Browsing Category

ଖବର

(Video) ‘ମୋହେ ରଙ୍ଗ ଲଗା ଦେ ରେ…’ ଚଳନ୍ତା ସ୍କୁଟିରେ ଷ୍ଟଣ୍ଟ କରୁଥିଲେ ‘ପାପା କି ପରୀ’: ଦେଖନ୍ତୁ…

ନୂଆଦିଲ୍ଲୀ: ଆଜି ରଙ୍ଗର ପର୍ବ ହୋଲିରେ ସାରା ଦେଶ ଉତ୍ସବମୁଖର ହୋଇଉଠିଛି । ହୋଲିକୁ ଅନେକ ଲୋକ ନିଜ ନିଜ ଷ୍ଟାଇଲରେ ପାଳନ କରୁଛନ୍ତି । ଏହାଭିତରେ ନୋଏଡାରୁ ଏକ ଭିଡିଓ ଏବେ ସାମନାକୁ ଆସିଛି, ଯାହା ସମସ୍ତଙ୍କୁ…

ଗୋପାଳ ରାୟଙ୍କ ବିଜେପିକୁ ପ୍ରଶ୍ନ- କାହିଁକି ଜେଲରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ?

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟ ବିଜେପି ନେତାଙ୍କୁ ପଚାରିଛନ୍ତି ଯେ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ କାହିଁକି ଜେଲରେ ଭର୍ତ୍ତି କରାଯାଇଥିଲା ଏବଂ ଶରତ ରେଡ୍ଡୀଙ୍କୁ ଜାମିନ ମିଳିଥିଲା ।…

Lakhpati Didi Scheme; ମହିଳାଙ୍କୁ ମିଳିବ ୫ ଲକ୍ଷ ଟଙ୍କା: ଲକ୍ଷପତି ହେବାର ସୁଯୋଗ ଦେଉଛନ୍ତି ସରକାର

ଓଡ଼ିଶା ଭାସ୍କର: କେନ୍ଦ୍ର ସରକାରଙ୍କ ଲକ୍ଷପତି ଦିଦି ଯୋଜନା ଅନୁସାରେ ମହିଳାଙ୍କ ପାଇଁ ଏକ ବଡ଼ ସୁଯୋଗ ପ୍ରଦାନ କରାଯାଉଛି । ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ଏବଂ ଆର୍ଥିକ ସ୍ୱାଧୀନତା ସ୍ଥାପନ କରିବା ପାଇଁ ଏହି ଯୋଜନା…

ପରିବାର ସହ ହୋଲି ଖେଳିଲେ ଐଶ୍ୱର୍ଯ୍ୟା ଓ ଅଭିଷେକ, ସାଙ୍ଗସାଥିଙ୍କ ସହ ଦେଲେ ପୋଜ୍‌, ଫଟୋ ଦେଖି ଚକିତ ହେଲେ ଫ୍ୟାନ୍ସ

ମୁମ୍ବାଇ: ଦେଶରେ ହୋଲିର ମାହୋଲ । ରଂଗର ପର୍ବ ହୋଲି ପାଇଁ ସମସ୍ତେ ଉତ୍ସାହିତ । ବଲିଉଡ଼ ସେଲିବ୍ରିଟିମାନେ ମଧ୍ୟ ହୋଲିର ମଜା ନେଇଥିଲେ । ଏଥିମଧ୍ୟରେ ବଚ୍ଚନ ପରିବାରରେ ହୋଲିର ଧୁମ୍ ଦେଖିବାକୁ ମଳିଛି । ପୂର୍ବରୁ…

ଚୀନ୍ ଉପରେ ସାଇବର ଆକ୍ରମଣ ଅଭିଯୋଗ ଆଣିଲା ବ୍ରିଟେନ୍

ନୂଆଦିଲ୍ଲୀ: ବ୍ରିଟେନ ସରକାର ଅଭିଯୋଗ କରିଛନ୍ତି ଯେ ଚୀନ୍ ସାଂସଦ ଏବଂ ନିର୍ବାଚନ ଆୟୋଗଙ୍କ ବିରୋଧରେ ଏକ "ଅଶାଳୀନ" ସାଇବର ଅଭିଯାନ ଚଳାଇଛି। ସାଇବର ଆକ୍ରମଣ ଅଭିଯୋଗରେ ବ୍ରିଟେନ ୨ ଜଣ ବ୍ୟକ୍ତି ଏବଂ ଗୋଟିଏ କମ୍ପାନୀକୁ…

