Browsing Category
ଖବର
ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମ୍ କୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେ ମସଜିଦ ପକ୍ଷ ନିକଟରେ ଏକ ପିଟିସନ ରହିଛି…
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ…
ଧୋନୀଙ୍କ ପାଇଁ ଜେଲ୍ ଦଣ୍ଡ ଭୋଗିବେ IPS ଅଫିସର: କୋର୍ଟ ଶୁଣାଇଲେ ରାୟ
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଆଜି ଜଣେ ଆଇପିଏସ ଅଫିସରଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଏହି ଅଫିସରଙ୍କ ବିରୋଧରେ ମାହି ମାମଲା ରୁଜୁ କରିଥିବା ବେଳେ ହାଇକୋର୍ଟ ଏହାକୁ…
୨୦୨୪ ସାଧାରଣ ନିର୍ବାଚନରେ ଲଢିବେନି ଭି.କେ ପାଣ୍ଡିଆନ୍: ଦେବୀ ମିଶ୍ର
ଭୁବନେଶ୍ୱର: ରାଜ୍ୟ ରାଜନୀତିକୁ ନେଇ ଏକ ବଡ଼ ଖବର ଦେଇଛନ୍ତି ବିଜଡି ନେତା ଦେବୀ ପ୍ରସାଦ ମିଶ୍ର । ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଆସନ୍ତା ନିର୍ବାଚନରେ ଲଢିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ…
ଗୋଟିଏ ଦିନରେ ସୁନା ୧୫୫୦ ଟଙ୍କା ଓ ରୂପା ୩୫୫୦ ଟଙ୍କା ହେଲା ମହଙ୍ଗା
ନୂଆଦିଲ୍ଲୀ: ଫେଡେରାଲ ରିଜର୍ଭ ପକ୍ଷରୁ ସୁଧହାର ଅପରିବର୍ତ୍ତିତ ରଖିବା ନିଷ୍ପତ୍ତି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ବଡ଼ ଧରଣର ପ୍ରଭାବ ଦେଖିବାକୁ ମିଳିଛି। ଯାହା ପାଇଁ ବଜାରରେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି।…
ରାଜଧାନୀରେ ମାତିଛନ୍ତି ବୁଲା କୁକୁର: ପ୍ରତିଦିନ ୬୦ ଜଣ ହେଉଛନ୍ତି ଶିକାର!
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା । ସାରା ସହରରେ ବୁଲା କୁକୁରଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । କୁକୁରଙ୍କ ଉତ୍ପାତ ଏତେ ବଢୁଛି ଯେ, କ୍ୟାପିଟାଲ…
ଜେଲରୁ ଫେରିବା ପରେ ଅର୍ଚ୍ଚନା ନାଗଙ୍କୁ ଧମକ; ଏନେଇ ଅଭିଯୋଗ ଆଣିଲେ ହନିଟ୍ରାପ୍ କୁଇନ୍…
ଭୁବନେଶ୍ବର: (ଓଡ଼ିଶା ଭାସ୍କର) ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ସମ୍ପୃକ୍ତ ଥିବା ଅର୍ଚ୍ଚନା ନାଗଙ୍କୁ ଧମକ ମିଳିଥିବା ନେଇ ଅଭିଯୋଗ। ୨ ଦୁର୍ବୃତ୍ତ ଧମକ ଦେଇଥିବା ଅର୍ଚ୍ଚନା ନାଗଙ୍କ ପକ୍ଷରୁ ଭିଯୋଗ ହୋଇଛି। ପରୀକ୍ଷା…
ପରିବାର ଉଜାଡ଼ିଦେଲା ଘର ଭଡ଼ା ଚାପ; ତିନି ପିଲାଙ୍କ ସବ ଜୀବନ ହାରିଲେ ବାପା-ମାଆ
ଜୟପୁର: ରାଜସ୍ଥାନର ବିକାନେରରେ ରାଏବରେଲି ଭଳି ଏକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ହନୁମାନ ସୋନି ପତ୍ନୀ ଓ ପିଲାଙ୍କ ସହ ଜୀବନ ହାରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।…
(Video) କେମିତି ଚିହ୍ନିବେ DeepFake Video? ଅଭିଯୋଗ ପାଇଁ ଡାଏଲ କରନ୍ତୁ ଏହି ନମ୍ବର
ନୂଆଦିଲ୍ଲୀ: ବର୍ତ୍ତମାନ DeepFake Video ଲୋକଙ୍କ ଜୀବନରେ ଏକ ଅଜଣା ଆତଙ୍କ ସୃଷ୍ଟି କରିଛି । ଗତ କିଛି ଦିନ ଭିତରେ ସାଦାରଣ ଲୋକଙ୍କ ସହ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଡିପ୍ ଫେକ୍ ଭିଡିଓର ଶିକାର ହୋଇ ସାରିଛନ୍ତି । ବଲିଉଡ…
ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା; ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ହେଲା ପରୀକ୍ଷା କାର୍ଯ୍ୟସୂଚୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର) ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ହେଲା ପରୀକ୍ଷା କାର୍ଯ୍ୟସୂଚୀ । ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ…