fbpx
Browsing Category

ଖବର

ମଣିଷ ଗର୍ଭରୁ ଜନ୍ମ ନେଲା ପକୋଡା! କେମିତି ହେଲା ସମ୍ଭବ?

ନୂଆଦିଲ୍ଲୀ: ଆପଣ କାହାକୁ ନିଜ ପିଲାର ନାମ କୌଣସି ବଡ଼ ବ୍ୟକ୍ତି କିମ୍ବା ପ୍ରସିଦ୍ଧ ସ୍ଥାନ, ଦେବା-ଦେବୀଙ୍କ ନାମରେ ରଖୁଥିବା ଶୁଣିଥିବେ । କିନ୍ତୁ କ'ଣ ଆପଣ କେହି ବାପା-ମାଙ୍କୁ ନିଜ ପିଲାର ନାମ କୌଣସି ଜିନିଷ ଉପରେ…

‘ଦରବୃଦ୍ଧି ବିରୋଧରେ ହଲ୍ଲାବୋଲ୍’ ରାଲିରେ ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସର ଦରବୃଦ୍ଧି ବିରୋଧରେ "ହଲ୍ଲାବୋଲ୍ ରାଲ' କରୁଛି । ଆଉ ଏହି ରାଲିରେ ଉଦବୋଧନ ଦେବା ସହ ରାହୁଲ ଗାନ୍ଧୀ ସିଧାସଳଖ ମୋଦୀଙ୍କ ଉପରେ ବର୍ଷିଛନ୍ତି । ରାହୁଲ କହିଛନ୍ତି…

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ପରଲୋକ

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ cyrus mistry ଙ୍କ ପରଲୋକ । ମହାରାଷ୍ଟ୍ର ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ସାଇରସ୍ ମିସ୍ତ୍ରୀଙ୍କୁ…

(Video) ବିଷାକ୍ତ ଖାଦ୍ୟ ସାଜିଲା କାଳ: ଏକସଙ୍ଗେ ଚାଲିଗଲେ ମାଆ, ପୁଅ ଓ ଝିଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ବିଧିର ବିଧାନ କେ କରିବ ଆନ । ଏପରି ଭାବେ ଦୁଃଖର ଲହରୀ ମାଡ଼ି ଆସି ଭସାଇ ନେଇଛି ଏକ ପରିବାରକୁ । ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଚାଲି ଯାଇଛି । ଖାଦ୍ୟ…

‘ଆମ ରକ୍ତରେ ତିଆରି ହୋଇଥିଲା କଂଗ୍ରେସ’: ଗୁଲାମ ନବୀ ଆଜାଦ

କଂଗ୍ରେସର ପୂର୍ବ ନେତା ଗୁଲାମ ନବୀ ଆଜାଦ ରବିବାର ଜମ୍ମୁର ସୈନିକ କଲୋନୀରେ ଜନସଭାକୁ ସମ୍ବୋନ୍ଧିତ କରିଛନ୍ତି । ଏହି ସମୟରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି । ଆଜାଦ କହିଛନ୍ତି ଯେ କଂଗ୍ରେସ ଆମ ରକ୍ତରେ ତିଆରି…

(Video) ହସ୍ପିଟାଲରୁ ବାଇକ୍ ଚୋରି କରୁଛି ଚୋର: ସିସିଟିଭିରେ କଏଦ ହେଲା ଭିଡିଓ…

ଖୋର୍ଦ୍ଧା: ବାଇକ୍ ଚୋରିର ଅନେକ ଭିଡିଓ ଆପଣ ଦେଖିଥିବେ । କେମିତି ଅଭିନବ ଉପାୟରେ ବାଇକ ଚୋରି କରିଥାନ୍ତି ଚୋର । ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଥାଏ । ଆଉ ଏବେ ଏଭଳି ଏକ ବାଇକ୍ ଚୋରିର ଘଟଣା ସାମ୍ନାକୁ ଆସିଛି ।…

“ମୁସଲମାନ ହେଇଯାଅ, ନହେଲେ ମୁଣ୍ଡକାଟ ହେବ’: ଧମକପୂର୍ଣ୍ଣ ଚିଠିକୁ ନେଇ ଆତଙ୍କିତ ଇଞ୍ଜିନିୟରଙ୍କ ପରିବାର

ନୂଆଦିଲ୍ଲୀ: ଅନେକ ସମୟରେ ବେଆଇନ ଭାବରେ ଧର୍ମ ପରିବର୍ତ୍ତନ କରାଉଥିବାର ଖବର ସାମ୍ନାକୁ ଆସିଛି । ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ରାଜସ୍ଥାନରେ ଜଣେ ଇଞ୍ଜିନିୟରଙ୍କୁ ମୁସଲମାନ…

ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂତନ କୁଳପତି ଭାବରେ ନିଯୁକ୍ତି ହେଲେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା

ଭୁବନେଶ୍ୱର : ଓଡିଶା ୟୁନିଭର୍ସିଟି ଆକ୍ଟ ୧୯୮୯ ର ଧାରା ୬ ର ସବ୍ ସେକ୍ସନ୍ ୭ ରେ ଦିଆ ଯାଇଥିବା କ୍ଷମତା ପ୍ରୟୋଗରେ ମାନ୍ୟବର ରାଜ୍ୟପାଳ ଓଡ଼ିଶା ପ୍ରଫେସର ଗଣେଶ ଲାଲ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ଜଗନ୍ନାଥ…

ଭାରତ ବିପକ୍ଷରେ ଏହି ବୋଲରଙ୍କୁ ଖେଳାଇବାକୁ ବାଧ୍ୟ ପାକିସ୍ତାନ, ଖରାପ ଫର୍ମ କାରଣରୁ ଦଳରୁ ହୋଇଥିଲେ ବାହାର

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଏସିଆ କପ ୨୦୨୨ର ସୁପର ୪ର ଦ୍ଵିତୀୟ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାୟମରେ ସନ୍ଧ୍ୟା ୭ଟା୩୦ରୁ ଆରମ୍ଭ ହେବ। ତେବେ ଦୁଇ ଦଳ ଆହତଜନିତ…

ନୀତିଶ କୁମାରଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ଵପ୍ନକୁ ଧୂଳିସାତ କରିଦେବେ ମମତା ? ୨୦୨୪ରେ ଏକାକୀ ଲଢିବ ଟିଏମସି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ପରେ ଦେଶରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଉ କିଏ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି କି ? ଏହି ପ୍ରଶ୍ନ ଜନମାନସରେ ସର୍ବଦା ଉଙ୍କି ମାରି ଆସିଛି। ଏମିତିରେ ୨୦୨୪ରେ ସାଧାରଣ…