fbpx
Browsing Category

ଖବର

ବିଶ୍ୱର ନଂ-୧ ଶୁଟର ହେଲେ ପାରା ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅବନୀ ଲେଖରା

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତର ତାରକା ସୁଟର ତଥା ଟୋକିଓ ପାରା ଅଲିମ୍ପିକ୍ ଚାମ୍ପିଅନ୍ ଅବନୀ ଲେଖରା ବିଶ୍ୱ ମାନ୍ୟତାର ଦୁଇଟି ବର୍ଗରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସର୍ବଶେଷ ର଼୍ୟାଙ୍କିଙ୍ଗ୍ ଅନୁଯାୟୀ,…

ଯଦି ପୀଡିତା ପ୍ରତିବାଦ ନକରନ୍ତି, ଏହାର ଅର୍ଥ ନୁହେଁ ଯେ ସେ ଯୌନ ସମ୍ପର୍କ ପାଇଁ ସହମତି: ହାଇକୋର୍ଟ

ପାଟଣା(ଓଡ଼ିଶା ଭାସ୍କର): ଯୌନ ନିର୍ଜାତନା ସମୟରେ ଯଦି କୌଣସି ଆଭ୍ୟନ୍ତରୀଣ କିମ୍ବା ବାହ୍ୟ ଆଘାତ ନହୁଏ, ତେବେ ଏହାର ଅର୍ଥ ନୁହେଁ ଯେ ପୀଡିତା ଜଣକ ସହମତି ଭିତ୍ତିରେ ଯୌନ ସମ୍ପର୍କ ରଖିଥିଲେ। ଏଭଳି ଏକ ଗୁରୁତ୍ୱ ପୁର୍ଣ୍ଣ…

ହକି ଅଲିମ୍ପିଆନ ବରିନ୍ଦର ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ହକି ଅଲିମ୍ପିଆନ ତଥା ବିଶ୍ୱକପ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ବରିନ୍ଦର ସିଂଙ୍କର ମଙ୍ଗଳବାର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇ ଥିଲା । ୧୯୭୦ ଦଶକରେ…

(Video) ଅଫିସ ଭିତରେ ଗପ ମାରୁଥିଲେ ଶିକ୍ଷକ: ପହଞ୍ଚିଗଲେ ଗଣଶିକ୍ଷା ମନ୍ତ୍ରୀ, ଆଉ ତା’ପରେ…

ପୁରୀ(ଓଡ଼ିଶା ଭାସ୍କର): ଆକ୍ସନ ମୋଡ଼ରେ ଗଣଶିକ୍ଷା ମନ୍ତ୍ରୀ । ଜଣେ ସିଆରସିଙ୍କ ସମେତ ୮ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସମୀର ଦାଶ । ଏଣିକି କାମରେ ଖିଲାପ କରୁଥିବା ଶିକ୍ଷକ ମାନଙ୍କ ଉପରେ କଡା…

ରାଜସ୍ଥାନରେ ମିଳିଲା ବିଶାଳ ୟୁରାନିୟମ୍ ଭଣ୍ଡାର: ଦୂର ହେବେ ଦେଶର ବିଦ୍ୟୁତ ସଙ୍କଟ, ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି ପାଇଁ ମଧ୍ୟ ଉପଯୋଗୀ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶରେ ୟୁରାନିୟମ୍ ଆବିଷ୍କୃତ ହେବା ପରେ ଏବେ ରାଜସ୍ଥାନରେ ଏହି ଖଣିଜ ପଦାର୍ଥର ବିଶାଳ ଭଣ୍ଡାର ଠାବ ହୋଇଛି। ରାଜସ୍ଥାନର ସିକର ଜିଲ୍ଲାରେ ଏହି ବୃହତ ୟୁରାନିୟମ୍…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୪ ଦିନ, ୩ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ରୂପକାର ଓ ବିଶ୍ୱକର୍ମା ସେବକ

ପୁରୀ,(ଭାସ୍କର ନ୍ୟୁଜ୍‌) : ଆଉ ମାତ୍ର ୪ ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିନେଇ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବକମାନେ ରବିବାର ୩…

ଆନନ୍ଦ ଟପ୍ପୋଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ହକି ତାରକା ବୀରେନ୍ଦ୍ର ଲାକ୍ରା ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଆନନ୍ଦଙ୍କ ପରିବାର ଲୋକେ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବିଶ୍ୱ ହକି ଜଗତର ଏକ ଜଣାଶୁଣା ନାଁ ବୀରେନ୍ଦ୍ର ଲାକ୍ରା । କିନ୍ତୁ ଏବେ ବୀରେନ୍ଦ୍ରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି । ଅଲିମ୍ପିଆନ ବିରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ…

କେବଳ ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ, ହେବ ବଢ଼ିଆ ଲାଭ

ଯଦି ଆପଣ କମ୍ ନିବେଶ ରେ ଭଲ ଲାଭ କରୁଥିବା ବ୍ୟବସାୟ କରିବାକୁ ଚାହୁଛନ୍ତି ତେବେ ଛତୁଚାଷ ଆପଣଙ୍କୁ ଏକ ଭଲ ଅପ୍ସନ ହୋଇପାରେ । ଏହାକୁ ଆପଣ କେବଳ ୫ ହଜାର ଟଙ୍କାରୁ ଆରମ୍ଭ କରିପାରିବେ । ଏହି ବିଜନେସରେ ଆପଣଙ୍କୁ ଅଧିକ…

ରାସନ ସାମଗ୍ରୀ ନେବା ପାଇଁ ନିୟମରେ ବଡ଼ ପରିବର୍ତ୍ତନ! ଜାଣନ୍ତୁ କିପାରି ହେବ ନୂତନ ବ୍ୟବସ୍ଥା

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଯଦି ଆପଣ ମଧ୍ୟ ରାସନ କାର୍ଡ ଦ୍ୱାରା ସରକାରଙ୍କଠୁ ସାହାଯ୍ୟ ପାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ରାସନ କାର୍ଡର ନିୟମରେ…

କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଟିମ୍ ଇଣ୍ଡିଆକୁ ଫେରିଲେ ଅଶ୍ୱିନ, ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ପାଇଁ ଆରମ୍ଭ କଲେ ଅଭ୍ୟାସ

ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇଥିବା ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଗୁରୁବାର ଦିନ ଭାରତୀୟ କ୍ରିକେଟ ଦଳ ସହିତ ଯୋଗ ଦେଇଛନ୍ତି । ଆସନ୍ତା ଜୁଲାଇ ୧ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ…