Browsing Category
ଖବର
ବିଶ୍ୱର ଜନସଂଖ୍ୟା ୮୦୦ କୋଟି;୨୦୨୩ ସୁଦ୍ଧା ଚୀନ କୁ ପଛରେ ପକାଇବ ଭାରତ
ନୂଆଦିଲ୍ଲୀ: ଦେଶ ତଥା ବିଶ୍ୱରେ ପ୍ରତ୍ୟେକ ଦିନ ଶହ ଶହ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ହଜାର ହଜାର ଶିଶୁ ଜନ୍ମଗ୍ରହଣ କରୁଛନ୍ତି । ଫଳରେ ବିଶ୍ୱରେ ଲଗାତର ଜନସଂଖ୍ୟା ବୃଦ୍ଧି ହେବାର ଲାଗିଛି । ଯହାକି ବର୍ତ୍ତମାନ…
ଜି-୨୦ ଶିଖର ସମ୍ମିଳନୀରେ ମିଳିତ ଜାତିସଂଘକୁ ମୋଦିଙ୍କ କଟାକ୍ଷ: ଆମେରିକା- ୟୁରୋପକୁ ଦେଲେ ଏପରି ପରାମର୍ଶ
ନୂଆଦିଲ୍ଲୀ: ଆଜିଠାରୁ ଇଣ୍ଡୋନେସିଆ ବାଲିରେ ୨ ଦିନ ଧରି ଏ-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଯାଇଛି । ସେଠାରେ ଭାରତ ସମେତ ୧୦ ପ୍ରମୁଖ ରାଷ୍ଟ୍ରର ପ୍ରତିନିଧି ଉପସ୍ଥିତ ଅଛନ୍ତି । ଏହି ସମ୍ମୀଳନୀରେ ଭାରତର ପ୍ରଧାନମନ୍ତ୍ରୀ…
Video: ସ୍ୱାମୀଙ୍କୁ ନିଜ ହାତ ମୁଠାରେ ରଖିବା ପାଇଁ ଜୌତିଷକୁ ୫୯ ଲକ୍ଷ ଟଙ୍କା ଦେଲେ ମହିଳା
ମୁମ୍ବାଇ: ମଣିଷ ଚନ୍ଦ୍ରରେ ହଞ୍ଚିଲାଣି। ସାଇନ୍ସରେ ମଧ୍ୟ ବହୁତ ଅଗ୍ରଗତି ହୋଇିଛି। କିନ୍ତୁ ଅନେକ ଲୋକ ଅଛନ୍ତି,ଯେଉଁମାନେ ଏହି ଆଧୁନିକ ସମୟରେ ଅନ୍ଧବିଶ୍ୱାସ ଜାଲ ଭିତରୁ ବାହାରକୁ ଆସି ପାରୁ ନାହାନ୍ତି। ଏହି…
ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ରୋକିବା ପାଇଁ କ’ଣ କରୁଛନ୍ତି ? କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲା ଗମ୍ଭୀର ଅଟେ, ଦେଶର ସୁରକ୍ଷା ଏବଂ ଧର୍ମର ସ୍ୱତନ୍ତ୍ରତାକୁ ମଧ୍ୟ ଏହା ପ୍ରଭାବିତ କରୁଥିବା କୋର୍ଟ…
କଣ ବାପା ହେବାକୁ ଯାଉଛନ୍ତି କି ଅଭିନେତା ବରୁନ୍ ଧାୱନ? ବିଗବସ୍ ଶୋ ରେ ଏପରି କିଛି କହିଲେ ସଲମାନ…
ମୁମ୍ବାଇ: ଗତକିଛି ଦିନ ହେବ ବଲିଉଡ ଜଗତକୁ ଆସୁଛି ଅନେକ ଖୁସି ଖବର । ନିକଟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ କନ୍ୟା ସନ୍ତାନର ମା ହୋଇଥିବା ବେଳେ ବିପାଶା ବସୁ ମଧ୍ୟ ମାଆ ହୋଇଛନ୍ତି । ତେବେ ବର୍ତ୍ତମାନ ଅଭିନେତା…
ଲିଭଇନ୍ ରେ ରହୁଥିବା ପ୍ରେମିକର ଭୟଙ୍କର କାଣ୍ଡ; ପ୍ରେମିକାକୁ ହତ୍ୟାପରେ କରିଲା ୩୫ ଖଣ୍ଡ
ନୂଆଦିଲ୍ଲୀ: ଆଜିକାଲି ଦେଶ ତଥା ରାଜ୍ୟରେ ଆତ୍ମହତ୍ୟା ଏବଂ ହତ୍ୟାପରି ଅପରାଧିକ ମାମଲା ବଢିବାର ଲାଗିଛି । ଖାସ କରି ଯୁବପିଢିଙ୍କ କ୍ଷେତ୍ରରେ ଏପରି ମାମଲା ଦେଖିବାକୁ ମିଳୁଛି । ତେବେ ପୂର୍ବରୁ ଏହି ହତ୍ୟା…
ଦେଶ ଓ ରାଜ୍ୟରେ ବଢୁଛି ବାୟୁ ପ୍ରଦୂଷଣ ମାତ୍ରା: ତାଲିକାରେ ଯୋଡିହେଲା ଭୁବନେଶ୍ୱର ସମେତ ରାଜ୍ୟର ୭ ସହର
ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ବାୟୁ ପ୍ରଦୂଷଣ ମାତ୍ରା ବଢିବାର ଲାଗିଛି । ଫଳରେ ଦେଶର ରାଜଧାନୀ ଦିଲ୍ଲୀର ସ୍ଥିତି ବର୍ତ୍ତମାନ ଗମ୍ଭିର ରହିଛି । ତେବେ କେବଳ ଦିଲ୍ଲୀ ନୁହେଁ ବରଂ ଦେଶର ୧୩୨ ସହର ପ୍ରଦୂଷିତ ବାୟୁ କବଳରେ…
ତାମିଲନାଡୁରେ ଥମିବାର ନାଁ ନେଉନି ବର୍ଷା, ଜଳବନ୍ଦୀରେ ଶତାଧିକ ଲୋକେ
ଚେନ୍ନାଇ: ତାମିଲନାଡୁରେ ଭୀଷଣ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି । ରାସ୍ତାରେ ପାଣି ଜମି ରହିଥିବାରୁ ଲୋକେ ଘରୁ ବାହାରି ପାରୁନଥିବା ସହ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ଉପୁଜିଛି । ପିଲାମାନେ…
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ; ଏକକାଳୀନ ୮ଟି ସ୍ଥାନରେ ଚଢାଉ
ଉଦଳା:ରାଜ୍ୟରେ ଦିନକୁ ଦିନ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡୁଛନ୍ତି । ପୂର୍ବରୁ ଅନେକ ସରକାରୀ କର୍ମଚାରୀ ଏହି ଭିଡିଲାନ୍ସ ହାତରେ ଧରା…
ଇଣ୍ଡୋନେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ: ୪୫ ଘଣ୍ଟାରେ ୧୦ ବଡ ନେତାଙ୍କୁ ଭେଟିବା ସହ କରିବେ ୨୦ଟି କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଆଜିଠାରୁ ୨ ଦିନ ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଟୋନେସିଆ ବାଲି ସହରରେ ଏହାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ଏହି ଗସ୍ତ କରିଛନ୍ତି । ତେବେ…