fbpx
Browsing Category

ଖବର

୨୦୨୫ ସୁଦ୍ଧା ୧୩ ବିଲିୟନ ଡଲାରରେ ପହଞ୍ଚିବ ଭାରତର ମହକାଶ ଅର୍ଥନୀତି: ରିପୋର୍ଟ

ନୂଆଦିଲ୍ଲୀ: ସୋମବାର ପ୍ରକାଶିତ ଏକ ରିପୋର୍ଟ ଅନୂଯାୟୀ, ୨୦୨୫ ସୁଦ୍ଧା ଭାରତର ମହକାଶ ଅର୍ଥନୀତି ପ୍ରାୟ ୧.୩ ବିଲିୟନ ଡଲାର ହେବା ନେଇ ଆଶା କରାଯାଉଛି । ଇଣ୍ଡିଆନ୍ ସ୍ପେଶ ଆସୋସିଏସନ(ଆଇଏସପିଏ) ଏବଂ ଇଆରଏନଏସଟି ଏବଂ…

ଗୁଳି ଖାଇବି ଲଢ଼ିଥିଲା “ଜୁମ’: ଆତଙ୍କବାଦୀଙ୍କୁ ହରାଇବାରେ ସଫଳ ହୋଇଥିଲା ସେନା

ନୂଆଦିଲ୍ଲୀ: ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ ସମୟରେ ସେନାର ଆସଲ୍ଟ କୁକୁର ଗୁରୁତର ଭାବେ ଆହତ ହୋଇଛି । ସୋମବାର ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ହୋଇଥିବା ଏହି ଅପରେସନରେ ସେନାର ଲଢ଼ୁଆ କୁକର…

ଆଜିଠୁ ଆରମ୍ଭ ଫୁଟବଲ୍ ମହାକୁମ୍ଭ: ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ୱର (ଓଡ଼ିଶାଭାସ୍କର): ମଙ୍ଗଳବାର ଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହେଉଛି ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ୱକପ୍ । ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ବିଶ୍ୱକପ୍ର ଉଦ୍ଘାଟନ କରାଯିବ ।…

ଏଣିକି ପ୍ରତି ଘର ବାହାରେ ରହିବ ଡଷ୍ଟବିନ୍: ନହେଲେ ଫାଇନ୍ ପଡ଼ିବ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରକୁ ସ୍ୱଚ୍ଛ ତଥା ପରିମଳ ରଖିବା ପାଇଁ ବିଏମସି ପକ୍ଷରୁ ଅନେକ ପଦକ୍ଷେପମୂଳକ ପଦକ୍ଷେପ ନିଆଯାଉଛି । ବିଭିନ୍ନ ସମୟରେ ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । ଏହାରି ମଧ୍ୟରେ ବିଏମସି ଏକ…

୧୦ ଦିନ ଦୀପାବଳି ଛୁଟି: କମ୍ପାନୀ କହିଲା ‘ବହୁତ୍ କାମ ହୋଇଗଲା, ଯାଅ ଛୁଟି ମନାଅ’

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ପାର୍ବଣ ଋତୁ ଚାଲିଛି। ଏହି ଅବସରରେ ଅନେକ କମ୍ପାନୀ ସେମାନଙ୍କ କର୍ମଚାରୀମାନଙ୍କୁ ବୋନସ ଦେଉଥିବା ବେଳେ ଅନେକ ଅନ୍ୟାନ୍ୟ ଉପାୟରେ କର୍ମଚାରୀଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି। ଆଗକୁ…

ନୟନତାରା ଏବଂ ବିଗ୍ନେଶଙ୍କ ପ୍ୟାରେଣ୍ଟ୍ସ ହେବା ଉପରେ ଉଠିଲା ପ୍ରଶ୍ନ: ସରୋଗେସୀ ଉପରେ ଏବେ ସରକାର କରିବେ ଯାଞ୍ଚ

ନୂଆଦିଲ୍ଲୀ: ନିକଟରେ ସାଉଥ ସୁପରଷ୍ଟାର ନୟନତାରା ଏବଂ ତାଙ୍କ ପତି ବିଗ୍ନେଶ ଶିବନ ଯମଜ ସନ୍ତାନଙ୍କୁ ସ୍ୱାଗତ କରିଛନ୍ତି । ରବିବାର ଅକ୍ଟୋବର ୯ ତାରିଖରେ ସୋସିଆଲ ମିଡିଆ ଫଟୋ ସେୟାର କରି ପ୍ୟାରେଣ୍ଟସ ହେବାର ଖବର…

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଚିନ୍ତା ପ୍ରକାଶ କଲା ଭାରତ: କୀଭରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ: ଋଷସେନା ତରଫରୁ ସୋମବାର ୟୁକ୍ରେନର ଅନେକ ସହର ଉପରେ ଘନଘନ ଆକ୍ରମଣ ସମଗ୍ର ବିଶ୍ୱକୁ ଚକିତ କରିଛି । ଏହି ଆକ୍ରମଣରେ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିବା କୁହାଯାଉଛି । ଏହାରି ମଧ୍ୟରେ ଭାରତ ଋଷ  ଋଷ-ୟୁକ୍ରେନ…

କବର ଖୋଳି ହାଡ଼ ବିକୁଛନ୍ତି ଲୋକେ: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ: ଅନଲାଇନରେ ବିକ୍ରି ହେଉଛି ମଣିଷଙ୍କ ମୃତଦେହ। ବର୍ତ୍ତମାନ ସମୟରେ ସମସ୍ତ ଜିନିଷ ଅନ୍ଲାଇନ୍ ମାଧ୍ୟମରେ ମିଳିଯାଉଛି। ଅନେକ ଥର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଯେ ସତରେ କ'ଣ ଏହିପରି ଜିନିଷଗୁଡ଼ିକ ମଧ୍ୟ…

ଉଦ୍ଧବଙ୍କୁ ମିଳିଲା ‘ମଶାଲ’ ଚିହ୍ନ: ଏକନାଥ ସିନ୍ଦେ ଗୋଷ୍ଠୀ ନାମ ହେଲା ବାଲାସାହେବଚୀ ଶିବସେନା

ନୂଆଦିଲ୍ଲୀ: ଶିବସେନାର ଦୁଇ ଗୋଷ୍ଠୀଙ୍କୁ ମିଳିଲା ନୂଆ ନାଁ । ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ଦୁଇ ନୂଆ ଦେଲେ ନିର୍ବାଚନ କମିଶନ । ମହାରାଷ୍ଟ୍ର ରାଜନୀତିରେ ନିର୍ବାଚନୀ ଚିହ୍ନକୁ ନେଇ ଜାରି ରହିଥିବା…

ହବିଷ୍ୟାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ଲୋକର୍ପିତ ହେଲା ‘ବୃନ୍ଦାବତି ନିବାସ’

ପୁରୀରେ ହବିଷ୍ୟାଳି ମା ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା' ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ…