Browsing Category
ଖବର
ପାକିସ୍ତାନକୁ ହରାଇ ଇତିହାସ ଲେଖିଲା ଟିମ ଇଣ୍ଡିଆ: ସବୁଠୁ କମ୍ ରନ୍ କରି ଜିତିଲା ରୋହିତ ସେନା
ନୂଆଦିଲ୍ଲୀ: ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ଏଥିରେ ଖୁବ ସଂଘର୍ଷ ଦେଖାଯାଇଛି । ମ୍ୟାଚ ଜିତିବା ପାଇଁ ଉଭୟ ଦଳ ମଧ୍ୟ କଡ଼ା ଟକ୍କର ହୋଇଥିବା ବେଳେ ଶେଷରେ ବିଜୟ ହାସଲ…
Big Breaking; ହଟିଲା ବ୍ୟାରିକେଡ, ନାହିଁ ସୁରକ୍ଷା ବ୍ୟବସ୍ଥା: ସନ୍ନ୍ୟାସ ପରେ ଭି.କେ ପାଣ୍ଡିଆନଙ୍କ ବାସଭବନ ଖାଁ ଖାଁ
ଭୁବନେଶ୍ୱର: ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ବିଜେଡି ଶାସନର ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ । ଏହାପରେ ରାତା ରାତି ତାଙ୍କ ବାସଭବନରୁ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି । ଗତକାଲି ପର୍ଯ୍ୟନ୍ତ ବ୍ୟାରିକେଡ,…
ଖୁସି ଖବର, ଚାଷୀଙ୍କ ନାଁରେ ମୋଦୀ ୩.୦ର ପ୍ରଥମ ଦସ୍ତଖତ: କୃଷକଙ୍କୁ ମିଳିବ ୨୦ ହଜାର କୋଟି
ନୂଆଦିଲ୍ଲୀ: ଶପଥ ଗ୍ରହଣ ପରେ ଆଜି ପିଏମଓରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ କାର୍ଯ୍ୟକାଳର ପ୍ରଥମ ଦିନରେ ସେ କୃଷି ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ପିଏମଓରେ ପହଞ୍ଚିବା ପରେ ତାଙ୍କର…
ମନ୍ତ୍ରୀପଦ ଛାଡ଼ିବେ ବିଜେପି ସାଂସଦ ସୁରେଶ ଗୋପୀ! ଶପଥ ପରେ ଆଜି ଏଭଳି କାରଣ ଦେଲେ ଅଭିନେତା
ନୂଆଦିଲ୍ଲୀ: କେରଳର ପ୍ରଥମ ବିଜେପି ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି ଅଭିନେତା ତଥା ରାଜନେତା ସରେଶ ଗୋପୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସୁରେଶ ମଧ୍ୟ ରାଷ୍ଟ୍ରପତି ଭବନରେ କେନ୍ଦ୍ର ରାଜ୍ୟମନ୍ତ୍ରୀ…
ଓଡ଼ିଶାର ମୁଖ୍ୟମନ୍ତ୍ରୀ ବାଛିବେ କ୍ୟାବିନେଟ ମନ୍ତ୍ରୀ: ରାଜନାଥ-ଭୂପେନ୍ଦ୍ରଙ୍କୁ ମିଳିଲା ପ୍ରମୁଖ ଦାୟିତ୍ୱ
ଭୁବନେଶ୍ୱର: ଓଡିଶାରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ଏନେଇ ଅନେକ ସସପେନ୍ସ ବଢିବାରେ ଲାଗିଛି । ଧର୍ମେନ୍ଦ୍ର ପ୍ରଧାନ ମୋଦୀ କ୍ୟାବିନେଟର ସଦସ୍ୟତା ହାସଲ କରିବା ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି । ତେବେ ଓଡିଶାର…
Modi 3.0; ମୋଦୀ କ୍ୟାବିନେଟରେ କେଉଁ ରାଜ୍ୟରୁ କେତେ ମନ୍ତ୍ରୀଙ୍କୁ ସୁଯୋଗ? ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀ ୩.୦ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି । ଏଥିରେ ବିଭିନ୍ନ ରାଜ୍ୟରୁ ଉପଯୁକ୍ତ ନେତାଙ୍କୁ ନିଜ କ୍ୟାବିନେଟରେ ସାମିଲ କରିଛନ୍ତି…
(Video) ଶପଥ ଗ୍ରହଣରେ ଅଧାରୁ ରୋକିଦେଲେ ରାଷ୍ଟ୍ରପତି: ବଡ଼ ଭୁଲ କରିଦେଲେ ମୋଦୀଙ୍କ କ୍ୟାବିନେଟ ମନ୍ତ୍ରୀ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ନିର୍ବାଚନରେ ବହୁମତ ପାଇବା ପରେ ଏନଡିଏ ସରକାରରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଚୟନ କରାଯାଇଛି ।…
ଟିମ ଇଣ୍ଡିଆର ବୋଲିଂ ଆଗରେ ପାକିସ୍ତାନ ଫେଲ: ୬ ୱିକେଟରେ ମାତ୍ ଦେଲା ରୋହିତ ସେନା
ନ୍ୟୁୟର୍କ: ବର୍ଷା ପରେ ବି ଭାରତ-ପାକିସ୍ତାନ ମ୍ୟାଚରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ପାଇଛନ୍ତି ଦର୍ଶକ । ବିଶ୍ୱକପରେ ଭାରତ-ପାକିସ୍ତାନ ଭଳି ହାଇ ଭୋଲଟେଜ ମ୍ୟାଚ ପୂର୍ବରୁ ବର୍ଷା ବାଧା ଦେଇଥିବା ବେଳେ ଶେଷ ବଲରେ ବିଜୟ…
ମୋଦୀ ସରକାର ୩.୦ରେ ଉପାଧ୍ୟକ୍ଷରୁ ଅଧ୍ୟକ୍ଷ ହେବେ ବୈଜୟନ୍ତ! ଜେପି ନଡ୍ଡାଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା
ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ବହୁମତ ପାଇବା ପରେ ଆଜି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ଏହାସହିତ ଦେଶର ୭୧ ମନ୍ତ୍ରଙ୍କୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି । ଅମିତ…
Reel ନୁହେଁ, ଏବେ Real ‘ମୁଖ୍ୟମନ୍ତ୍ରୀ’! ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି ଦେବ କି CM ପଦବୀ? ଚର୍ଚ୍ଚା ଜୋରଦାର
ଓଡ଼ିଶା ଭାସ୍କର: ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ତୃତୀୟ ଥର ମୋଦୀ ଏହି ପଦରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାସହିତ ମୋଦୀ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ମଧ୍ୟ ଏଥିରେ ଶପଥ…