Browsing Category
ଖବର
କାଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀ ଆକ୍ରମଣ; ୬ ଜଣ ଯବାନ ଆହତ
ଜମ୍ମୁ-କାଶ୍ମୀର: କାଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୬ ଯବାନ ଆହତ ହୋଇଥିବା ସୂଚନା। ଜାମ୍ମୁ କାଶ୍ମୀରରେ ୩ ଦିନରେ ତୃତୀୟ ଆତଙ୍କବାଦୀ ଆକ୍ରମଣ। କାଲି କାଠୁଆ…
(Video) ୪ ବର୍ଷ ଅପେକ୍ଷାର ଘଟିବ ଅନ୍ତ: ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝିଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି । ଆସନ୍ତାକାଲି ଅର୍ଥାତ ଜୁନ୍ ୧୨ରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ…
(Video) ଜଣେ ନବୀନ-ଜଣେ ମୋହନ, ଓଡ଼ିଶାବାସୀଙ୍କ ଦୁଇଟି ରତ୍ନ: ଜଣେ ହୃଦୟରେ ରହିଥିଲେ, ଆଉ ଜଣେ ଏବେ ହୃଦୟରେ ରହିବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଅପରାଜେୟ ରହିଥିଲେ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ରହିବା ପରେ ସେ ଯେତେବେଳେ କ୍ଷମତାଚ୍ୟୁତ ହେଲେ…
(Video) ଯଦି ପ୍ରିୟଙ୍କା ଲୋକସଭା ନିର୍ବାଚନ ଲଢ଼ିଥାନ୍ତେ, ତେବେ ମୋଦୀ ବାରାଣସୀ ଆସନରୁ ୨-୩ ଲକ୍ଷ ଭୋଟରେ ପରାଜୟ ବରଣ କରିଥାନ୍ତେ: ରାହୁଲ…
ନୂଆଦିଲ୍ଲୀ: ନିକଟରେ ଘୋଷିତ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ୨୪୦ଟି ଆସନରେ ଜିତିଥିବା ବେଳେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଗତଥର ଅପେକ୍ଷା ଏଥର…
(Video) ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେବା ପଡିଲା ମହଙ୍ଗା, ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ରାସ୍ତା ମଝିରେ କରାଗଲା ହତ୍ୟା
ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ମାମଲା କର୍ଣ୍ଣାଟକରୁ ଆସିଛି । ଏଠାରେ ମଙ୍ଗଲୁରୁ ରାସ୍ତାରେ ଭାରତ ମାତାକୀ ଜୟ ସ୍ଲୋଗାନ ଦେଉଥିବା ଦୁଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ଭାବେ ଛୁରୀରେ ଆକ୍ରମଣ କରାଯାଇ ଜୀବନରୁ…
ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ; ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚନ୍ଦ୍ରବାବୁ ନାଇଡୁ
ଅମରାବତୀ: ତେଲୁଗୁ ଦେଶମ ପାର୍ଟି ର ସଭାପତି ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶରେ ଏନଡିଏ ମେଣ୍ଟର ନେତା ନିର୍ବାଚିତ ହୋଇଛନ୍ତି । ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଲୋକସଭା…
(Video) ଏଥର ପାଳନ ହେବନି ରଜ ମଉଜ! ଘରୁ ବାହାରିବାକୁ ବାରଣ, ଜାରି ହେବ ହାଇ ଆଲର୍ଟ
ଓଡ଼ିଶା ଭାସ୍କର: ଆଗକୁ ଆସୁଛି ରଜ ପରବ । ଏଥିପାଇଁ ରାଜ୍ୟସାରା ଖୁସିର ଲହରୀ ଖେଳିଯାଇଛି । ଓଡ଼ିଶାର ଗଣପର୍ବ ରଜକୁ ପାଳନ କରିବା ପାଇଁ ଆବାଳ ବୃଦ୍ଧ ବନିତା ପ୍ରସ୍ତୁତି ଆରମ୍ଭ କରିଦେଲେଣି । କିନ୍ତୁ ଏଥର ରଜ ପାଳନ ଫିକା…
ଏୟାର ଟର୍ବୁଲେନ୍ସରେ ଆହତ ହୋଇଥିବା ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କଲା ସିଙ୍ଗାପୁର ଏୟାରଲାଇନ୍ସ
ନୂଆଦିଲ୍ଲୀ: ଗତ ମାସରେ ଏୟାର ଟର୍ବୁଲେନ୍ସରେ ଆହତ ହୋଇଥିବା ଲୋକଙ୍କ ପାଇଁ କ୍ଷତିପୂରଣ ପ୍ରଦାନ କରିଛି ସିଙ୍ଗାପୁର ଏୟାରଲାଇନ୍ସ । ସିଙ୍ଗାପୁର ଏୟାରଲାଇନ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛି, ଯେଉଁମାନେ…
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଫାଇଭ ଷ୍ଟାର୍ “କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର”
କଟକ: ଉନ୍ନତ ପରିବେଶ ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ୨୦୨୩ ଶିକ୍ଷାବର୍ଷ ନିମନ୍ତେ ଅନୁଷ୍ଠିତ ନବମ ଜାତୀୟ ପରିବେଶ, ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ-୨୦୨୪…
(Video) କ’ଣ କରିବେ ନବୀନ? ଦଳ ସମ୍ଭାଳିବାକୁ ମନା କରୁଛନ୍ତି ଅରୁଣ! କିଏ ହେବ ବିଜେଡିର ଉତ୍ତରାଧିକାରୀ?
ଓଡ଼ିଶା ଭାସ୍କର: ବିଜୁ ଜନତା ଦଳ ଏଥର ନିର୍ବାଚନରେ ପରାସ୍ତ ହେବା ପରେ ଭବିଷ୍ୟତ ଚିନ୍ତାରେ ନବୀନ ପଟ୍ଟନାୟକ । ଆଗକୁ ଦଳର ଦାୟିତ୍ୱ ପୁତରା ଅରୁଣ ପଟ୍ଟନାୟକଙ୍କ ହାତରେ ଦେବା ପାଇଁ ଚିନ୍ତା କରୁଥିଲେ ନବୀନ । କିନ୍ତୁ ଅରୁଣ…