Browsing Category
ଖବର
ଜାଡ଼ ଭାଙ୍ଗୁଛି ହାଡ଼; ରାଜ୍ୟର ଅନେକ ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ, କେନ୍ଦୁଝରରେ ତାପମାତ୍ରା ସର୍ବନିମ୍ନ
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ରାଜ୍ୟରେ ଖସିଲା ପାରଦ । କିଛି ଦିନ ହେବ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ, ଅନେକ ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଅନେକ ସ୍ଥାନର ତାପମାତ୍ରା ହ୍ରାସ ହେବା…
ସଂସଦ ପରିସରରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ହଙ୍ଗାମା ଘଟଣା; ୫ ଅଭିଯୁକ୍ତଙ୍କ ବିରୋଧରେ UAPAରେ ମାମଲା ରୁଜୁ
ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଗତକାଲି ଲୋକସଭାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ହଠାତ ଲୋକସଭା ଭିତରକୁ ପଶିଆସିଥିଲେ୨ ଜଣ ଅଜଣା ଯୁବକ । ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ବେଳ ହଠାତ ସେ ଦୁଇଜଣ…
ଭଦ୍ରକ: ନିଆଁ ଲାଗି ଜଳିଗଲା ୧୫ଟି ଦୋକାନ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
ଭଦ୍ରକ: (ଓଡ଼ିଶା ଭାସ୍କର) ନିଆଁ ଲାଗି ଜଳିଗଲା ୧୫ଟି ଦୋକାନ । ଭଦ୍ରଦ ଜିଲ୍ଲା ବାସୁଦେବପୁର ଇରମ ପଞ୍ଚାୟତରେ ଅଘଟଣ । ରଥପଦା ମାର୍କେଟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସମସ୍ତ ଦୋକାନର…
ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନାଁ ନେଇ ବାଗେଶ୍ୱର ବାବାଙ୍କୁ ବଟି ମାଗି ଅଭିଯୁକ୍ତ ଗିରଫ
ପାଟନା: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ନାଁରେ ଦେଶର ବିଭିନ୍ନ ସହରରୁ ବଡ଼ ବଡ଼ ସେଲିବ୍ରିଟିଙ୍କ ଠାରୁ ଦାଦାବଟି ଓ ଧମକ ଦେବା ର ମାମଲା ସାମ୍ନାକୁ ଆସୁଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ର ଏଭଳି ଅପରାଧୀ…
ମୋବାଇଲରେ ଏହି Setting ଅନ୍ କରନ୍ତୁ, କମିଯିବ ଗାଡ଼ି ତେଲ ଖର୍ଚ୍ଚ: Google ଆଣୁଛି ଦମଦାର ଫିଚର
