Browsing Category
ଖବର
ଚାଇନା ଔଷଧକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ଲାଗିବ ଏହି ଟ୍ୟାକ୍ସ
ନୂଆଦିଲ୍ଲୀ: ଭାରତ ସରକାର ଚୀନ ଔଷଧକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ଘରୋଇ ଔଷଧ କମ୍ପାନୀଙ୍କ ହିତକୁ ଦେଖି, ବିଭିନ୍ନ ପ୍ରକାର ସଂକ୍ରମଣର ଉପଚାର ପାଇଁ ବ୍ୟବହୃତ ହେଉଥିବା…
ବାଲିଗୁଡାରେ ଭୁସ୍ଖଳନ: ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ
ବିଲିଗୁଡା: ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ବିପତ୍ତି ଦେଖା ଦେଇଛି ।ବନ୍ୟା କାରଣରୁ ଏକର ଏକର ଚାଷ ଜମି ନଷ୍ଟ ହେବା ସହ ଅନେକ ଲୋକ ପାଣି ଘେରରେ ରହିଛନ୍ତି । ଏହାରି ମଧ୍ୟରେ ଲଗାଣ…
ଅମିତାଭ୍ ବଚ୍ଚନଙ୍କ ଫିସ୍ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ: ଗୋଟିଏ ଏପିସୋଡ୍ ପାଇଁ ବିଗ୍ ବି କରନ୍ତି ଏତିକି କୋଟି ଚାର୍ଜ
ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ଲୋକ ପ୍ରିୟ ରିଆଲିଟି ଶୋ 'କୌନ ବନେଗା କରୋଡ ପତି' ଦର୍ଶକଙ୍କ ମନ ଜିତିଛି । ଏହି କୁଇଜ୍ ଶୋ ୨୦୦୦ ମସିହାରୁ ସୋନି ଟିଭିରେ ପ୍ରସାରିତ ହୋଇଆସୁଛି । ଯେଉଁଥିରେ ମନୋରଞ୍ଜନ ସହିତ ଧନ ଓ…
‘ଦ କାଶ୍ମୀର ଫାଇଲ୍ସ’ ମୁଭିକୁ ନେଇ କାନାଡା ଫିଲ୍ମ ମେକରଙ୍କ ପ୍ରତିକ୍ରିୟା: ଓକ୍ସାର ଆୱାର୍ଡକୁ ନେଇ କହିଲେ ଏପରି କଥା
ମୁମ୍ବାଇ: ଚଳିତ ବର୍ଷ ମାର୍ଚ୍ଚ ମାସରେ ଆର୍ ଆର୍ ଆର୍ ମୁଭି ସମେତ 'ଦ କାଶ୍ମୀର ଫାଇଲ୍ସ' ମୁଭି ମଧ୍ୟ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ନେଇ ସେ ସମୟରେ ବହୁ ବାଦ ବିବାଦ ଦେଖା ଦେଇଥିଲା । ତେବେ ସବୁ ପରେ ମଧ୍ୟ 'ଦ…
କମୁଛି ଜଳ ରାଶି: ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍
ସମ୍ବଲପୁର: ଉପର ମୁଣ୍ଡରେ କମୁଛି ବର୍ଷାର ପରିମାଣ । ଫଳରେ ହୀରାକୁଦର ଜଳ ଭଣ୍ଡାରରେ ଜଳସ୍ତର କମିବାର ଲାଗିଛି । ଏଥିପାଇଁ ଖୋଲା ଯାଇଥିବା୨୮ ଟିଗେଟ୍ ରୁ ଆଉ ୪ଟି ଗେଟକୁ ବନ୍ଦ କରାଯାଇଛି । ଏବେ ମୋଟ୍ ୨୪ ଟି ଗେଟ୍ ଦେଇ…
ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପାଇଁ ବୁର୍ଖା ପିନ୍ଧି ଯାଇଥିଲେ, “ଶାନ୍ତି ଭଙ୍ଗ” ଅଭିଯୋଗରେ ଯୁବକଙ୍କୁ ଗିରଫ କଲା ପୋଲିସ
ଉତ୍ତରପ୍ରଦେଶ: ୟୁପିରେ ଜଣେ ୨୫ ବର୍ଷ ଯୁବକ ବୁର୍ଖାରେ ଲୁଚି ପ୍ରେମିକାଙ୍କୁ ଭେଟିବା ପାଇଁ ଯିବା ମାହାଙ୍ଗା ପଡିଛି। ବୁର୍ଖା ତଳେ ପରିଚୟ ଲୁଚାଇବା କାରଣରୁ ତାଙ୍କୁ ଏବେ ଗିରଫ କରାଯାଇଥିଲା। ବୁର୍ଖା ପଛରେ ଲୁଚି…
ତୈଳଦର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ରର ବଡ ନିଷ୍ପତ୍ତି
ନୂଆଦିଲ୍ଲୀ :ଦେଶରେ ତୈଳଦର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ଗୁରୁବାର ଦିନ ଡିଜେଲ ରପ୍ତାନିରେ ଅପ୍ରତ୍ୟାସିତ ଲାଭ ଟିକସକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲିଟର ପିଛା ୭…
ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ:ଟୁଇଟ୍ କରି ନିଜେ ଦେଲେ ସୂଚନା
ନୂଆ ଦିଲ୍ଲୀ: ଦିଲ୍ଲୀ ଉପ- ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ ହୋଇଛି । ଏନ୍ ସି ଆର୍ ରେ ଆୟକର ବିଭାଗ ପକ୍ଷରୁ ୨୦ ଟି ସ୍ଥାନରେ ଏହି ଚଢାଉ ହୋଇଛି । ତେବେ ଏହି ଚଢାଉ ନେଇ ଦିଲ୍ଲୀ ଉପ- ମୁଖ୍ୟମନ୍ତ୍ରୀ ମନୀଷ…
ଆଖି ପାଇଁ ହାନିକାରକ ଡାଏଟ୍ ସୋଡ଼ା, ହରାଇପାରନ୍ତି ଦୃଷ୍ଟିଶକ୍ତି
ନୂଆଦିଲ୍ଲୀ: ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଖି ପାଇଁ ହାନିକାରକ ଡାଏଟ୍ ସୋଡ଼ା । ଅଧ୍ୟୟନ ଅନୁସାରେ, ଅତ୍ୟଧିକ ମାତ୍ରାରେ ଡାଏଟ୍ ସୋଡ଼ା ପିଇବା ଦ୍ୱାରା ‘ଡାଇବେଟିକ୍ ରେଟିନୋପାଥି’ ନାମକ ସ୍ଥିତି ଉପୁଜିଥାଏ, ଯାହା ଆଖି…
ଚନ୍ଦ୍ରରେ ବାୟୁମଣ୍ଡଳ ! ଆଇନୋସ୍ପିୟରରେ ପ୍ଲାଜମା ଡେନସିଟିର ମିଳିଲା ସନ୍ଧାନ
ନୂଆଦିଲ୍ଳୀ: ଇସ୍ରୋର ଛୋଟ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ର ବିଫଳତା ପରେ ଏବେ ଚନ୍ଦ୍ରାୟନ-୨କୁ ନେଇ ଭଲ ଖବର ସାମନାକୁ ଆସିଛି । ଚନ୍ଦ୍ରାୟନ-୨କୁ ଚନ୍ଦ୍ରର ଆଇନୋସ୍ପିୟରରେ ପ୍ଲାଜମା ଡେନସିଟି ମିଳିଛି । ଏହା ସବୁଠାରୁ ବଡ…