Browsing Category

ଖବର

BREAKING…ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ; ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଯିବ ତିନି ରଥ

ପୁରୀ: (ଓଡ଼ିଶା ଭାସ୍କର) ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ନୀତି । ରଥଖଳାରେ ପ୍ରସ୍ତୁତ ୩ ରଥକୁ ବିଜେ ହେଲା ଆଜ୍ଞାମାଳ । ଆଜ୍ଞାମାଳ ବିଜେ ପରେ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଯିବ ତିନି ରଥ ।…

Video; ପରିବା ବିକୁଥିବା ବୁଢ଼ୀ ମା’ର ପଣତରେ ଥୋଇଦେଲେ କାର୍, ଚକ ଖୋଲି ନେଇଗଲେ ପୋଲିସ୍

ନୂଆଦିଲ୍ଲୀ: ସବୁଦିନ କିଛି ଘଟଣା, ଅଘଟଣର ଭିଡିଓ ସୋସିଆଲ ମାଡିଆରେ ଘୁରି ବୁଲୁଛି । ଆଜି ଆମେ ଏମିତି ଏକ ଭିଡ଼ିଓ ବିଷୟରେ କହୁଛୁ ଯାହାକୁ ଆପଣ ବି ଦେଖିଲେ କହିବେ । ପୋଲିସ ବାବୁ ଯାହା କରିଛନ୍ତି ଠିକ୍ କରିଛନ୍ତି ।…

ହାଥରସ୍ ଦଳାଚକଟାକୁ ନେଇ ବାବା ସୁରଜପାଲଙ୍କ ପ୍ରଥମ ବୟାନ; ‘ଦୁଃଖିତ, କେହି ଷଡ଼ଯନ୍ତ୍ରକାରୀ…’

ନୂଆଦିଲ୍ଲୀ: ହାଥରସ୍ ଦଳାଚକଟାକୁ ନେଇ ବାବା ସୁରଜପାଲ କହିଛନ୍ତି ଯେ ସେ ଏହି ଘଟଣାକୁ ନେଇ ବହୁତ ଦୁଃଖିତ । ପ୍ରଶାସନ ଉପରେ ଲୋକଙ୍କ ଆସ୍ଥା ରହିବା ଦରକାର । କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ। ବାବା କହିଛନ୍ତି ଯେ…

ସୁପରଷ୍ଟାର ୟଶଙ୍କ ‘KGF-3’କୁ ନେଇ ଆସିଲା ବଡ଼ ଅପଡେଟ୍; ପ୍ରଶଂସକଙ୍କ ମୁଣ୍ଡ ଗୋଲ୍

ମୁମ୍ୱାଇ: ଭାରତୀୟ ସିନେମାରେ ଏମିତି ଅନେକ ଫିଲ୍ମ ଅଛି ଯାହା ଦର୍ଶକଙ୍କୁ ବାନ୍ଧି ରଖିଥାଏ। ପ୍ରଶଂସକମାନେ ସେହିଭଳି ଚଳଚ୍ଚିତ୍ରକୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ସେଭଳି ଗୋଟିଏ ଫିଲ୍ମ ହେଉଛି 'KGF', ଯାହାର…

Video; ବଜାଜ ଅଟୋ ଲଞ୍ଚ କଲା ବିଶ୍ୱର ପ୍ରଥମ ସିଏନଜି ବାଇକ; ଏକ KGରେ ଚାଲିବ ୧୦୨ KM

ମୁମ୍ୱାଇ: ଲଞ୍ଚ ହେଲା ବିଶ୍ୱର ପ୍ରଥମ ସିଏନଜି ବାଇକ । ପୁଣେରେ ବଜାଜ ଅଟୋର ପ୍ରଥମ ସିଏନ୍ଜି ବାଇକ୍ ଫ୍ରିଡମ୍ ର ହୋଇଛି ଶୁଭାରମ୍ଭ । ବଜାଜ ଫ୍ରିଡମ୍ ହେଉଛି ବିଶ୍ୱର ପ୍ରଥମ ସିଏନଜି ବାଇକ ଏବଂ ଆଜି ଏହାର ପୁଣେ…

ଜୁଲାଇ ୨୨ ତାରିଖରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ; ୨୫ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜୁଲାଇ ୨୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୫ ମସିହା ପାଇଁ ରାଜ୍ୟ ବଜେଟ୍। ସୂଚନା ଅନୁସାରେ, ଜୁଲାଇ ୨୨ରେ…

ଅଗଷ୍ଟ ସୁଦ୍ଧା ମୋଦୀ ସରକାର ଭାଙ୍ଗିଯିବ: ଲାଲୁ ଯାଦବ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏହାର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ସମୟରେ ଶୁକ୍ରବାର ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲାଲୁ ପ୍ରସାଦ ଯାଦବ ଏକ ବଡ଼ ଦାବି କରିଛନ୍ତି। ଲାଲୁ ଯାଦବ…

Team India କେମିତି ବାଣ୍ଟିବ ୧୨୫ କୋଟି? କେଉଁ ଖେଳାଳି ପାଇବେ ଅଧିକ ଟଙ୍କା? Prize Moneyରୁ କେତେ କଟିବ Tax…..

ଓଡ଼ିଶା ଭାସ୍କର: ବିଶ୍ୱ ଚମ୍ପିଆନ୍ ହେବା ପରେ ବର୍ତ୍ତମାନ ଭାରତରେ ଏହି ବିଜୟକୁ ସେଲିବ୍ରେଟ କରୁଛି ଟିମ ଇଣ୍ଡିଆ । ଗତକାଲି ଭାରତରେ ପହଞ୍ଚିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟ କରିବା ସହ ପରେ ମୁମ୍ବାଇରେ…

ବ୍ରିଟେନ୍ ନିର୍ବାଚନ: ପରାଜୟ ପରେ କ’ଣ କହିଲେ ଋଷି ସୁନକ?

ନୂଆଦିଲ୍ଲୀ: ବ୍ରିଟେନ ସାଧାରଣ ନିର୍ବାଚନରେ କଞ୍ଜର୍ଭେଟିଭ୍ ପାର୍ଟିର ପରାଜୟ ପରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଟେନ୍ ଡାଉନିଂ ଷ୍ଟ୍ରିଟ୍ ବାହାରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ନିଜ ଅଭିଭାଷଣରେ ସେ ଦଶନ୍ଧି ମଧ୍ୟରେ…

Jio ଆଣିଲା ନୂଆ ପ୍ଲାନ: ମାତ୍ର ୫୧ ଟଙ୍କାରେ ମିଳିବ Unlimited 5G Data Service!

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ(Reliance JIO)ର ରିଚାର୍ଜ ପ୍ଲାନ ବୃଦ୍ଧିକୁ ନେଇ ୟୁଜରଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ନିକଟରେ JIO ନିଜର ପ୍ରିପେଡ ଏବଂ ପୋଷ୍ଟପେଡ୍ ସମସ୍ତ ରିଚାର୍ଜ ପ୍ଲାନ ବୃଦ୍ଧି କରିଛି ।…