Browsing Category

ଖବର

(Video) ଫିଲ୍ମ ଷ୍ଟାଇଲରେ ଆକ୍ରମଣ; ଇକ୍ୱେଡରର ଟିଭି ଷ୍ଟୁଡିଓରେ ପସିଲେ ବନ୍ଧୁକଧାରୀ, LIVE ଶୋ’ରେ କଲେ ଯୁଦ୍ଧ ଘୋଷଣା

ନୂଆଦିଲ୍ଲୀ: ଇକ୍ୱେଡରରେ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ଏଥିରେ କିଛି ବନ୍ଧୁକଧାରୀ ଏକ ଟିଭି ଷ୍ଟୁଡିଓରେ ବଳପୂର୍ବକ ପସିଯାଇଛନ୍ତି । ଏହି ଦୁର୍ବୃତ୍ତ ବନ୍ଧୁକଧାରୀମାନେ ସେଠାରେ ଥିବା ସୁରକ୍ଷାକର୍ମୀଙ୍କୁ ଧମକ…

ନାସା ଚନ୍ଦ୍ରକୁ ପଠାଇବନି ‘ମୁନ୍ ମିଶନ୍’… ଜହ୍ନ ରାଇଜକୁ ଯିବେନି କେହି ଅନ୍ତରୀକ୍ଷ ଯାତ୍ରୀ

ନୂଆଦିଲ୍ଲୀ: ଆମେରିକାର ସ୍ପେସ ଏଜେନ୍ସି ନାସା ନିଜର ମୁନ୍ ମିଶନ୍ କୁ ନେଇ ଏକ ବଡ଼ ଖୁଲାସା କରିଛି । ଭାରତ(ଇସ୍ରୋ)ର ଚନ୍ଦ୍ରଯାନ-୩ ଜହ୍ନ ରାଇଜର ଦକ୍ଷିଣ ମେରୁରେ ପାଦ ଥାପିବା ସହ ଏକ ଇତିହାସ ସୃଷ୍ଟି କରିଛି । କିନ୍ତୁ…

କୋଇଲା ସାଜିଲା କାଳ: ଶୋଇଥିବା ସମୟରେ ଶ୍ୱାସରୁଦ୍ଧ ହୋଇ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ

ଉତ୍ତର ପ୍ରଦେଶ: ଶୋଇଥିବା ସମୟରେ ଶ୍ୱାସରୁଦ୍ଧ ହୋଇ ଏକ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହା ସହିତ ପରିବାରର ୨ ଜଣ ସଦସ୍ୟ ଗୁରୁତର ଥିବା ଜଣାପଡ଼ିଛି । ତେବେ ଏଭଳି ଏକ ମର୍ମନ୍ତୁଦ…

‘ଅଯୋଧ୍ୟା’ରୁ ‘ଟାଇମ ସ୍କୋୟାର’ ଯାଏ, ସବୁଠି ଶୁଭିବ ‘ରାମ’ ନାମ: ରାମଲଲାଙ୍କ ପ୍ରାଣପ୍ରତିଷ୍ଠାର ହେବ…

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ତେବେ ଏଥିପାଇଁ ସରକାରଙ୍କ ସମେତ ସାରା ବିଶ୍ୱ ମଧ୍ୟ ଜୋରସୋରରେ ପ୍ରସ୍ତୁତିରେ ଲାଗିପଡ଼ିଛି । ତେବେ ଯେଉଁମାନେ ରାମଲଲାଙ୍କ…

ଭିତରକନିକା ଅଭୟାରଣ୍ୟରେ କେତେ ଅଛନ୍ତି କୁମ୍ଭୀର? ୨୨ଟି ଟିମ କରୁଛି ଗଣନା

ପଟ୍ଟାମୁଣ୍ଡାଇ: ଚିଲିକା, ଅସ୍ତରଙ୍ଗ ସମେତ ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଜାରି ରହିଥିବା ବେଳେ ଭିତରକନିକାରେ ଏବେ କୁମ୍ଭୀର ଗଣନା ଆରମ୍ଭ ହୋଇଯାଇଛି । ଅଭୟାରଣ୍ୟର ମୋଟ ୪ଟି ରେଞ୍ଜରେ ପକ୍ଷୀଗଣନା କରାଯାଉଛି ।…

CISFକୁ ମିଳିଲା ଅଯୋଧ୍ୟା ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ଉତ୍ସବରେ ଅନେକ ବଡ଼ ବଡ଼ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ସୁରୀକ୍ଷା…

(Video) ଦୀପରେ ଢଳାହେବ ୬୦୦୦ ଲିଟର ଘିଅ: ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ଓଡ଼ିଶାରେ ଜଳିବ ଏହି ବୃହତ୍ତମ ଦୀପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବିଶ୍ୱବ୍ୟାପୀ କରାଇବା…

ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଗସ୍ତ ପରେ ଏବେ ଗୁଗୁଲ୍ ସର୍ଚ୍ଚ ଏବଂ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଲାକ୍ଷାଦ୍ୱୀପ

ଓଡ଼ିଶଆ ଭାସ୍କର: ସୋସିଆଲ୍ ମିଡିଆରେ ମାଳଦ୍ବୀପକୁ ନେଇ ଚର୍ଚ୍ଚା ଜୋର ଧରିଛି। ମାଳଦ୍ବୀପକୁ ଛୁଟି କଟାଇବାକୁ ଯିବା ପାଇଁ ଯୋଜନା କରୁଥିବା ବହୁ ସଂଖ୍ୟାରେ ଭାରତୀୟ ସେମାନଙ୍କ ଟ୍ରିପ୍ ବାତିଲ୍ କରୁଛନ୍ତି। ଭାରତୀୟ…

(Video) ପାଣିରେ ଫୁଟ୍‌ବଲ ଧରି ମଜା ନେଇ ଖେଳୁଛି ବାଘ; ଭାଇରାଲ ହେଉଛି ଭିଡିଓ…

ଓଡ଼ିଶା ଭାସ୍କର: ଆମେ ସବୁବେଳେ ପଶୁମାନଙ୍କ ବିଭିନ୍ନ ଆଚରଣକୁ ଦେଖିବାକୁ ଉତ୍ସୁକ ରହିଥାନ୍ତି। ତାହା ଟେଲିଭିଜନ ପରଦାରେ ହେଉ କି ମୋବାଇଲ, କିମ୍ବା ବୁଲାବୁଲି କରିବା ସମୟରେ ଆମେ ବିଭିନ୍ନ ପଶୁ-ପକ୍ଷୀ ଓ ସେମାନଙ୍କ ଅଚରଣ…

ମା’-ମମତାର ଶ୍ରେଷ୍ଠ ଉଦାହରଣ; ପୁଅ ମୃତ୍ୟୁ ଖବର ଶୁଣି ହୃଦଘାତରେ ଆଖି ବୁଜିଲା ସାବତ ମାଆ

ଓଡ଼ିଶା ଭାସ୍କର: ସମାଜରେ ସାବତ ମାଆକୁ ଲୋକ କଳଙ୍କ ଓ ଅପବାଦର ନାଁ ଦେଇଥାନ୍ତି। ହେଲେ ଏମିତି ବି କିଛି ମାଆ ଅଛନ୍ତି ସେମାନେ ମାତୃତ୍ୱର ଧର୍ମ ପାଳନକରି ମହାନ ପାଲଟିଯାଆନ୍ତି। ସେମିତି ଏକ ଖବର ଆସିଛି, ଯିଏ ସାବତ ପୁଅର…