ନୂଆଦିଲ୍ଲୀ: Google Map ହେଉଛି ଏକ ନାଭିଗେସନ୍ ଆପ୍ । ଏହାକୁ ପୃଥବୀର ଅଧିକାଂଶ ଲୋକ ଏହାକୁ ବ୍ୟବହାର କରୁଛନ୍ତି । ଏହି ଆପ୍ ଜରିଆରେ ଭାରତୀୟଙ୍କ ପାଇଁ ଏକ ନୂଆ ଫିଚର ନେଇ ଆସିଛି । ଏହା ଗାଡ଼ି ଚାଳକମାନଙ୍କ ପାଇଁ ତେଲ…
ଭାରତର ରହସ୍ୟମୟୀ ମନ୍ଦିର; ଯାହାକୁ ଖୋଲିଲେ ଆସିବ ଘୋର ପ୍ରଳୟ! ଦ୍ୱାର ଖୋଲିଲେ ଆସେ ବିପର୍ଯ୍ୟୟ
ଓଡ଼ିଶା ଭାସ୍କର: ଭାରତ ବର୍ଷରେ ଅନେକ ମନ୍ଦିର ଅଛି ଯାହା ଆଶ୍ଚର୍ଯ୍ୟଜନକ ଶକ୍ତି ସହିତ ଜଡ଼ିତ ରହିଛି । ଅନ୍ୟପକ୍ଷରେ କେତେକ ମନ୍ଦିର ଏତେ ରହସ୍ୟମୟ ଯେ ବିଜ୍ଞାନ ମଧ୍ୟ ତାହାର ସମାଧାନ କରିବାରେ ସକ୍ଷମ ହୋଇ ନାହିଁ । କେରଳର…
ଏହି ସବୁ ସ୍ଥାନରେ ଖୁବ ଶସ୍ତାରେ ବିକ୍ରି ହୁଏ ମଦ: ମୂଲ୍ୟ ଜାଣିଲେ ବିଶ୍ୱାସ ବି ହେବନି
ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ରାଜ୍ୟରେ ମଦର ଅଲାଗ ଅଲଗା ରେଟ୍ ରହିଛି । ଏହାର କାରଣ ହେଉଛି ସେଠାରେ ମଦ ଉପରେ ଲଗାଯାଇଥିବା ବିଭିନ୍ନ ଟ୍ୟାକ୍ସ । ତେଣୁ ମଦ ବୋତଲର ମୂଲ୍ୟ ଗୋଟିଏ ରାଜ୍ୟରେ ୧୦୦ ଟଙ୍କା ହୋଇଥିବା ବେଳେ…
ମନ୍ଦିର କି ମସଜିଦରେ Loud Speaker ଉପରେ ବ୍ୟାନ୍: ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି
ଭୋପାଲ: ବର୍ତ୍ତମାନ କୌଣସି ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ବାଜିବା ନେଇ ରୋକ ଲଗାଇଛନ୍ତି ମଧ୍ୟପ୍ରଦେଶ ସରକାର । ରାଜ୍ୟର କୌଣସି ସାର୍ବଜନିକ ସ୍ଥାନରେ ଲାଉଡ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଭଳି ଏକ ବଡ଼…
(Video) ସମୁଦ୍ରର ଗଭୀର ପାଣିରେ ଦିଶିଲା ରହସ୍ୟମୟୀ ମାଛ: ଗୋଲୁମୋଲୁ ଚେହେରା ଦେଖି ଲୋକେ ଘାଇଲା
ନୂଆଦିଲ୍ଲୀ: ନୀଳ ସାଗରର ଗଭୀରତା ଭିତରେ ଲୁଚି ରହିଛି ଅନେକ ରହସ୍ୟ । ସେହିପରି ଆମାଜନ ଜଙ୍ଗଲରେ ମଧ୍ୟ ଏଭଳି ଅନେକ ଜୀବଜନ୍ତୁ ରହିଛନ୍ତି, ଯେଉଁମାନଙ୍କ ବିଷୟରେ ଆଜିବି ଲୋକେ ଅଜଣା ରହିଛନ୍ତି । ତେବେ ଇଣ୍ଟରନେଟରେ ଅନେକ…
ମହମ୍ମଦ ଶାମୀଙ୍କୁ ଦିଆଯିବ ଅର୍ଜୁନ ପୁରସ୍କାର! ସରକାରଙ୍କୁ ସୁପାରିଶ କଲା ବିସିସିଆଇ
ନୂଆଦିଲ୍ଲୀ: ଚଳିତ ବର୍ଷର ଦିନିକିଆ ବିଶ୍ୱକପରେ ଭାରତ ଖୁବ ସୁନ୍ଦର ପ୍ରଦର୍ଶନ କରିଛି । କିନ୍ତୁ ଦୁର୍ଭାଗ୍ୟବଶତଃ ଫାଇନାଲ ମ୍ୟାଚରେ ବିଜୟ ହାସଲ କରିବାରେ ବିଫଳ ହୋଇ ବିଶ୍ୱକପ ହାତଛଡ଼ା କରିଛି ଟିମ ଇଣ୍ଡିଆ । ସମ୍ପୂର୍ଣ୍ଣ…