Browsing Category

ଖବର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ମୃତ ଦୁଇ ଗୁରୁତର, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

କରଞ୍ଜିଆ: (ଓଡ଼ିଶା ଭାସ୍କର) ମୟୁରଭଞ୍ଜ ଜିଲ୍ଲାର ଶେଷ ସୀମାରେ ଥିବା ରରୁଆଁ ବ୍ଲକ ଅନ୍ତର୍ଗତ ଅଙ୍ଗାରପଦା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ…

କଟକ: ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ‘ମୋ ବସ୍’

କଟକ: (ଓଡ଼ିଶା ଭାସ୍କର) ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା 'ମୋ ବସ୍' । ସିଡିଏ ସେକ୍ଟର-୯ ଅଞ୍ଚଳରେ ଅଘଟଣ । 'ମୋ ବସ୍'ରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ ଲାଗି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି । ସମସ୍ତ ଯାତ୍ରୀ…

Video; ଅନନ୍ତ ଅମ୍ବାନୀଙ୍କ ବିବାହ କାର୍ଡରେ ରହିଛି ରୂପା ମନ୍ଦିର-ସୁନା ମୂର୍ତ୍ତି, ଯାହା ସଂସ୍କୃତିର ଭିନ୍ନ ଏକ ଉଦାହରଣ

ମୁମ୍ୱାଇ: ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚେଣ୍ଟ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ବର୍ଷ ଆରମ୍ଭରୁ ଏହି ବିବାହ ଚର୍ଚ୍ଚାରେ ରହିଛି । ଗତ କିଛି ମାସ ହେବ ବିବାହ ସମ୍ବନ୍ଧୀୟ…

(Video) ସାମ୍ନାକୁ ଆସିଲା ସୋନାକ୍ଷୀ ସିହ୍ନାଙ୍କ ବିବାହର Unseen ଭିଡିଓ, ଅଭିନେତ୍ରୀ କହିଲେ ‘ୟହ ଏକଦମ ସହି ଥା’

ନୂଆଦିଲ୍ଲୀ: ବଲିଉଡ଼ର ବରିଷ୍ଠ କଳାକାର ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନା୩ୀ ସିହ୍ନାଙ୍କ ବିବାହ ୨୩ ଜୁନ ଅଭିନେତା ଜହୀର ଇକବାଲଙ୍କ ସହ ହୋଇଛି । ସେ ସର୍ବ ପ୍ରଥମେ ରେଜିଷ୍ଟର ମ୍ୟାରେଜ କରିଛନ୍ତି । ପରେ ମୁମ୍ବାଇରେ ଏକ…

Viral Video; କଳା ଆଗରେ ହାର ମାନିଲା ବୟସ, ବର୍ଷାରେ ନାଚି ମନ ଜିଣିଲେ ବୃଦ୍ଧ

ନୂଆଦିଲ୍ଲୀ: 'ଜୀବନ ହେବତ ଏହି ଅଙ୍କଲଙ୍କ ଭଳି...' ବର୍ଷାରେ ଏଭଳି ନୃତ୍ୟ କଲେ ବୃଦ୍ଧ, ଲୋକେ ଦେଖିକି ସ୍ତବ୍ଦ ହୋଇଗଲେ । ସୋସିଆଲ ମିଡିଆରେ ଜଣେ ବୃଦ୍ଧଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯିଏ ବର୍ଷାରେ ଭିଜି…

ଇତିହାସ ରଚିଲା ‘କଲ୍କି ୨୮୯୮ ଏଡି’; ପ୍ରଥମ ଦିନରେ ଭାଙ୍ଗିଲା ‘ପାଠାନ୍, ଯବାନ, କେଜିଏଫ୍-୨ ଓ ଆନିମଲ’ର ରେକର୍ଡ

ମୁମ୍ୱାଇ: ଜବରଦସ୍ତ ପ୍ରମୋସନ ପରେ ଇତିହାସ ରଚିଲା ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଫିଲ୍ମ 'କଲ୍କି ୨୮୯୮ ଏଡି'। ଜୁନ୍ ୨୭, ଗୁରୁବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏହି ଫିଲ୍ମ। ଏହି ଫିଲ୍ମର କ୍ରେଜ ଦର୍ଶକଙ୍କ…

ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ; ରଥଯାତ୍ରା ପାଇଁ କରିଲେ ନିମନ୍ତ୍ରଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ନୂଆ ଦିଲ୍ଲୀ ଠାରେ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଏବଂ…

ପାକିସ୍ତାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ; ୬ ଦିନରେ ଗଲାଣି ୫୦୦ ମୁଣ୍ଡ, ହାତ ଟେକିଦେଉଛନ୍ତି ଡାକ୍ତର

ନୂଆଦିଲ୍ଲୀ: ପାକିସ୍ତାନବାସୀଙ୍କ ପାଇଁ କାଳ ସିଜିଛି ଅତ୍ୟଧିକ ଗରମ। ଗତ ୬ ଦିନରେ ଗଲାଣି ୫୦୦ରୁ ଅଧିକ ଲୋକଙ୍କ ଜୀବନ। ଦକ୍ଷିଣ ପାକିସ୍ତାନରେ ଦେଖିବାକୁ ମିଳିଛି ଅଧିକ ମାମଲା। ସାଙ୍ଘାତିକ ତଥ୍ୟ ଦେଇଛି ଏଦହୀ…

Video; ରଥଯାତ୍ରାକୁ ନେଇ କିଛି ଅଜଣା କଥା; ସେତେବେଳେ ହଜାର ହଜାର ସଂଖ୍ୟାରେ ଆସି ରଥ ଟାଣୁଥିଲେ କଳାବେଠିଆ

ପୁରୀ: (ଓଡ଼ିଶା ଭାସ୍କର) ରଥ ଟାଣୁଥିଲେ ୪୨୦୦ କଳାବେଠିଆ । ଆଗରୁ ଏହି ମାନେ ଟାଣୁଥିଲେ ରଥ । ରଥ ଟାଣିବାକୁ ପହଞ୍ଚି ଯାଉଥିଲେ ହଜାର ହଜାର ସଂଖ୍ୟାରେ । ସେମାନଙ୍କୁ କୁହାଯାଉଥିଲା କଳାବେଠିଆ । ଏବେ ପିଚୁ ରାସ୍ତା…

ଘରେ ଗୃହପାଳିତ ପଶୁ ରଖିଲେ ପିଲାଙ୍କୁ ମିଳେ ଅନେକ ଫାଇଦା; ମାନସିକ ସ୍ତରରେ ମଜବୁତ ହୁଅନ୍ତି ପିଲା

ଓଡ଼ିଶା ଭାସ୍କର: ଯଦି ଆପଣ ଘରେ ଗୃହପାଳିତ ପଶୁଙ୍କୁ ରଖନ୍ତି ତେବେ ଆପଣଙ୍କ ପିଲାଙ୍କୁ ଏଥିରୁ ଅନେକ ଫାଇଦା ମିଳିଥାଏ। ଯେହେତୁ ପିଲାମାନେ ଖୁସି ଓ ସୁସ୍ଥ ଥାଆନ୍ତି। ଗୃହପାଳିତ ପଶୁମାନଙ୍କ ସହିତ ସମୟ ବିତାଇବା…