Browsing Category
ଖବର
ବିଶ୍ୱକପ ପୂର୍ବରୁ ମନ କିଣି ନେଲେ ଶୁଭମନ ଗିଲ: ସାଜିଲେ ଭାରତର ତୃତୀୟ ଶତକବୀର
ନୂଆଦିଲ୍ଲୀ: ଦମଦାର ଫର୍ମକୁ ଫେରି ପାଇବା ପରେ ଭାରତ ପାଇଁ ସଙ୍କଟମୋଚକ ସାଜିଛନ୍ତି ଷ୍ଟାର ଓପନର ଶୁଭମନ ଗିଲ । ଶିଖର ଧୱନଙ୍କ ଅଭାବକୁ ପୂରଣ କରିବାରେ ସଫଳ ହୋଇଛନ୍ତି ଏହି ଷ୍ଟାର ଖେଳାଳି । ଆଜି ବାଂଲାଦେଶ ବିପକ୍ଷ…
ଦିନିକିଆ ବିଶ୍ୱକପରେ କିପରି ରହିବ ଭାରତର ଜର୍ସି? ଲିକ୍ ହେଲା ପ୍ରଥମ ଝଲକ
ନୂଆଦିଲ୍ଲୀ: ବର୍ତ୍ତମାନ ଏସିଆ କପ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାପରେ ଭାରତ ବିଶ୍ୱକପ ପାଇଁ ପାଦ ବଢାଇବ । ଦିନିକିଆରେ ନୂଆ ଜର୍ସି ପାଇବା ପରେ ଭାରତ ଖୁବ ଭଲ ପ୍ରଦର୍ଶନ ଜାରି ରଖିଛି । ତେଣୁ ଏହି ନୂଆ ଜର୍ସିକୁ…
(Video) ଅନ୍ଧାର ରାତିରେ ପୃଥିବୀକୁ ଆସୁଛନ୍ତି ଏଲିୟନ! ଉଡ଼ନ୍ତା ଜାଲ ଛାଡ଼ି କୁଆଡ଼େ ହୋଇଯାଉଛନ୍ତି ଉଭାନ୍
ନୂଆଦିଲ୍ଲୀ: 'ଉଡନ୍ତାଯାନ'ର ମାୟାଜାଲରେ ଫସିଛି ଆମେରିକାର ସ୍ପେସ ଏଜେନ୍ସି ନାସା । ଉଡନ୍ତା ଯାନକୁ ନେଇ ନାସାର ବୈଜ୍ଞାନିକଙ୍କ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ଏହି ଉଡନ୍ତା ଯାନର ରହସ୍ୟ କ’ଣ?…
ବାଂଲାଦେଶ ବିପକ୍ଷ ମ୍ୟାଚରେ ‘ଦ୍ୱିଶତକ’ ଅର୍ଜନ କଲେ ଅଧିନାୟକ ରୋହିତ: ସୂର୍ଯ୍ୟକୁମାର-ତିଲକଙ୍କୁ ଶିକ୍ଷା
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ସୁପର-୪ ଷ୍ଟେଜର ଶେଷ ମ୍ୟାଚ ଖେଳୁଛି ଟିମ ଇଣ୍ଡିଆ । ବାଂଲାଦେଶର ୨୬୬ ରନର ଟାର୍ଗେଟର ପିଛା କରି ଭାରତ ୩ ଓଭର ଭିତରେ ହିଁ ୨ଟି ୱିକେଟ ହରାଇ ସାରିଛି । ତେବେ ଏହି ମ୍ୟାଚରେ ତିଲକ…
ରାଜ୍ୟରେ ଆରମ୍ଭ ହେବ ନୂଆ ବସ୍ ଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’: କ୍ୟାବିନେଟରେ ୧୯ଟି ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟ ରାଜଧାନୀରୁ ପଞ୍ଚାୟତକୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଓଡ଼ିଶାରେ ଆରମ୍ଭ ହେବ ନୂଆ ଯୋଜନା । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟରେ ନୂଆ ବସ୍ ଷ୍ଟାଣ୍ଡ ଯୋଜନା 'ଲକ୍ଷ୍ମୀ'କୁ ମଞ୍ଜୁରୀ…
