Browsing Category
ଖବର
ମଣିପୁର ହିଂସା ଘଟଣା: ୭ ମାସ ପରେ ୬୪ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ କରାଗଲା ଏୟାରଲିଫ୍ଟ
ଇମ୍ଫାଲ: ମଣିପୁରର ଜାତିଗତ ହିଂସାରେ ପ୍ରାଣ ହରାଇଥିବା ୬୪ ଜଣଙ୍କ ମୃତଦେହକୁ ଗୁରୁବାର ଅନ୍ତିମ ସଂସ୍କାର ପାଇଁ ଏୟାରଲିଫ୍ଟ କରାଯାଇଛି। ତେବେ ଏଘଟଣାକୁ ୭ ମାସ ବିତିଯାଇଥିଲେ ମଧ୍ୟ ଆଜିବି ସମସ୍ତଙ୍କ ମନରେ ଡ଼ର ସୃଷ୍ଟି…
‘ସୂର୍ଯ୍ୟ’ ଝଡ଼ ପରେ କୁଳଦୀପଙ୍କ ‘ପଞ୍ଝା’: ପ୍ରଥମ ଥର ଆଫ୍ରିକାରେ ଟି-୨୦ ସିରିଜ ବରାବର
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ବରାବର କରିଛି ଟିମ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟି-୨୦ କ୍ରିକେଟରେ ଏକ ବଡ଼ ଇତିହାସ ଲେଖିଛି ଭାରତୀୟ ଦଳ । ତୃତୀୟ ଟି-୨୦ ମ୍ୟାଚ ଜିତି ଭାରତ…
ଅଭିନେତା ଶ୍ରେୟସଙ୍କୁ Heart Attack: ଶୁଟିଙ୍ଗ ସେଟରୁ ମେଡିକାଲରେ ଭର୍ତ୍ତି
ମୁମ୍ବାଇ: ବଲିଉଡର ଷ୍ଟାର ଅଭିନେତା ଶ୍ରେୟସ ତାଲପଡେ ଅଚାନକ ଅସୁସ୍ଥ ହୋଇ ପଡ଼ିଛନ୍ତି । ଶୁଟିଙ୍ଗରୁ ଘରକୁ ଫେରିବା ପରେ ସେ ହୃଦଘାତର ଶିକାର ହୋଇଥିବା ଜାଣିବାକୁ ମିଳିଛି । ୪୭ ବର୍ଷୀୟ ଏହି ଅଭିନେତା ଦିନ ତମାମ ଶୁଟିଙ୍ଗ…
(Video) ଅନଲାଇନରେ ମଗେଇଲେ iphone 15 ହେଲେ ଆସିଲା ଏହି ଜିନିଷ: ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ
ଓଡିଶା ଭାସ୍କର: ଆଜିର ସମୟ ଲୋକଙ୍କ ପାଇଁ ଯଥେଷ୍ଟ ଆରାମଦାୟକ ହୋଇଛି। ଯେକୌଣସି ଜିନିଷର ଆବଶ୍ୟକତା ଅଛି, ତାହା ଅନଲାଇନରେ ଅର୍ଡର କରାଯାଇପାରିବ। କିନ୍ତୁ ପୂର୍ବ ସମୟରେ, ଲୋକମାନେ ଆବଶ୍ୟକ ଜିନିଷ କିଣିବା ପାଇଁ ଅନେକ…
ଧରା ପଡ଼ିଲା ମାଷ୍ଟର ମାଇଣ୍ଡ: ସଂସଦ ସୁରକ୍ଷା ବଳୟ ଭଙ୍ଗ ଘଟଣାରେ ପୋଲିସକୁ ବଡ଼ ସଫଳତା
ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ କରିବା ମାମଲାରେ ଏକ ବଡ଼ ଖବର ଜାଣିବାକୁ ମିଳିଛି । ଏହି କାଣ୍ଡରେ ସାମିଲ ତିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସଂସଦରେ ପଶି ସୁରକ୍ଷା ବ୍ୟବସ୍ଥା…
