fbpx
Browsing Category

ଖବର

କମୁଛି ଜଳ ସ୍ତର: ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍

ସମ୍ବଲପୁର: କମିବାର ଲାଗିଛି ହୀରାକୁଦର ଜଳ ସ୍ତର । ଫଳରେ ଖୋଲାଯାଇଥିବା ମୋଟ ୪୦ ଟି ଗେଟ୍ ୪ ଟି ଗେଟ୍ କୁ ବନ୍ଦ କରାଯାଇଛି । ଫଳରେ ବର୍ତ୍ତମାନମୋଟ ୩୬ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତେବେ ହିରାକୁଦର ଜଳ…

ViralVideo:ଦେଖନ୍ତୁ କିପରି ପାଣିରୁ ଆଣିଲା ଟାଣି…

ଜଙ୍ଗଲର ଗୋଟିଏ କାନୁନ ଅଛି । ଯିଏ ଅଧିକ ଶକ୍ତିଶାଳୀ ସେ ହିଁ ଏଠାରେ ତିଷ୍ଠି ପାରିବ । କେବଳ ଏତିକି ନୁହେଁ ଆପଣଙ୍କୁ ନିଜ ଜୀବନ ବଞ୍ଚାଇବା ପାଇଁ ମଧ୍ୟ ଆପଣଙ୍କ ଜୀବନକୁ ବାଜି ଲଗେଇବାକୁ ପଡିବ । ସୋସିଆଲ ମିଡିଆରେ ଆପଣ…

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉର ଏହି କଳାକାର: ‘କଫି ୱିଥ କରଣ ଶୋ’ରେ କରିଲେ ପ୍ରକାଶ

ମୁମ୍ବାଇ: ‘କଫି ୱିଥ କରଣ ଶୋ’ ସିଜନ ୭ର ନୂଆ ଅଧ୍ୟାୟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ‘ଶୋ’ରେ ଆସିଥିବା ଅତିଥି ଭିକି କୌଶଲ ଏବଂ ସିଦ୍ଧାର୍ଥ ମହ୍ଲୋତ୍ରା ନିଜର ବୃତ୍ତିଗତ ଜୀବନ…

Video: ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟିଲେ ୬ ଲକ୍ଷ, ସିସିଟିଭିରେ କଏଦ୍ ହେଲା ଘଟଣା ସମୟର ଦୃଶ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଜଣେ ବ୍ୟବସାୟୀଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍ କରିଛନ୍ତି ଲୁଟେରା। ଦିନ ଦ୍ୱିପ୍ରହରେ ଲୁଟେରାମାନେ ବ୍ୟବାସୟୀଙ୍କ ଅଫିସ୍‌ରେ ପଶି ୬ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।…

ଗୁଗୁଲ ପ୍ଲେ ଷ୍ଟୋରରେ ଆପ ଡାଉନଲୋଡ କରୁଥିଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ: ନଚେତ୍ ହୋଇପରେ ଆପଣଙ୍କ ଫୋନ ହ୍ୟାକ୍

ଆଜିକାଲି ଟେକ୍ନୋଲୋଜି ସମୟରେ ଆମେ ସମେସ୍ତେ ସ୍ମାର୍ଟ ଫୋନର ଉପରେ ନିର୍ଭରଶୀଳ । ଆମେ ଏହି ଫୋନର ଫିଚର ଏବଂ କ୍ୱାଲିଟ ସହ ଏଥିରେ ଥିବା ଗୁଗଲ ପ୍ଲେ ଷ୍ଟୋରର ମଧ୍ୟ ବହୁଳ ବ୍ୟବହାର କରିଥାଉ । ତେବେ ଏହି ସ୍ମାର୍ଟ ଫୋନର…

