Browsing Category
ଖବର
OSSSC ASO ନିଯୁକ୍ତି ୨୦୨୩: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ସୁଯୋଗ, ଯାଞ୍ଚ କରନ୍ତୁ ପୁରା ଖବର
ଭୁବନେଶ୍ୱର: ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ (OSSSC) ସେକ୍ସନ ଅଫିସର (SO), ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ଏବଂ ଜୁନିଅର ଆସିଷ୍ଟାଣ୍ଟ (JA) ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ପ୍ରକାଶ…
ଯୋଗ ବୃଦ୍ଧି କରେ ପୁରୁଷ ଏବଂ ମହିଳାଙ୍କ ପ୍ରଜନନ କ୍ଷମତା, ରିସର୍ଚ୍ଚରୁ ମିଳିଲା ପ୍ରମାଣ
ଓଡ଼ିଶା ଭାସ୍କର: ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ, ଲୋକଙ୍କୁ ଯୋଗ ଏବଂ ବ୍ୟାୟାମ କରିବାକୁ ସମୟ ନାହିଁ। କିନ୍ତୁ କରୋନା ଅବଧିରେ, ଲୋକମାନେ ଯୋଗର ମହତ୍ତ୍ୱ କିମ୍ବା ଯୋଗର ଗୁରୁତ୍ୱକୁ ଭଲ ଭାବରେ ବୁଝିଛନ୍ତି। ଏହି ସମୟ…
ଭଲ ଖବର: କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ବୃଦ୍ଧି କଲେ ସରକାର, ଜାଣନ୍ତୁ ବର୍ତ୍ତମାନ କେତେ ରୋଜଗାର ହେବ
ନୂଆଦିଲ୍ଲୀ: ଯଦି ଆପଣ ଛୋଟ ସଞ୍ଚୟ ସ୍କିମ୍ କିମ୍ବା ଛୋଟ ସଞ୍ଚୟ ଯୋଜନାରେ ବିନିଯୋଗ କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାରରେ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା…
ଫଟୋ ଉଠାଇବା ନିଶାରେ ପ୍ରଭୁ ରାମଙ୍କ ପ୍ରତିମା ଉପରକୁ ଚଢ଼ିଗଲେ ବିଜେପି ବିଧାୟକ, ସମାଲୋଚନା କଲା କଂଗ୍ରେସ
ନୁଆଦିଲ୍ଲୀ: ଗୁରୁବାର ସାରା ଭାରତରେ ଅଦଭୁତପୁର୍ବ ଉତ୍ସାହର ସହିତ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିବସ 'ରାମନବମୀ' ପାଳନ କରାଯାଇଛି। ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଭକ୍ତିଭାବରେ ପ୍ରଭୁଙ୍କର ପୂଜା କରିଥିଲେ। ଏହାରି ମଧ୍ୟରେ…
ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ମାଗିବା: ଗୁଜୁରାଟ ହାଇକୋର୍ଟ ଲଗାଇଲେ ୨୫ ହଜାର ଜୋରିମାନା, କେଜ୍ରିୱାଲ କହିଲେ- ଏହା ଜାଣିବାର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ସାର୍ଟିଫିକେଟ୍ ମାଗି ଜୋରିମାନା ଗଣିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗୁଜରାଟ ହାଇକୋର୍ଟ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ର ୨୦୧୬…
ବିଧାନସଭାରେ ଆଗତ ହୋଇଥିବା ୩ ବିଲ୍କୁ ପ୍ରତ୍ୟାହାର କଲେ ରାଜ୍ୟ ସରକାର
ଭୁବନେଶ୍ୱର: ବିଧାନସଭାରେ ଆଗତ ହୋଇଥିବା ତିନିଟି ବିଲ୍କୁ ଆଜି ସରକାର ପ୍ରତ୍ୟାହାର କରିନେଇଛନ୍ତି। ଶୂନ୍ୟକାଳରେ ବିରୋଧିଙ୍କ ହଟଗୋଳ ମଧ୍ୟରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ…
ଏପ୍ରିଲ ୧ ରେ ଜେଲରୁ ଫେରିବେ ସିଦ୍ଧୁ: ହତ୍ୟା ମାମଲାରେ କାଟୁଥିଲେ ସଜା
ନୂଆଦିଲ୍ଲୀ: ଆସନ୍ତାକାଲି ଜେଲରୁ ମୁକୁଳିବେ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ । ଏ ନେଇ ସିଦ୍ଧୁଙ୍କ ଟ୍ୱିଟର ପେଜରେ ସୂଚନା ଦିଆଯାଇଛି । ଦୀର୍ଘ ବର୍ଷକର କାରାଦଣ୍ଡ ଶେଷ କରି କାଲି ପୁଣିଥରେ…
ଓଡିଶାରେ ଏକ ଲକ୍ଷରୁ ଅଧିକ ଲାଇସେନ୍ସ ରଦ୍ଦ: ୨ ବର୍ଷରେ ଟ୍ରାଫିକ ନିୟମ ଭାଙ୍ଗି ଫସିଛନ୍ତି ଚାଳକ
ଭୁବନେଶ୍ୱର: ରାଜ୍ୟରେ ପରିବହନ ବିଭାଗ ଏବଂ ଟ୍ରାଫିକ ନିୟମ ଯେତେ କଠୋର ହେଉଛି ଲୋକଙ୍କ ମନମାନି ମଧ୍ୟ ସେତିକି ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପ୍ରତିଦିନ ପ୍ରଶାସନ ତରଫରୁ ଅନେକ ଲୋକଙ୍କର ଚାଲାଣ କାଟିବା ସହ କିଛି…
ମଶା ହୁଡେଇବାକୁ ଲଗାଇଥିଲେ କଏଲ, ଶ୍ୱାସରୁଦ୍ଧରେ ୬ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ଏକ ସାଙ୍ଗରେ ୬ ଲୋକଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି । ଗୁରୁବାର ରାତ୍ରୀରେ ଜଣଙ୍କ ଘରେ ମଶାବତୀ ଧୂପରେ ୬ଜଣଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି ।…
RCB କୁ ଝଟକା; ଖେଳି ନ ପାରନ୍ତି ମ୍ୟାକ୍ସୱେଲ-ହାଜେଲଉଡ: ଷ୍ଟାର ଖେଳାଳିଙ୍କ ଖେଳିବାକୁ ନେଇ ଚିନ୍ତାରେ ଦଳ
ନୂଆଦିଲ୍ଲୀ: ଆଇପିଏଲ ଆରମ୍ଭ ପୂର୍ବରୁ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଦୁଇ ଷ୍ୟାର ଖେଳାଳିଙ୍କ ଉପସ୍ତିତିକୁ ନେଇ ଦେଖାଦେଇଛି ଆଶଙ୍କା । ଅଷ୍ଟ୍ରେଲିଆ ତଥା ଆରସିବିର ଦୁଇ ପ୍ରମୁଖ ଖେଳାଳି…