ଅଧିନାୟକ ସୂର୍ଯ୍ୟକୁମାରଙ୍କ ପ୍ରଚଣ୍ଡ ରୂପ: ତୃତୀୟ ଟି-୨୦ରେ ହାସଲ କଲେ ବିସ୍ଫୋରକ ଶତକ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବିସ୍ଫୋରକ ଇନିଂସ କେଳିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୬ ବଲରେ ଟି-୨୦ରେ ହାସଲ କରିଛନ୍ତି ଆଉ ଏକ…
ମୃତ୍ୟୁର ୧୦ ଦିନ ପରେ ହେଲେ ମା’: ମହିଳାଙ୍କ ମୃତଦେହରୁ ଜନ୍ମ ନେଲା ଶିଶୁପୁତ୍ର
ନୂଆଦିଲ୍ଲୀ: ଜଣେ ମହିଳା ମରିବାର ୧୦ ଦିନ ପରେ ଏକ ପିଲାକୁ ଜନ୍ମ ଦେଇଛନ୍ତି । ମୃତଦେହକୁ କଫିନ୍ ଭିତରେ କବର ଦେବା ପରେ ମଧ୍ୟ ଜନ୍ମ ନେଇଛି ଏକ ଶିଶୁପୁତ୍ର । ମହିଳାଙ୍କ ଶବକୁ ପୋତିବାର ୧୦ ଦିନ ପରେ କଫିନ ଭିତରୁ ହଠାତ୍…
ମରଣଠୁ ଦୂରେଇ ରଖେ ଏହି Super Food! ସହଜ ନୁହେଁ ଖାଇବା…. ଜାଣନ୍ତୁ ଏହି ଖାଦ୍ୟ ବିଷୟରେ
ନୂଆଦିଲ୍ଲୀ: ଜାପାନର ଲୋକମାନେ ଖୁବ ଦୀର୍ଘାୟୁ ହୋଇଥାନ୍ତି । ତେବେ ଅଧିକ ଯୋଗ କରିବା ସହ ସ୍ୱାସ୍ଥ୍ୟପଯୋଗୀ ଖାଦ୍ୟ ସେମାନଙ୍କ ଦୀର୍ଘାୟୁର ମୁଖ୍ୟ ଆଧାର ହୋଇଥାଏ । ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରହିବା ପାଇଁ…
ସଂସଦରେ ସୁରକ୍ଷା ଭାଙ୍ଗିବା ମାମଲା: ୪ ଅଭିଯୁକ୍ତଙ୍କୁ ହେପାଜତକୁ ନେଲା ପୋଲିସ
ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ କରିବା ଅଭିଯୁକ୍ତଙ୍କୁ ମହଙ୍ଗା ପଡ଼ିଛି । ଏଭଳି ଏକ ସଙ୍ଗୀନ ଅଭିଯୋଗରେ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ୭ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି । ଏହି ସମୟ ମଧ୍ୟରେ…
(Video) ଝିଅ ସୁହାନାଙ୍କ ସହ ଶିରିଡି ସାଇ ମନ୍ଦିରରେ ପହଁଚିଲେ ଶାହାରୁଖ ଖାନ, ଦେଖନ୍ତୁ ଭିଡିଓ
ମୁମ୍ବାଇ: ବଲିଉଡର କିଙ୍ଗ ଭାବେ ଜଣାଶୁଣା ଶାହାରୁଖ ଖାନ ନିକଟରେ ବୈଷ୍ଣୋ ଦେବୀଙ୍କୁ ଭେଟିଥିଲେ। ଯେଉଁଠାରୁ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଗୁରୁବାର ଦିନ ସେ ଦର୍ଶନ ପାଇଁ ଶିରିଡି ସାଇ…