କରୋନା ପରେ ନିପା ଭାଇରସ ପାଇଁ ଦିଆଯିବ Vaccine: ଡେଙ୍ଗୁ-ଟିବିର ଟୀକା ବି ପ୍ରସ୍ତୁତ…
ନୂଆଦିଲ୍ଲୀ: କରୋନା ମହାମାରୀରୁ ମୁକ୍ତ ହେବା ପରେ ଭାରତକୁ ଏବେ ଘାରିଛି ନିପା ଭାଇରସ ଆତଙ୍କ । କେରଳରେ ବର୍ତ୍ତମାନ ସୁଦ୍ଧା ୬ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ…
(Video) ମ୍ୟାଚ ମଝିରେ ‘Water Boy-ବିରାଟ’ ଏଣ୍ଟ୍ରି: ମସ୍ତି ମୁଡରେ କୋହଲିଙ୍କୁ ଦେଖି ଝୁମି ଉଠିଲା ଷ୍ଟାଡିୟମ
ନୂଆଦିଲ୍ଲୀ: ସୁପର-୪ ଷ୍ଟେଜର ଶେଷ ମ୍ୟାଚରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ୫ଟି ପରିବର୍ତ୍ତନ ସହ ଓହ୍ଲାଇଛି ଭାରତୀୟ ଦଳ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ସମେତ ହାର୍ଦ୍ଦିକ, କୁଳଦୀପ ବୁମରାହ ଏବଂ ସିରାଜଙ୍କୁ ବିଶ୍ରାମ…
Sensexରେ ନିବେଶକଙ୍କ କମାଲ: ଏହି ମାସରେ ୧୨ ଲକ୍ଷ କୋଟିର ବମ୍ପର ଆୟ
ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ଚଳିତ ମାସ ଲଗାତାର ବୃଦ୍ଧି ଘଟିଛି । ସପ୍ତାହର ଶେଷ ଦିନ ବିଏସଇ ସେନସେକ୍ସ ୩୧୯.୬୩ ପଏଣ୍ଟ ବୃଦ୍ଧି ପାଇ ୬୭,୮୩୮.୬୩ରେ ପହଞ୍ଚିଛି । ସେହିପରି ସେନସେକ୍ସ ଲଗାତାର ୧୧ ଟ୍ରେଡିଙ୍ଗ…
ICC ODI Rankingରେ ପ୍ରଥମ ସ୍ଥାନ ହରାଇଲା ପାକିସ୍ତାନ: ଉପରକୁ ଉଠିଲା Team India
ନୂଆଦିଲ୍ଲୀ: ଶ୍ରୀଲଙ୍କା ପାଖରୁ ପରାସ୍ତ ହୋଇ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ପାକିସ୍ତାନ ଟିମ । ତେବେ ପାକିସ୍ତାନର ଏହି ଆଘାତ ଉପରେ ଆଉ ଏକ ଝଟକା ଦେଇ ଆଇସିସି । ଆଇସିସି ଦିନିକିଆ ରାଙ୍କିଙ୍ଗରେ ପ୍ରଥମ…
ସେ ଦିନ ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ସିରିଜ ସମ୍ଭବ ନୁହେଁ… BCCIର ପ୍ଲାନ କହିଲେ ଖେଳମନ୍ତ୍ରୀ ଅନୁରାଗ ଠାକୁର
ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ମାତ୍ ଦେଇ ଏସିଆ କପ୍ ଫାଇନାଲରେ ପ୍ରବେଶ କରିସାରିଛି ଟିମ ଇଣ୍ଡିଆ । ସେପଟେ ସୁପର-୪ ରାଉଣ୍ଡରେ ଶ୍ରୀଲଙ୍କା ନିକଟରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ଭାରତର ଚିର…