fbpx
Browsing Category

ଖବର

ସାତ ବର୍ଷ ପରେ ପୁଣି ଏକାଠି ଆସିବେ ବଲିଉଡ ସବୁଠୁ ହିଟ୍‌ ଯୋଡି, ରକି ଏବଂ ରାନୀ କି ପ୍ରେମ କାହାନୀ’ରେ ପୁଣି କରିବେ ରୋମାନ୍ସ

ମୁମ୍ବାଇ: ବଲିଉଡ୍‌ ହିରୋ ଶାହାରୁଖ ଖାନ ଏବଂ କାଜୋଲଙ୍କ ଯୋଡି ସବୁଠୁ ହିଟ୍‌ ଯୋଡି । ଦୁହିଁଙ୍କ ଯୋଡି ଅଲ୍‌ ଟାଇମ୍‌ ଫେଭରେଟ୍‌ । ଆଜି ବି ତାଙ୍କ ଚାର୍ମ ଦର୍ଶକଙ୍କ ହୃଦୟ ଏବଂ ମନରୁ ବାହାରି ନାହିଁ । ଏହି କାରଣରୁ…

ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ୩ ଲକ୍ଷ ଲୁଟ୍‌ ନେଲେ ଲୁଟେରା, ୩ ଦୁର୍ବୃତ୍ତଙ୍କ ଟେର୍ ପାଉନି ପୋଲିସ

କାମାକ୍ଷାନଗର (ଭାସ୍କର ନ୍ୟୁଜ୍‌) : କାମାକ୍ଷାନଗର ତୁମୁସିଙ୍ଗା ଥାନା ଘୋଡ଼ାଡିଆଁ ନିକଟରେ ବୁଧବାର ଅପରାହ୍ନରେ ଜଣେ ବ୍ୟବସାୟୀଙ୍କୁ ୩ ଜଣ ଦୁର୍ବୃତ୍ତ ଭୁଜାଲିରେ ହାଣି ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ…

ସାମ୍ଭାବ୍ୟ ବାତ୍ୟା ପାଇଁ ପରିବେଶ ଅନୁକୂଳ: ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୬ରେ ସ୍ପଷ୍ଟ ହେବ ବାତ୍ୟା ଚିତ୍ର

ନୂଆଦିଲ୍ଲୀ/ ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସକାଳ ୫ଟା ୩୦ରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ବିଶ୍ୱକୁ ମାଡ଼ି ଆସିବ ମହାମାରୀ: ପଶୁଙ୍କ ଠାରୁ ମଣିଷକୁ କବଳିତ କରିବ ହଜାର ହଜାର ଭାଇରସ, ଜଳବାୟୁ ପରିବର୍ତ୍ତନ ସାଜିବ ମୁଖ୍ୟ କାରଣ

ନ୍ୟୁୟର୍କ : ୨୦୭୦ ସୁଦ୍ଧା ବିଶ୍ୱ ହଜାର ହଜାର ସଂଖ୍ୟାରେ ମହାମାରୀର ଶିକାର ହେବ । ଏହି ସମୟରେ ଅତି କମ୍‌ରେ ୧୫ ହଜାର ଭୂତାଣୁ ପଶୁଙ୍କ ଠାରୁ ମଣିଷକୁ କବଳିତ କରିବାର ସମ୍ଭାବନା ରହିଛି । ଏନେଇ ଜାତିସଂଘ ପକ୍ଷରୁ ଗଭୀର…

ନବାବ ମଲିକଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା, ଆଇସିୟୁକୁ ହେଲେ ସିଫ୍ଟ

ମୁମ୍ବାଇ : ଅଣ୍ଡରୱାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ଗ୍ୟାଙ୍କ ଓ ସମ୍ପର୍କୀୟଙ୍କ ଠାରୁ ଜମି କିଣିବା ସମ୍ପର୍କିତ ମନି ଲଣ୍ଡ୍ରିଂ କେସ୍‌ରେ ଗିରଫ ହୋଇଥିବା ନବାବ ମଲିକଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି । …

ରାଜଧାନୀ ଏକ୍ସପ୍ରେସକୁ ପାସ୍‌ ଦେବା ପାଇଁ ଅଟିଲା ଯାତ୍ରୀବାହୀ ଟ୍ରେନ, ଇଞ୍ଜିନ୍‌ ଛାଡ଼ି ମାତାଲ ଅବସ୍ଥାରେ ମାର୍କେଟ୍ ବୁଲିଲେ ‘କେ ଲୋକ…

ପାଟନା: ଯାତ୍ରୀବାହୀ ଟ୍ରେନ ସମିସ୍ତାପୁରରୁ ସାହସରା ଯିବା ସମୟରେ ହାସନପୁର ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସକୁ ପାସ୍‌ ଦେବା ପାଇଁ ଏହା କିଛି ସମୟ ପାଇଁ ଅଟକିଥିଲା । ଷ୍ଟେସନରେ ଟ୍ରେନ ଅଟକିବାରୁ ଗାଡ଼ିର ଅତିରିକ୍ତ ଲୋକ…

ବଲିଉଡ୍‌ରେ ଡେବ୍ୟୁ କରିବେ ଶେହନାଜ୍‌, ହାତରେ ଏବେ ବଡ଼ ଫିଲ୍ମ ଅଫର୍

ମୁମ୍ବାଇ: ଅଭିନେତ୍ରୀ ଶେହନାଜ୍‌ ଗିଲ ଗତ କିଛି ଦିନ ହେବ ଖୁବ୍‌ ଚର୍ଚ୍ଚାରେ ରହି ଆସିଛନ୍ତି । ସଲମାନ ଖାନଙ୍କ ଶୋ’କୁ ଆସିବା ପରେ ସେ ଗୋଟିଏ ପରେ ଗୋଟିଏ ବଡ ସଫଳତା ହାସଲ କରିବାରେ ଲାଗିଛନ୍ତି । ତାଙ୍କ ଭାଗ୍ୟ…

ଓଡ଼ିଶାକୁ ନାହିଁ ବାତ୍ୟା ବିପଦ ! ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ନେବ ଲଘୁଚାପ ରୂପ

ନୂଆଦିଲ୍ଲୀ/ ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତ…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଆଇଏଏସ ତରୁଣ କପୁର, ୨ବର୍ଷ ପର୍ଯ୍ୟନ୍ତ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ପେଟ୍ରୋଲିୟମ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ କପୁର । ନିଯୁକ୍ତି ସଂକ୍ରାନ୍ତୀୟ କ୍ୟାବିନେଟ୍‌ କମିଟିର ନିଷ୍ପତ୍ତି…

ଫେସବୁକରେ ପ୍ରେମ କରି ଘର ଛାଡ଼ିଥିଲେ ନାବାଳିକା, ପ୍ରେମିକ ଘରେ ନିର୍ଯ୍ୟାତନା ଦେଲେ ବାପ-ପୁଅ; ଅଭିଯୋଗ ପରେ ଗଲେ ଜେଲ୍

ଧର୍ମଶାଳା, (ଭାସ୍କର ନ୍ୟୁଜ୍‌) : ଧର୍ମଶାଳା ବ୍ଲକ ଜେନାପୁର ଥାନା ଚକ୍ରଧରପୁର ପଞ୍ଚାୟତ ଅନ୍ତର୍ଗତ ବଲାଙ୍ଗିଆ ଗ୍ରାମରେ ଜଣେ ନାବାଳିକାକୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ପୋଲିସ  ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…