ବନ୍ୟାରେ ଭାସିଗଲେ ୫ ଶିଶୁ: ୪ ଉଦ୍ଧାର ଜଣେ ମୃତ

ଆଠଗଡ: ଆଠଗଡ ଜିଲ୍ଲା ବ୍ରାହ୍ମଣ ବସ୍ତ ଗ୍ରାମରେ ଘଟିଛି ଅଘଟଣ । ସେହିଗ୍ରାମର ୫ ଜଣ ଶିଶୁ ଗାଧୋଇ ଯାଇଥିବା ସମୟରେ ବନ୍ୟାରେ ଭାସି ଯାଇଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ସୁରକ୍ଷିତ ଥିବା ଜଣା…

Video: ଯେତେବେଳେ ଦୁଇ ମହିଳା ମେଟ୍ରୋରେ ସିଟ୍ ପାଇଁ ଲଢ଼ିବା ଆରମ୍ଭ କଲେ, ଜାଣନ୍ତୁ ସେତେବେଳେ କଣ ଘଟିଲା

ନୂଆଦିଲ୍ଲୀ: ଆପଣ ସୋସିଆଲ ମିଡିଆରେ ଦିଲ୍ଲୀ ମେଟ୍ରୋରେ ଗୀତ ଗାଇ ନାଚୁଥିବା ଲୋକଙ୍କ ଭିଡିଓ ନିଶ୍ଚୟ ଦେଖିଥିବେ। କିନ୍ତୁ ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦୁଇ ମହିଳା…

ମୋର ନୁହେଁ ତ କାହାରି ନୁହେଁ…ପ୍ରତିଶୋଧ ନିଆଁରେ ଫୁଟିଲା ଗୁଳି

ପାଟନା: ପାଟନାରେ ଜଣେ ୧୫ବର୍ଷର ବାଳିକାଙ୍କ ବେକରେ ଗୁଳି ଫୁଟିବା ଘଟଣା ବର୍ତ୍ତମାନ ସବୁ ଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରେମ ସମ୍ପର୍କକୁ ନେଇ ଏଇ ଘଟଣା ଘଟି ଥିବାର ଜଣା ପଡିଛି । ଏହି ଘଟଣା ସିସିଟିଭିରେ କଏଦ ହୋଇଛି…

ଆଲିଙ୍ଗନ ସମୟରେ ଭାଙ୍ଗିଗଲା ଛାତିର ହାଡ, ପୁରୁଷ ସହକର୍ମୀଙ୍କଠୁ କ୍ଷତିପୂରଣ ମାଗି ଥାନାର ଦ୍ୱାରସ୍ଥ ହେଲେ ମହିଳା

ନୂଆଦିଲ୍ଲୀ: କୁହାଯାଏ ଯେ, କୌଣସି ଲୋକଙ୍କ ସହିତ ମିଶିବା ସମୟରେ ଯଦି ଭଲା ପାଇବା ସହିତ ଆଲିଙ୍ଗନ କରନ୍ତି ତେବେ ବହୁତ୍ ଖୁସି ମିଳିଥାଏ। ଏବେ ଏକ ଖବର ଆସିଛି ଯେଉଁଥିରେ ଜଣେ ଯୁବକ ତାଙ୍କର ମହିଳା ବନ୍ଧୁଙ୍କୁ ଏତେ…

ଟୁଇଟ୍ ପାଇଁ ମହିଳାଙ୍କୁ ୩୪ ବର୍ଷ ଜେଲଦଣ୍ଡ:ରଦ୍ଧ ହେଲା ଟ୍ରାଭେଲ ଲାଇସେନ୍ସ

ସାଉଦିଆରବ: ସାଉଦି ଆରବର ଜଣେ ମହିଳାଙ୍କୁ ୩୪ ବର୍ଷର ସଜା ଶୁଣାଇଛନ୍ତି କୋର୍ଟ । ତାଙ୍କର ଏହି ଦଣ୍ଡର କାରଣ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଏହି ମହିଳାଙ୍କୁ ତାଙ୍କ ଟୁଇଟ୍ ପାଇଁ ୩୪ ବର୍ଷର ଜେଲ୍ ଦଣ୍ଡ…