Browsing Category

ଖବର

Indian Navyରେ ଅଗ୍ନିବୀର ପଦରେ ନିଯୁକ୍ତିର ସୁଯୋଗ: ଜାଣନ୍ତୁ କେବେ ଆରମ୍ଭ ହେବ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: ଭାରତୀୟ ନୌସେନା ତରଫରୁ ଅଗ୍ନିବୀର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥିମାନେ ନୌସେନାର ଅଫିସିଆଲ ୱେବସାଇଟ joinindiannavy.gov.in ଜରିଆରେ ଅନଲାଇନ ଆବେଦନ…

ବଢିଲା ଗ୍ରୀଷ୍ମ ଛୁଟି: ରାଜ୍ୟରେ ପ୍ରଚଣ୍ଡ ଖରା ଯୋଗୁଁ ଜୁନ ୧୯ରେ ଖୋଲିବନି ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ କରା ଏବଂ ଅସହ୍ୟ ତାତି ରାଜ୍ୟବାସୀଙ୍କୁ କଲବଲ କରୁଛି । ତେଣୁ ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ପିଲାମାନଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ନଜରରେ ରଖି…

(Video) ଅଚାନକ ସମୁଦ୍ରକୁ ଡେଇଁ ପଡିଲେ ରୋହିତ: କାହିଁକି ନେଲେ ଏମିତି ଏକ ବଡ ନିଷ୍ପତ୍ତି?

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭାରତର ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି । ତେବେ ଏହାପରେ ଟିମ ଇଣ୍ଡିଆ ନୂଆ ଅଧିନାୟକ ଖୋଜୁଥିବା ଆଲୋଚନା ହେବାରେ ଲାଗିଛି । ଯାହାକୁ…

(Video) ଯୋଗ ଦିବସ ପୂର୍ବରୁ ଯୋଗ ଆସନ କରୁଛନ୍ତି ମୋଦୀ: ଭିଡିଓ ସେୟାର କରି ଲେଖିଲେ ଏମିତି

ନୂଆଦିଲ୍ଲୀ: ଯୋଗକୁ ବିଶ୍ୱସ୍ତରରେ ଆହୁରି ଲୋକପ୍ରିୟ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେଣୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପୂର୍ବରୁ ମୋଦୀ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଆମେରିକା ଗସ୍ତ…

୫୦୦ ଘର, ୮୦୦ ଗଛକୁ ନଷ୍ଟ କରିଦେଇଛି ବାତ୍ୟା ‘ବିପର୍ଯ୍ୟୟ’: ଅନ୍ଧାରରେ ୧୦୦୦ରୁ ଅଧିକ ପରିବାର

ନୂଆଦିଲ୍ଲୀ: ଭୟଙ୍କର ବାତ୍ୟା 'ବିପର୍ଯ୍ୟୟ'ର ପ୍ରଭାବ ଧିରେ ଧିରେ କମ୍ ହେବାରେ ଲାଗିଛି । ଏହାପରେ ବର୍ତ୍ତମାନ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଉଛି । ଏନଡିଆରଏଫ ତରଫରୁ ମିଳିଥିବା ସୂଚନା ଅନୁସାରେ,…

୪୪ ଟପିଲା ଭୁବନେଶ୍ୱରର ତାପମାତ୍ରା: ଆହୁରି ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ୱର: କେରଳରେ ମୌସୂମୀ ପାଦ ଥାପି ସାରିଛି । ସେପଟେ ଆସନ୍ତା ୨/୪ ଦିନ ମଧ୍ୟରେ ଓଡିଶା ଛୁଇଁପାରେ ମୋøସୂମୀ । ଏହାପରେ ବି ଓଡିଶାରେ ଜାରି ରହିଛି ପ୍ରଚଣ୍ଡ ଖରାର ତାଣ୍ଡବ । ଆଜି ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ…

(Video) ଶେଷରେ ଭଗବାନଙ୍କ ଅବଢା ବି ଆସିଲା ନକଲି: ପୁରୀରେ ବିକ୍ରି ହେଉଛି ନକଲି ମହାପ୍ରସାଦ

ପୁରୀ: ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଭକ୍ତଙ୍କ ପାଇଁ ଅମୃତ ବୋଲି କୁହାଯାଏ । କିନ୍ତୁ ଭକ୍ତଙ୍କର ଏହି ଭାବନା ଆଉ ଭକ୍ତିକୁ ନେଇ ହେଉଛି ସଉଦା । ସବୁ ଜିନିଷର ବିକଳ୍ପ ବା ନକଲି ପ୍ରସ୍ତୁତ କରିସାରିବା…

ବାହାନଗା ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଆଖି ବୁଜିଲେ ଆଉ ଜଣେ ଆହତ

ବାଲେଶ୍ୱର: କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ପୁଣିଥରେ ବୃଦ୍ଧି ପାଇଛି । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ଆହତ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କଟକ ଏସସିବି ମେଡିକାଲରେ ଚିକିତ୍ସାରତ…

ବିନା ପରୀକ୍ଷାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କରନ୍ତୁ ଚାକିରୀ, ଜାଣି ନିଅନ୍ତୁ ଯୋଗ୍ୟତା ଓ ଆବେଦନ ତାରିଖ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ କିଏ ବା ନ ଚାହେଁ । ପୁଣି ସେ ସରକାରୀ ବ୍ୟାଙ୍କ ହୋଇଥିଲେ ସାରା ଜୀବନ ଆରାମ । ଏଠି ଆମେ ଆଉ କେଉଁ ସରକାରୀ ବ୍ୟାଙ୍କର କଥା କହୁନୁ ଆମେ କହୁଛୁ ଦେଶର ନମ୍ବର ୧ ସରକାରୀ ବ୍ୟାଙ୍କ…

ବିବାହରେ ଆଡଭାନ୍ସ ପାଇଁ ବିଶେଷ ସୁବିଧା ଦେଉଛି EPFO, ଜାଣନ୍ତୁ PF ଟଙ୍କା କିପରି ଉଠାଇବେ

ନୂଆଦିଲ୍ଲୀ: ବେତନ ପ୍ରାପ୍ତ ଶ୍ରେଣୀର ଲୋକଙ୍କ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ହେଉଛି ସବୁଠାରୁ ଲୋକପ୍ରିୟ ସଞ୍ଚୟ ଯୋଜନା। କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ୍) ରେ ନିବେଶ ଯେକୌଣସି ଚାକୀରିଆ ବ୍ୟକ୍ତିଙ୍କ ପାଇଁ ଏକ…