Browsing Category
ଖବର
ସ୍ୱାସ୍ଥ୍ୟକର୍ମୀଙ୍କ ସହ Missbehave କଲେ ଭୋଗିବେ ପରିଣାମ: ରୋଗୀଙ୍କ ଚିକିତ୍ସା ପାଇଁ ମନା କରିପାରନ୍ତି ଡାକ୍ତର
ନୂଆଦିଲ୍ଲୀ: ଅନେକ ସମୟରେ ରୋଗୀ ବା ସମ୍ପର୍କୀୟଙ୍କୁ ଡାକ୍ତର ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଝଗଡ଼ା କରୁଥିବାର ଦେଖିବାକୁ ମିଳିଥାଏ । ମେଡିକାଲରେ ସେମାନେ ଚାହୁଁଥିବା କିଛିଟା ଜିନିଷ ନ ମିଳିଲେ ବା ଏଭଳି କିଛି…
ଇନଷ୍ଟାଗ୍ରାମ ରୋଜଗାର ଉପରେ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଖବରକୁ ନେଇ ମୁହଁ ଖୋଲିଲେ କୋହଲି, କ’ଣ କହିଲେ ଜାଣନ୍ତୁ
ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ନେଇ ଶୁକ୍ରବାର ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ଏଥିରେ କୁହାଯାଇଥିଲା ଯେ, କିଙ୍ଗ କୋହଲି ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ଲାଗି ୧୧.୪୫ କୋଟି ଟଙ୍କା…
ହଟିବ ବ୍ରିଟିଶ ଅମଳ ଆଇନ: ନୂଆ ବିଲରେ କଡ଼ା ଦଣ୍ଡବିଧାନ, ଜାଣନ୍ତୁ ଏବେ କେଉଁ ଅପରାଧ ପାଇଁ କ’ଣ ମିଳିବ ଦଣ୍ଡ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଆଇନ୍ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ସଂସଦରେ ବିଲ୍ ବା ଚିଠା ଉପସ୍ଥାପନ କରିଛନ୍ତି । ଏହି ନୂଆ ବିଲ୍ ଆଇନ୍ ବଳରେ ଦେଶ ଦ୍ରୋହ ଆଇନ୍ କଠୋର ଏବଂ ପରିବ୍ୟାପ୍ତ ହେବ । ଏଣିକି…
ବିଶ୍ୱକପ ପାଇଁ Top Order ଫାଇନାଲ, କିନ୍ତୁ ୪/୫ ନମ୍ବରରେ ଖେଳିବେ କିଏ? ଏବେ ବି Suspense…
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ଯେତେ ପାଖେଇ ଆସୁଛି, ଟିମ ଇଣ୍ଡିଆ ପାଇଁ ଚିନ୍ତା ସେତେ ବଢିବାରେ ଲାଗିଛି । କାରଣ ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ୨ ମାସ ବାକି ଥିବା ବେଳେ ଏପର୍ଯ୍ୟନ୍ତ ଭାରତୀୟ ଦଳ ଚୟନ ହୋଇ ପାରିନି ।…
ଜନ୍ମମାଟିରେ ପହଞ୍ଚିଲା ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର: ନେବେ ଶେଷ ବିଦାୟ
ଆନନ୍ଦପୁର: ସହିଦ ଓଡ଼ିଆ ପୁଅ ସୁଶାନ୍ତଙ୍କ ମରଶରୀର ବର୍ତ୍ତମାନ ତାଙ୍କ ଜନ୍ମମାଟିରେ ପହଞ୍ଚିଛି । ନକ୍ସଲଙ୍କ ଗୁଳିରେ ସହିଦ ହେବା ପରେ ଆଜି ତାଙ୍କୁ ଶେଷ ବିଦାୟ ଦେବ ନିଜ ଗାଁ । ତେଣୁ ତାଙ୍କ ପାର୍ଥିବ ଶରୀରକୁ ସସମ୍ମାନେ…
(Video) ମହାପ୍ରଭୁଙ୍କ ଅପାର ଲୀଳା: କେଉଁଥିରେ ପ୍ରସ୍ତୁତ ହୋଇଛି ଗରୁଡ଼ ସ୍ତମ୍ଭ? ଆଲିଙ୍ଗନରୁ ମିଳେ ଏହି ଲାଭ…
ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର ରହିଛି । ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯିବା ପୂର୍ବରୁ ପ୍ରଥମେ ଗରୁଡ ସ୍ତମ୍ଭକୁ ଆଲିଙ୍ଗନ କରିଥାନ୍ତି । ତା’ପରେ ମନ୍ଦିର ଭିତରକୁ…
ସାବଧାନ୍! ପରିଚୟ ଲୁଚାଇ ବିବାହ କରିବା ଆଇନ ଅନୁସାରେ ଅପରାଧ: ଅମିତ ଶାହ
ନୂଆଦିଲ୍ଲୀ: ପରିଚୟ ଲୁଚାଇ କୌଣସି ମହିଳାଙ୍କୁ ବିବାହ କରିବା ଏବେ ପଡ଼ିବ ମହଙ୍ଗା । ପଦୋନ୍ନତି ଏବଂ ରୋଜାଗରର ମିଛ ପ୍ରତିଶ୍ରୁତି କରି ଯୌନ ସମ୍ବନ୍ଧ ରଖିବା ମଧ୍ୟ ଏକ ବଡ଼ ଅପରାଧ ହେବ ବୋଲି କହିଛନ୍ତି କେନ୍ଦ୍ର…
ଗଜରାଜ୍ୟ ଆଜି ଗଜଶୂନ୍ୟ! ୧୨ ବର୍ଷରେ ୯୫୪ଟି ହାତୀଙ୍କ ମୃତ୍ୟୁ: ଆଜି ହେଉଛି ବିଶ୍ୱ ହାତୀ ଦିବସ
ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ । ପ୍ରତିବର୍ଷ ଅଗଷ୍ଟ ମାସ ୧୨ ତାରିଖଟିକୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଇଥାଏ । ପରିବେଶ ସନ୍ତୁଳନରେ ଏହି ବୃହତ୍ ବନ୍ୟ ପ୍ରାଣୀଟି ପ୍ରମୁଖ ଭୂମିକା ନେଇଥାଏ ।…
ସ୍କୁଲରେ ବ୍ୟାପୁଛି ଝାଡ଼ାବାନ୍ତି: ୮୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ
ସମ୍ବଲପୁର: ସମ୍ବଲପୁରର ଜାବାହାରଲାଲ ନବୋଦୟ ବିଦ୍ୟାଳୟରେ ବ୍ୟାପିଛି ଝାଡ଼ାବାନ୍ତିର ଆତଙ୍କ । ଅନେକ ଛାତ୍ରଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି । ତେବେ ଏ ନେଇ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍…
ଗାଈଗୋରୁଙ୍କୁ ଏଣେତେଣେ ଛାଡିଲେ ମାଲିକଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଓଡିଶା ଭାସ୍କର; ନୂଆ ନୂଆ ଢଙ୍ଗରେ ନୂଆ ନୂଆ ଗାଇଡ଼ଲାଇନ ପ୍ରସ୍ତୁତ କରୁଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି । ଘରୁ କିମ୍ୱା ଅଫିସରୁ ମଶା ବାହାରିଲେ ଫାଇନ କଟାଯିବ ବୋଲି ଗତକାଲି ଏକ ଅଭିନବ ପଦକ୍ଷେପ ଗ୍ରହଣ…