Browsing Category
ଖବର
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦୀ: ରାଷ୍ଟ୍ରପତିଙ୍କୁ ଦେଲେ ଇସ୍ତଫା ପତ୍ର
ନୂଆଦିଲ୍ଲୀ: ଓଡ଼ିଶାରେ ବହୁମତ ପାଇଛି ବିଜେପି । ତେବେ ନୂଆ ସରକାର ଗଠନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନିଜ…
(Video) ଏ କି ବିଚିତ୍ର! ମୂଷାକୁ କୋଳରେ ଧରି ଗେହ୍ଲା କରୁଛି ବିଲେଇ, ସୋସିଆଲ ମିଡିଆରେ ଭାଇରାଲ୍
ଓଡ଼ିଶା ଭାସ୍କର: ବିଲେଇ ଓ ମୂଷାର ସଂପର୍କ ବିଷୟରେ କିଏ ବା ନ ଜାଣେ । ତେବେ ବିଲେଇ ଓ ମୂଷାର କଥା ଉଠିଲେ ଟମ୍ ଆଣ୍ଡ ଜେରୀ କାର୍ଟୁନ୍ ଲୋକମାନଙ୍କ ସାମ୍ନାକୁ ଆସିଯାଏ । କିନ୍ତୁ ପ୍ରକୃତରେ କେବେ ଆପଣ କେବେ ମୂଷା ଓ ବିଲେଇ…
ଉତ୍ତରକାଶୀରେ ଫସିଲା ୨୨ ଜଣିଆ ଟ୍ରାକର୍ସ ଟିମ୍: ୯ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି
ନୂଆଦିଲ୍ଲୀ: ଉତ୍ତରକାଶୀରେ ପୁଣି ଏକ ବଡ଼ ଅଘଟଣ ଘଟିଯାଇଛି । ୨୨ ଜଣିଆ ଟ୍ରାକର୍ସଙ୍କର ଏକ ଟିମ୍ ଏଠାରେ ପସି ରହିଥିବା ଜାଣିବାକୁ ମିଳିଛି । ଏମାନଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି…
(Video) ପରାଜୟ ପରେ ନିରାଶ ନିରଞ୍ଜନ ପଟ୍ଟନାୟକ: ରାଜନୀତିରୁ ସନ୍ୟାସ ନେଇପାରନ୍ତି କଂଗ୍ରେସ ପ୍ରାର୍ଥୀ
ଓଡ଼ିଶା ଭାସ୍କର: ରାଜ୍ୟର ଚର୍ଚ୍ଚିତ ନିର୍ବଚନ ମଣ୍ଡଳୀ ଭଣ୍ଡାରିପୋଖରୀ ଆରମ୍ଭରୁ ବେଶ ଆଗରେ ଭୋଟ୍ ଗଣତିରେ ଦୌଡୁଥିଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଆରମ୍ଭରୁ ବିଜେଡି ଆଉ କଂଗ୍ରେସ ଭିତରେ ଚାଲିଥିଲା କଡା…
(Video) ‘ନବୀନ’ ଯୁଗର ଅବସାନ… ୨୪ ବର୍ଷ କ୍ଷମତାକୁ ଝୁରୁଛି ସାରା ଓଡ଼ିଶା, ଗ୍ରହଣ କରିପାରୁନି ଓଡ଼ିଆ ଜାତି
ଓଡ଼ିଶା ଭାସ୍କର: ନବୀନ ପଟ୍ଟନାୟକ, ଓଡ଼ିଶା ରାଜନୀତିର ମହାନ ଜନନାୟକ । ଓଡ଼ିଶାର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯିଏ ବିକଶିତ ଓଡ଼ିଶାର ସାରଥୀ, ଅଭାବୀ…
(Video) NDAକୁ ଝଟକା ଦେଇ I.N.D.I.Aରେ ସାମିଲ ହେବେ କି ଚନ୍ଦ୍ରବାବୁ ନାଇଡୁ? ସ୍ପଷ୍ଟ ହେଲା ଦ୍ୱନ୍ଦ
ନୂଆଦିଲ୍ଲୀ: ବିଜେପି ୨୦୧୪ ପରେ ପ୍ରଥମ ଥର ପାଇଁ ବହୁମତରେ ବିଜୟ ହାସଲ କରିଛି । ଏଥିରେ ବିରୋଧୀ ମେଣ୍ଟ ଇଣ୍ଡିଆର ଟାର୍ଗେଟ ବିଜେପି ନେତୃତ୍ୱର ଏନଡିଏରେ ସାମିଲ ଥିବା ତେଲୁଗୁ ଦେଶମ ପାର୍ଟୀର ଚିଫ ଏନ ଚନ୍ଦ୍ରବାବୁ…
ଆଜିଠୁ ବିଶ୍ୱକପ ଖେଳିବ ଟିମ ଇଣ୍ଡିଆ: ପ୍ରଥମ ମ୍ୟାଚରେ ଆୟରଲାଣ୍ଡ ସହ ଲଢେଇ, କ’ଣ ରହିବ Playing-11?
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆଜିଠାରୁ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ଆୟରଲାଣ୍ଡ ବିପକ୍ଷ ମ୍ୟାଚରୁ ରୋହିତ ସେନା ବିଶ୍ୱକପର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି । ଆୟରଲାଣ୍ଡକୁ ଏକ ଦୁର୍ବଳ ଦଳ କୁହାଯାଉଥିଲେ ମଧ୍ୟ…
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ: ୨୪ ବର୍ଷ ଶାସନ ପରେ ଓଡ଼ିଶା ପାଇବ ନୂଆ CM
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟର ମହାନ ଜନନାୟକ ଭାବରେ ଓଡ଼ିଆଙ୍କ ଗର୍ବ ଆଜି ଭାଙ୍ଗି ଯାଇଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତପା ଦେଇଛନ୍ତି…
(Video) ରାଜନୀତିରେ ବି ସିଦ୍ଧାନ୍ତ-ରଚନାଙ୍କ ବାଜିମାତ୍: ଅଭିନୟ ପରେ ଏବେ ରାଜନୀତିରେ ଦେଖାଇବେ କମାଲ୍
ଓଡ଼ିଶା ଭାସ୍କର: ଓଡ଼ିଆ ସିନେମାରେ ଏଭରଗ୍ରୀନ ହିଟ୍ ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ । ୯୦ ଦଶକରେ ଅନେକ ସୁପରହିଟ ଚଳଚ୍ଚିତ୍ର ଦେଇ ଏହି ଯୋଡ଼ି ଓଲିଉଡରେ ରାଜ କରୁଥିଲେ । ଏବେ ରାଜନୀତି ଜଗତରେ ବି…
ସିନେ ଜଗତରୁ ରାଜନୀତି, ସବୁଠି ଜଲୱା… ନିର୍ବାଚନରେ ବିଜୟ ହାସଲ କଲେ ଏହି ସେଲିବ୍ରିଟି
ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ଲୋକସଭା ଆସନରେ ବିଜେପିକୁ ବହୁମତ ମିଳିଛି । ତେଣୁ ପୁଣିଥରେ ଦେଶରେ ବିଜେପି ସରକାର ଗଠନ ହେବାକୁ ପ୍ରସ୍ତୁତ ହେଉଛି । ତେବେ ଏହି ନିର୍ବାଚନରେ ବିଭିନ୍ନ…