Titans ପାଇଁ ନୂଆ ରଣନୀତି କରିବେ କ୍ୟାପଟେନ ଋତୁରାଜ! Playing-11କୁ ଫେରିବେ ଧୋନୀଙ୍କ ‘ବ୍ରହ୍ମାସ୍ତ୍ର’

ନୂଆଦିଲ୍ଲୀ: ଆଜି ଆଇପିଏଲର ସପ୍ତମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଗତବର୍ଷର ଦୁଇ ଫାଇନାଲ ଟିମ୍ । ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଆଜି ହେବ ମହାମୁକାବିଲା । ଏଥିପାଇଁ ଉଭୟ ଦଳ ଜୋରଦାର…

ଠାବ ହେଲା ହଜାର ହଜାର ଆଖି ଥିବା ଜୀବ; ଜାଣନ୍ତୁ କେଉଁଠୁ ମିଳିଲା ଏହି ଅଦ୍ଭୁତ ଜୀବ?

ନୂଆଦିଲ୍ଲୀ: ସତରେ ଏ ସୃଷ୍ଟି କେତେ ବିଚିତ୍ର । ପୃଥିବୀରେ ଲକ୍ଷ ଲକ୍ଷ ପ୍ରଜାତିର ଜୀବ ଅଛନ୍ତି । ଏହି ଜୀବମାନଙ୍କର ମଧ୍ୟ ଭିନ୍ନ ଭିନ୍ନ ବିଶେଷତା ରହିଛି, ଯାହା ପାଇଁ ସେମାନେ ଜଣାଶୁଣା । କିନ୍ତୁ ଆଜି ଆମେ ଆପଣଙ୍କୁ…

ମେଣ୍ଟ ହୋଇ ପାରିବ ନାହିଁ… ପଞ୍ଜାବ ଆସନରୁ ବି ଏକାକୀ ଲଢିବାକୁ ବିଜେପିର ଘୋଷଣା

ପଞ୍ଜାବ: ଓଡ଼ିଶା ପରେ ପଞ୍ଜାବ ମେଣ୍ଟ ଉପରେ ରୋକଲଗାଇଲା ଭାରତୀୟ ଜନତା ପାର୍ଟି । ପଞ୍ଜାବ ଆସନରୁ ମଧ୍ୟ ଏକାକୀ ଲୋକସଭା ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛି ବିଜେପି । ଅକାଳୀ ଦଳ ସହ ମେଣ୍ଟ ଚର୍ଚ୍ଚା ଉପରେ ବିଜେପି…

ବଡ଼ ଖବର; ଗୌତମ ଅଦାନୀଙ୍କ Big Deal! ଗୋପାଳପୁର ପୋର୍ଟ କିଣିଲେ ଶିଳ୍ପପତି ଅଦାନୀ

ନୂଆଦିଲ୍ଲୀ: ବନ୍ଦ ବ୍ୟବସାୟ ଉପରେ ଖୁବ ଜୁରୁତ୍ୱ ଦେଇଛି ଅଦାନୀ ଗ୍ରୁପ । ଭାରତର ବୃହତ୍ତମ ବାଣିଜ୍ୟିକ ବନ୍ଦର ଅପରେଟର କମ୍ପାନୀ ଆଦାନୀ ବନ୍ଦର ଏବଂ ସ୍ପେଶାଲ ଇକୋନୋମିକ୍ ଜୋନର ବ୍ୟବସାୟ ଦ୍ରୁତ ଗତିରେ ବଢିବାରେ ଲାଗିଛି।…

(Video) ମ୍ୟାଚ ଜିତି ପରିବାରକୁ Video Call କଲେ ବିରାଟ: ଅନୁଷ୍କା, ଭାମିକା-ଅକାୟଙ୍କ ସହ ମସ୍ତି

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ପତ୍ନୀ ଅନୁଷ୍କାଙ୍କୁ ମିସ୍ କରୁଛନ୍ତି କିଙ୍ଗ କୋହଲି । ପଞ୍ଜାବ ବିପକ୍ଷ ମ୍ୟାଚ ଜିତିବା ପରେ ପରିବାର ଲୋକଙ୍କୁ ଭିଡିଓ କଲ୍ କରି ଖୁସି ବାଣ୍ଟିଛନ୍ତି ବିରାଟ । ପଞ୍ଜାବ-ବେଙ୍ଗଲୁରୁ ମ୍ୟାଚରେ…