଶ ଜାରି…
୨୦୨୭ ଶେଷ ସୁଦ୍ଧା ଶେଷ ହେବ ମେଟ୍ରୋ ରେଳ: ସବୁ ପଞ୍ଚାୟତରେ ଗଡ଼ିବ ଲକ୍ଷ୍ମୀ ବସ୍
ଭୁବନେଶ୍ୱର: ଓଡ଼ିଶା ବଜେଟ ଅଧିବେଶନରେ ରାଜ୍ୟର ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଛି । ମାନ୍ୟବର ରାଜ୍ୟପାଳ ନିଜ ଭାଷଣରେ ଟ୍ୱିନ ସିଟିର ଭୁବନେଶ୍ୱର-କଟକ ରେଳ ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି ।…
ଶ୍ରୀମନ୍ଦିର ଗୁମୁଟ ତଳେ ଫାଟ ନେଇ ASI ଅଧୀକ୍ଷକଙ୍କ ସୂଚନା; ଫାଟ ଆଜିର ନୁହେଁ, ଦୀର୍ଘଦିନର
ପୁରୀ: ଶ୍ରୀମନ୍ଦିର ଗୁମୁଟ ତଳ ଭାଗରେ ଫାଟ ନେଇ ସୂଚନା ଦେଲେ ASI ଅଧୀକ୍ଷକ । ଫାଟ ଥିବା ଆଗରୁ ଜାଣିଥିଲୁ କହିଲେ ASI ପୁରୀ ସର୍କଲ ଅଧୀକ୍ଷକ । ଏନେଇ ସେ ଆହୁରି କହିଛନ୍ତି 'ଅନୁଧ୍ୟାନ କରାଯାଇଛି, ଦୁଇ ଚାରି ଦିନରେ ପଥର…
BREAKING…ପୁଣି ଗର୍ଜିଲେ ବେସରକାରୀ ଅଧ୍ୟାପକ; ଅନିର୍ଦ୍ଦିଷ୍ଟ କାଳ ଯାଏଁ ୬୬୨ବର୍ଗ ଅଧିନ ୭ଶହ କଲେଜ ବନ୍ଦ
ଭୁବନେଶ୍ୱର: ପୁଣି ଗାନ୍ଧି ମାର୍ଗରେ ଗର୍ଜିଲେ ବେସରକାରୀ ଅଧ୍ୟାପକ । ୩୫୮ ଦିନର ଅହୋରାତ୍ର ଧାରଣା ପରେ ପୁଣି ଧାରଣା ଦେଲେ । ସମାନ ଦରମାକୁ ସମାନ ଗ୍ରେଡ୍ ପେ ଆଧାରରେ ଦରମା ଦାବିରେ ଧାରଣା ଦେଇଛନ୍ତି । ଆଜିଠୁ…