Browsing Category

ଖବର

(Video) ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ମୁହଁ ଖୋଲିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେଡିକୁ କ୍ଷମତାଚ୍ୟୁତ କରି ଅପ୍ରତ୍ୟାଶିତ ଭାବେ ବହୁମତ ହାସଲ କରିଛି ବିଜେପି । ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ପଟ୍ଟନାୟକ ପ୍ରଥମ ଥର ପରାଜୟକୁ ସାମ୍ନା…

ଯଦି ନୀତୀଶ ‘କିଙ୍ଗମେକର’ ହେଉଛନ୍ତି ତେବେ ବିହାରକୁ ସ୍ୱତନ୍ତ୍ର ପାହ୍ୟା ମିଳୁ: ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ଯଦି ନୀତୀଶ କୁମାର ଲୋକସଭା ନିର୍ବାଚନ ଫଳାଫଳରେ "କିଙ୍ଗମେକର" ହୁଅନ୍ତି, ତେବେ ତାଙ୍କୁ ବିହାରକୁ ସ୍ୱତନ୍ତ୍ର ପାହ୍ୟା ମିଳିବା ଉଚିତ୍।…

ଲୋକସଭା ନିର୍ବାଚନରେ ଏନଡିଏକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ଚୀନ୍ ରଖିଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଅଭିନନ୍ଦନ ଜଣାଇଛି ଚୀନ୍ । " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି…

(Video) କୁଆଡ଼େ ଗଲେ ଭି.କେ ପାଣ୍ଡିଆନ: ନବୀନ ନିବାସରେ ନା ଶଙ୍ଖ ଭବନରେ, ବାସଭବନ ପୂରା ଖାଁ ଖାଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଏହି ନିର୍ବାଚନରେ ବିଜେପି ଯେପରି ଅପ୍ରତ୍ୟାଶିତ ଭାବେ ରାଜ୍ୟରେ ବହୁମତ ହାସଲ କଲା ତାହାକୁ ନେଇ…

ତଦନ୍ତ ପରେ ସ୍ପଷ୍ଟ ହେଲା ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା; ଏବେଯାଏଁ ପ୍ରାଣ ହରାଇଛନ୍ତି ୩୬ଜଣ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ରାଜ୍ୟରେ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ୧୫୧ ଜଣଙ୍କର ଅଂଶୁଘାତ ମୃତ୍ୟୁ ନେଇ ଅଭିଯୋଗ ଆସିଛି । ତଦନ୍ତ ପରେ ସ୍ପଷ୍ଟ ହେଲା ୩୬ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ହୋଇଛି…

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ରଚିଲା ବିଶ୍ୱ ରେକର୍ଡ; ଗୋଟିଏ ଦିନରେ ସର୍ବାଧିକ ୧୯.୭୧ ଅରବ ଅର୍ଡର

ମୁମ୍ବାଇ : ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ବୁଧବାର ବିଶ୍ୱ ରେକର୍ଡ କରିଛି । ସକାଳ ୯ଟା ୧୫ରୁ ଆରମ୍ଭ ହୋଇଥିବା ଏହି କାରବାରରେ ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ମୋଟ ୧୯.୭୧ ଅରବ ଅର୍ଡର ମିଳିଥିଲା । ଏହା ସହ ଏନଏସଇ…

ସିକନ୍ଦରରେ ଏଣ୍ଟ୍ରି କଲେ କରୀନା କପୁର; ସଲମାନ୍ ଖାନ୍‌ଙ୍କ ସହ ପୁଣି ଏକାଠି ନଜର ଆସିବେ ବେବୋ

ମୁମ୍ବାଇ: ସଲମାନ ଖାନଙ୍କ ଫିଲ୍ମ ସିକନ୍ଦର କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଏଆର ମୁରୁଗାଦୋସ । କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ ସଲମାନ ଖାନଙ୍କ ସହ…

AUSvsOMAN: ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଖୋଲା ଚ୍ୟାଲେଞ୍ଜ ଦେଲା ଓମାନ, ଟେକ୍ନିକ୍ ଉପରେ ଆଣିଲା ପ୍ରଶ୍ନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ରେ ଅଷ୍ଟ୍ରେଲିଆ ଓ ଓମାନ ମଧ୍ୟରେ ମ୍ୟାଚ୍ ଆଜି ରାତି ସାଢ଼େ ୧୨ଟାରୁ ଆରମ୍ଭ ହେବ। ଗ୍ରୁପ୍ ବି'ରେ ଓମାନ ତା'ର ଦ୍ବିତୀୟ ମ୍ୟାଚ୍ ଖେଳିବ। କିନ୍ତୁ ଅଷ୍ଟ୍ରେଲିଆ ବିଶ୍ବକପ୍ ରେ ପ୍ରଥମ…

ସବୁ ଦଳଙ୍କ ପାଇଁ ଆଜି ଅମାବାସ୍ୟାର ରାତି! ନୂଆ ସରକାର ଗଠନରେ କାହାର ରହିବ ପ୍ରମୁଖ ଭୂମିକା?

ନୂଆଦିଲ୍ଲୀ: ଗ୍ରହମାନଙ୍କ ମତରେ ଆଜି ଏନଡିଏ ଏବଂ ଇଣ୍ଡିଆ ଦଳ ପାଇଁ ଏକ ବିଶେଷ ଦିନ । ଆଜି ବଡ଼ ଧରଣର ପ୍ରତ୍ୟାବର୍ତ୍ତନ ଖବର ଆସିପାରେ। ରାଜନୀତି ଦୃଷ୍ଟିକୋଣରୁ ଆଗାମୀ ଦୁଇ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।…

(Video) ପାକିସ୍ତାନୀ ୟୁଟ୍ୟୁବର ଦେଖାଇଲେ ଅସଲି ହୀରାମଣ୍ଡିର ଝଲକ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ନେଟଫ୍ଲିକ୍ସରେ ହୀରାମଣ୍ଡି ସିରିଜ ଆସିବା ପରେ ଲୋକଙ୍କ ମଧ୍ୟରେ ହୀରାମଣ୍ଡି ବିଷୟରେ ଜାଣିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସିରିଜ ଦେଖିବା ପରେ ଲୋକେ ଗୁଗୁଲରେ ହୀରାମଣ୍ଡି ବହୁଳ ଭାବେ ସର୍ଚ୍ଚ…