Browsing Category

ଖବର

ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା: ହିମସ୍ଖଳନରେ ଫସିଲେ ପର୍ବତାରୋହୀ ଦଳ, ୨୦ ମୃତ ଆଶଙ୍କା…

ଉତ୍ତରାଖଣ୍ଡ ଗରୱାଲରେ ହିମସ୍ଖଳନ ଯୋଗୁଁ ୨୮ ରୁ ଅଧିକ ପର୍ବତାରୋହୀ ଫସିରହିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୨୦ ଜଣକ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସୂଚନା ଅନୂଯାୟୀ ଉତ୍ତରାଖଣ୍ଡରେ ନେହରୁ ପର୍ବତାରୋହଣ…

(Video) ୪୦ ବର୍ଷ ହେବ ଛିଣ୍ଡା ପଲିଥିନ ତଳେ ବିତୁଛି ଅସହାୟ ବୃଦ୍ଧଙ୍କ ଜୀବନ.. ଘର ଖଣ୍ଡେ ଓ ଭତ୍ତା ଟଙ୍କାକୁ ଅପେକ୍ଷା

ବୟସ ର ଅପରାହ୍ନ ରେ ଜୀବନ ଜୀଇଁବାକୁ କରୁଛନ୍ତି ସଂଗ୍ରାମ । ଆଖିକୁ ଆଉ ଭଲ ଭାବେ ଦିଶୁନି । ଆଗକୁ ଚାଲିବାକୁ ପାଦ ଅକ୍ଷମ ପାଲଟିଛି । ଜୀବନ ଥିବା ପର୍ଯ୍ୟନ୍ତ ଶାନ୍ତିରେ ଟିକିଏ ମୁଣ୍ଡ ଗୁଞ୍ଜିି ବିଶ୍ରାମ ନେବା ପାଇଁ…

(Video) ଶିଶୁ ପିଠିର ଟ୍ୟୁମର ହେଲା ଅପରେସନ: ନୂଆ ଜୀବନ ପାଇଲା ଉଦିତ୍

ଓଡ଼ିଶା ଭାସ୍କରର ମହାପ୍ରଭାବ । ଖବର ପ୍ରସାରଣ ପରେ ସହାୟତା ସହ ନୂଆ ଜୀବନ ପାଇଲା କୁନି ଶିଶୁ । ଗୁଲୁ ଗୁଲିଆ କୁନି ଶିଶୁ ମୁହଁରେ ଫୁଟିଲା ହସ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଂଚାୟତ ଅନ୍ତର୍ଗତ…

(Video) ହିମାଳୟରେ ବରଫ ଚାଦରରେ ଆଚ୍ଛାଦିତ ହୋଇ ରହିଛି ଶିବ ମନ୍ଦିର: ବିଦେଶୀ ଅଧିକାରୀ ସେୟାର କଲେ ଭିଡିଓ…

ନୂଆଦିଲ୍ଳୀ: ଅନେକ ସମୟରେ ଦେଶର ବିଭିନ୍ନ ଆକର୍ଷଣୀୟ ସ୍ଥାନର ଭିଡିଓ ଭାଇରାଲ ହୋଇଥାଏ । ଯାହା ଦେଖିବାକୁ ଖୁବ୍ ରୋମାଞ୍ଚକର ହୋଇଥାଏ । ଏହା ଲୋକଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କରିଥାଏ । ଏହାରି ମଧ୍ୟରେ ନରୱେର ଜଣେ ଅଧିକାରୀ…

ଜାପାନ ଉପରେ ଉତ୍ତର କୋରିଆର ମିସାଇଲ ମାଡ଼: ସତର୍କ କଲେ ପ୍ରଧାନମନ୍ତ୍ରୀ, କିଛି ଅଞ୍ଚଳରେ ଟ୍ରେନ୍ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ଯୁଦ୍ଧ ଜାରି ରହିଛି । ସେପଟେ ଚୀନ ଏବଂ ତାଇୱାନ ସଙ୍କଟ ମଧ୍ୟ ଶେଷ ହୋଇନାହିଁ ଆଉ ଏହାରି ମଧ୍ୟରେ ଉତ୍ତର କୋରିଆ ନା କେବଳ ଜାପାନ ପାଇଁ ବରଂ ପୂରା ବିଶ୍ୱର ଟେନସନ ବଢ଼ାଇଦେଇଛି । ପ୍ରକୃତରେ…

RJD ସାଂସଦଙ୍କୁ ପାକିସ୍ତାନ ଯିବାକୁ ବାରଣ: କେନ୍ଦ୍ର ସରକାରଙ୍କୁ ପକ୍ଷରୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ରାଜ୍ୟସଭା ସାଂସଦ ମନୋଜ ଝା’ଙ୍କ ପାକିସ୍ତାନ ଯାତ୍ରାକୁ  କେନ୍ଦ୍ର ସରକାର ରାଜନୀତିକ ମଞ୍ଜୁରୀ ଦେବାକୁ ମନା କରିଦେଇଛନ୍ତି  । ମନୋଜ ଝା ଚଳିତ ମାସରେ ଅଟାରୀ-ୱାଘା ବର୍ଡର…

ସାମ୍ବାଦିକଙ୍କ ପାଇଁ ଅଜବ ନିୟମ:ଖରବ ସଂଗ୍ରହ ପାଇଁ ଦେବାକୁ ପଡିବ ଏହି ପ୍ରାମାଣ ପତ୍ର

ହିମାଚଳ ପ୍ରଦେଶ: ଆସନ୍ତା କାଲି ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବୈଠକ ସହ ରାଲି ରହିଛି । ଯାହାକୁ ନେଇ ପ୍ରସ୍ତୁତ ହୋଇଛି ହିମାଚଳ ପ୍ରଦେଶ ପ୍ରସାଶନ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ…

ପଙ୍କଜ ତ୍ରିପାଠୀ ହେଲେ ‘National Icon’: ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଫିଲ୍ମ ଏବଂ ଓଟିଟିରେ ଅଭିନୟ କରି ଦର୍ଶକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ମନୋଜ ତ୍ରିପାଠୀ । ଏବେ ମନୋଜଙ୍କୁ ଆଉ ଏକ ସଫଳତା ମିଳିଛି । ମନୋଜ ତ୍ରିପାଠୀଙ୍କୁ ନିର୍ବାଚନ…

ନାମିବ୍ୟାକୁ କହିଲେ ନାଇଜେରିଆ… ଲମ୍ପି ଭାଇରସ ପାଇଁ ଚିତା ଦାୟୀ: କଂଗ୍ରେସ ନେତାଙ୍କ ମନ୍ତବ୍ୟକୁ ନେଇ ଘେରିଲା ବିଜେପି…

ମହାରାଷ୍ଟ୍ରରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ନାନା ପଟୋଲେଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ବିଦେଶରୁ ଆସିଥିବା ଚିତାଙ୍କୁ ଲମ୍ପି ଭାଇରସ ପାଇଁ ଦାୟୀ କହିଛନ୍ତି । ବଡ଼ କଥା ହେଉଛି ଯେ ଚିତା ଆସିଥିଲେ…

ପାର୍ବଣ ଋତୁରେ HONDA ର ଜବରଦସ୍ତ ଅଫର୍: ୨୦୨୨ ରେ କିଣନ୍ତୁ କାର୍, ୨୦୨୩ ରେ ଦେବେ ଟଙ୍କା!… 

ନୂଆଦିଲ୍ଳୀ: ଭାବନ୍ତୁ ଆପଣ କାର୍ କିଣିବାକୁ ଯାଉଛନ୍ତି । ଆଉ ଏମିତିରେ ଯଦି କାର୍ କମ୍ପାନୀ ଆପଣଙ୍କୁ କହୁଛନ୍ତି ଯେ ଆପଣ କିଛି ମାସଯାଏଁ କାର୍ ଚଳାନ୍ତୁ ଏବଂ ଏହାର ପେମେଣ୍ଟ କିଛି ମାସ ପରେ କରିବେ । ଏଭଳି କିଛି ଶୁଣିଲେ…