Browsing Category

ଖବର

ଅନ୍ୟ ରାଜ୍ୟରୁ ସଂସଦ ଯିବେ କି ଅନୁଭବ? କେନ୍ଦ୍ରାପଡ଼ା ସାଂସଦଙ୍କ ଉପରେ ଭରସା ରଖିଛି ବିଜେପି

ଓଡ଼ିଶା ଭାସ୍କର: ବିଜୁ ଜନତା ଦଳ ସହିତ ଅନେକ ଦିନର ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ନିର୍ବାଚନରେ ଅନୁଭବଙ୍କ ପଦବୀକୁ ନେଇ ଏବେ ବି ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଛି…

୪ ବର୍ଷ ପରେ ପ୍ରଥମଥର ଏଲନ୍ ମସ୍କଙ୍କୁ ପଛରେ ପକାଇଲେ ଜୁକରବର୍ଗ, ହେଲେ ବିଶ୍ୱର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ମାଲିକ ମାର୍କ ଜୁକରବର୍ଗଙ୍କ ସଂପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି । ସେ ଏହି ମାମଲାରେ ଏଲନ୍ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ତୃତୀୟ ସବୁଠାରୁ ଧନୀ…

ମେଡିକାଲ ପରୀକ୍ଷା ପାଇଁ ଜାରି ହେଲା Exam Calendar, ଏହି ଲିଙ୍କକୁ ଯାଇ କରିପାରିବେ ଚେକ୍‌

ଓଡ଼ିଶା ଭାସ୍କର: ନ୍ୟାସନାଲ ବୋର୍ଡ଼ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ ସାଇନସେସ୍‌(NBEMS) ଏହାର ପରୀକ୍ଷା କ୍ୟାଲେଣ୍ଡର ୨୦୨୪ ଜାରି କରିଛି । ଏହି ପରୀକ୍ଷା କ୍ୟାଲେଣ୍ଡର ଅନ୍ତର୍ଗତ NEET PG, FMGE June, GPAT ଏବଂ…

ନୂଆ ସେନାକୁ ନେଇ ଲଢିବ ବେଙ୍ଗଲୁରୁ! ରାଜସ୍ଥାନ ବିପକ୍ଷରେ କ’ଣ ରହିବ ପ୍ଲେଇଙ୍ଗ-୧୧?

ନୂଆଦିଲ୍ଲୀ: ନୂଆ ନାମ ଏବଂ ନୂଆ ଜର୍ସିରେ ମଧ୍ୟ କମାଲ କରିପାରିନି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ଚଳିତ ସିଜନରେ ମଧ୍ୟ ବାରମ୍ବାର ବିଭିନ୍ନ ଦଳ ଆରସିବିକୁ ଧରାଶୟୀ କରିଛନ୍ତି । ତେଣୁ ଅଧିନାୟକ ଫାଫ୍ ଡୁପ୍ଲେସିସ ଦଳରେ…

Breaking News; ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ଢେର: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା

ଭୁବନେଶ୍ୱର: ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏକ ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏ ନେଇ ବିଜାପୁର ଜିଲ୍ଲା ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି ।…

ସାଢ଼େ ୮ଟାରେ ୩୧ ଡିଗ୍ରୀ ଅତିକ୍ରମ କଲା ଚାନ୍ଦବାଲି: ଉତ୍ତପ୍ତ ସହର ଭାବରେ କଲା ରେକର୍ଡ

ଭୁବନେଶ୍ୱର: ସକାଳୁ ସକାଳୁ ଖରା ତାତିରେ ସିଜୁଛି ସାରା ଓଡ଼ିଶା । ସକାଳ ୮.୩୦ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଚାନ୍ଦବାଲିରେ ସବୁଠାରୁ ଅଧିକ ତାପମାତ୍ରା ୩୧.୬ ଡିଗ୍ରୀ…

SRH ବିପକ୍ଷରେ କାହଁକି ହାରିଲା CSK? ମ୍ୟାଚ ହାରିବା ପରେ ଋତୁରାଜ କହିଲେ ପରାଜୟର କାରଣ

ନୂଆଦିଲ୍ଲୀ: ଗତବର୍ଷର ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ ଚଳିତବର୍ଷ ଦମଦାର ଆରମ୍ଭ ପରେ ଲଗାତାର ଦୁଇଟି ପରାଜୟର ସମ୍ମୁଖୀନ ହୋଇଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୫ ୱିକେଟରେ ପରାସ୍ତ ହୋଇଛି ସିଏସକେ । ପ୍ରଥମରୁ…

ଖେଳିବେନି ପିଭି ସିନ୍ଧୁ… ଏହି କାରଣ ପାଇଁ Thomas Uber Cupରୁ ଦୂରେଇ ରହିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ପ୍ୟାରିସ ୨୦୨୪ ଅଲିମ୍ପିକ୍ସକୁ ଧ୍ୟାନରେ ରଖି ଥୋମାସ ଏବଂ ଉବର କପରେ ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ଅନମୋଲ ଖାରବଙ୍କୁ…

ଅସହ୍ୟ ଗରମରୁ ମିଳିବ ମୁକ୍ତି! ଅଧିକାଂଶ ସ୍ଥାନରେ କାଳବୈଶାଖୀ ନେଇ ପୂର୍ବାନୁମାନ

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ପ୍ରବଳ ଖରା ଏବଂ ଅସହ୍ୟ ତାତି ଲୋକଙ୍କୁ କଲବଲ କରୁଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ତାପମାତ୍ରା ୫୦ଡିଗ୍ରୀ ଆଡ଼କୁ ମୁହାଁଇଛି । କିନ୍ତୁ ଏହାମଧ୍ୟରେ ଲୋକଙ୍କ ପାଇଁ…

IPLରୁ ବାଦ୍ ପଡ଼ିବେ କୁଳଦୀପ! ଏହି କାରଣରୁ ଦଳରୁ ବାହାର ହୋଇପାରନ୍ତି ଷ୍ଟାର ସ୍ପିନର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଦଳରୁ ବାଦ୍ ପଡ଼ିପାରନ୍ତି ଷ୍ଟାର ସ୍ପିନର କୁଳଦୀପ ଯାଦବ । ରାଜସ୍ଥାନ ରୋୟଲ୍ସ ବିପକ୍ଷ ମ୍ୟାଚରେ ଆହତ ହୋଇଥିବାରୁ ତାଙ୍କୁ ବିଶ୍ରାମ…