Browsing Category

ଖବର

ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗେଇଲା ସ୍ପର୍ଶ ହସ୍ପିଟାଲ: ବିରଳ ଅସ୍ତ୍ରୋପଚାରରେ ମିଳିଲା ବିରାଟ ସଫଳତା

ଭୁବନେଶ୍ୱର: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ସ୍ପର୍ଶ ହସ୍ପିଟାଲ୍ ପୂର୍ନବାର ଏକ ବିରଳ ମେରୁଦଣ୍ଡ ଅସ୍ତ୍ରୋପଚାର କରି ସଫଳତା ହାସଲ କରିଛି । ଏହି ବିରଳ ମେରୁଦଣ୍ଡ ଅସ୍ତ୍ରୋପଚାର ଦ୍ୱାରା…

(Video) କଳିଯୁଗରେ ରାମ-ହନୁମାନ ମହାମିଳନ: ପ୍ରଭଙ୍କୁ ଦର୍ଶନ ପାଇଁ ରାମ ମନ୍ଦିରରେ ପହଞ୍ଚିଲେ ଭକ୍ତ ହନୁମାନ

ଓଡ଼ିଶା ଭାସ୍କର: କୁହାଯାଏ ଯେଉଁଠି ପ୍ରଭୁ ଶ୍ରୀରାମ ଅଛନ୍ତି, ସେଇଠି ପରମ ଭକ୍ତ ହନୁମାନ ମଧ୍ୟ ପହଞ୍ଚିଯାଆନ୍ତି । ପ୍ରଭୁ ଶ୍ରୀରାମଙ୍କୁ ଛାଡ଼ି ଗୋଯିଏ ମୁହୂର୍ତ୍ତ ବି ରହି ପାନ୍ତି ନାହିଁ ବୀର ବଜରଙ୍ଗୀ । ତ୍ରେତୟା ଯୁଗର…

‘Installment’ ରେ ଖେଳାଯିବ IPL-2024! ନିର୍ବାଚନ ପାଇଁ ବଦଳିଯିବ ଟୁର୍ଣ୍ଣାମେଣ୍ଟ ଫର୍ମାଟ

ନୂଆଦିଲ୍ଲୀ: ଏପ୍ରିଲ ମାସରେ ଦେଶରେ ନିର୍ବାଚନ ନେଇ ସମ୍ଭାବନା ଜାରି କରିଛନ୍ତି ଇଲେକ୍ସନ କମିଶନ୍ । ଏହି ଘୋଷଣା ପରେ ସର୍ବଶ୍ରେଷ୍ଠ ଟି-୨୦ ଲିଗ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନିର୍ବାଚନ ପାଇଁ ଆଇପିଏଲ…

ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ୟୁକ୍ରେନର ୬୫ ଜଣ ବନ୍ଦୀ ନାଗରିକ: ଋଷିଆ

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ତିକ୍ତତା ମଧ୍ୟରେ ଏହାକୁ ଆହୁରି ବିବାଦୀୟ କରିଛି ଭୟଙ୍କର ବିମାନ ଦୁର୍ଘଟଣା । ପଶ୍ଚିମ ବେଲଗରୋଡ ଅଞ୍ଚଳରେ ଏହି ବିମାନ ଦୁର୍ଘଟଣାଟି ଘଟିଯାଇଛି । ତେବେ ଦୁର୍ଘଟଣାର ଶିକାର ହେବାରୁ IL-76…

(Video) ଥାର୍ ଗାଡିରେ ନିଜ ଗୁପଚୁପ୍ ଠେଲା ଟାଣି ଟାଣି ନେଲେ ବି.ଟେକ୍ ଛାତ୍ରୀ, ଭିଡିଓ ଭାଇରାଲ କଲେ ବିଶିଷ୍ଟ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଗୁପଚୁପ୍ ବିକୁଥିବା ଜଣେ ବି.ଟେକ୍ ଛାତ୍ରୀଙ୍କ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓକୁ ଆନନ୍ଦ ମହିନ୍ଦ୍ରା ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି କି ସେ ଥାର୍ ଗାଡିରେ ନିଜ…

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ଭବାନୀପାଟଣାରେ ଆୟୋଜିତ ସମାବେଶରେ ହାତ ଧରିଲେ ବଳଭଦ୍ର । କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତିଙ୍କ ଉପସ୍ଥିତିରେ…

ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ଲୋକାର୍ପିତ; “ଓଡ଼ିଆ ଜାତି ପାଇଁ ବର୍ତ୍ତମାନ ସମୟ ହେଉଛି ଏକ ଗୌରବମୟ ସମୟ”

ପୁରୀ: ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପିତ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଆ ଭାଷାର ବରପୁତ୍ର ମାନଙ୍କୁ ପ୍ରଣାମ ଜଣାଇଲେ ମୁଖ୍ୟମନ୍ତ୍ରୀ। "ଓଡ଼ିଆ ଜାତି ପାଇଁ ବର୍ତ୍ତମାନ…

ମଣିପୁର: ଆସାମ ରାଇଫଲ୍ସ ଯବାନଙ୍କ ଉପରକୁ ଗୁଳି ଚଳାଇଲେ ସାଥୀ ଯବାନ, ୬ ଆହତ

ନୂଆଦିଲ୍ଲୀ: ମଣିପୁରରେ ଆସାମ ରାଇଫଲ୍ସର ଜଣେ ଯବାନ ନିଜ ସାଥୀ ଯବାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ ୬ ଜଣ ଯବାନ ଆହତ ହୋଇଛନ୍ତି। ମଣିପୁର ପୋଲିସ ଏହି ପ୍ରସଙ୍ଗରେ ଏକ ବିବୃତି ଜାରି କରି କହିଛି ଯେ ଏହି…

୪ ପ୍ରକାରର କ୍ୟାନସରକୁ ଦୂର କରିବ ୨୦୦ ଟଙ୍କିଆ ଟିକା 

ନୂଆଦିଲ୍ଲୀ: ଭାରତରେ ଅନେକ ମହିଳାମାନଙ୍କ ଠାରେ ୟୁଟ୍ରେସ୍ କ୍ୟାନସର ହେଉଥିବା ସାମ୍ନାକୁ ଆସୁଛି । ଏହି କର୍କଟ ଗର୍ଭାଶୟରେ ହୁଏ ଏବଂ ମାନବ ପାପିଲୋମା ଭୂତାଣୁ ଦ୍ୱାରା ହୋଇଥାଏ । ଏହି ଭୂତାଣୁ ଗୁଡିକ ପେନାଇଲ କର୍କଟ,…

ଭଦ୍ରକ: ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା!

ଭଦ୍ରକ: ନିଶାନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଧାମନଗର ଥାନାରେ ଅଭିଯୋଗ କଲେ ଯୁବକଙ୍କ ପରିବାର ଲୋକେ । ମୃତକଙ୍କ ଘର ଯାଜପୁର ହୋଇଥିବା ସୂଚନା । ମୃତକ ଜାନୁଆରୀ ୪ ତାରିଖରେ ନିଶାନିବାରଣ…