
Browsing Category
ଖବର
(Video)ପ୍ରକୃତିର ତାଣ୍ଡବ…ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ 20 ସେକେଣ୍ଡରେ ସବୁ ଛାରଖାର, 4 ମୃତ 60ଜଣ ନିଖୋଜ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି । ଏଠାରେ ହର୍ଷିଲରେ ବାଦଲ ଫଟା ବର୍ଷା ହୋଇଛି । ଦୁର୍ଘଟଣାରେ 12 ଜଣ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିବା ଜଣାପଡ଼ିଛି ।…
ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ, ଗଛରେ ଝୁଲୁଛି ସ୍ୱାମୀ, ଘରେ ପଡ଼ିଛି ସ୍ତ୍ରୀ ମୃତଦେହ
ଉମରକୋଟ: ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ। ଉମରକୋଟ ଥାନା ସାନଭୀମାଗୁଡ଼ା ଗାଁରେ ଅଘଟଣ।
ଘର ପଛପଟ ଗଛରେ ଝୁଲୁଛି ସ୍ୱାମୀର ମୃତଦେହ। ଘର ଭିତରେ ପଡ଼ିଛି ସ୍ତ୍ରୀର ମୃତଦେହ।
ମୃତ ସ୍ତ୍ରୀଙ୍କ ମୁଣ୍ଡରେ ଲାଗିଛି ରକ୍ତ…
ଆଉ ନାହାଁନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ, ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
ନୂଆଦିଲ୍ଲୀ: ଆରପାରିରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ। ଆଜି ଅର୍ଥାତ ମଙ୍ଗଳବାର ଦିନ ତାଙ୍କର ଦେହାନ୍ତ ହୋଇଛି।
ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ସେ ଆରଏମଏଲ ହସ୍ପିଟାଲରେ ଚିକିତ୍ସାଧୀନ…
BREAKING: ୧୭ରେ ଓଡ଼ିଶା ଆସିପାରନ୍ତି ମୋଦୀ, ମୁଖ୍ୟମନ୍ତ୍ରୀ କରିବେ ନିମନ୍ତ୍ରଣ
ଭୁବନେଶ୍ୱର: ୧୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ୧୭ରେ ଓଡ଼ିଶା ଆସିବାକୁ ନରେନ୍ଦ୍ର ମୋଦୀଙ୍କୁ କରାଯିବ ନିମନ୍ତ୍ରଣ।
ଆଜି ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭେଟିବେ…
20 ବର୍ଷୀୟ ଯୁବକ ଗଢ଼ିଲେ ନିଜର ଦେଶ, ହେଲେ ରାଷ୍ଟ୍ରପତି!
ବ୍ରିଟେନ: କେବେ ଆପଣ ଭାବିଛନ୍ତି କି ନିଜର ଗୋଟିଏ ଦେଶ ଗଢିବେ ବୋଲି? ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଜଣେ 20 ବର୍ଷୀୟ ଯୁବକ ଏହାକୁ ସତ କରି ଦେଖାଇଛନ୍ତି।
ବ୍ରିଟେନର ଡାନିୟଲ ଜ୍ୟାକସନ ନାମକ ଏହି ଯୁବକ…
BREAKING:ଚଷମାରେ ହିଡେନ୍ କ୍ୟାମେରା ଲଗାଇ କରୁଥିଲେ ଶ୍ରୀମନ୍ଦିରରେ ପ୍ରବେଶ , ପଶ୍ଚିମ ଦ୍ୱାରରୁ ଧରିଲା ପୋଲିସ୍
ପୁରୀ: ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍ କ୍ୟାମେରା ଯୁକ୍ତ ଚଷମା। ପଶ୍ଚିମ ଦ୍ୱାର ନିକଟରୁ ଧରାପଡ଼ିଲା ହିଡେନ୍ କ୍ୟାମେରା।
ଚଷମାରେ ହିଡେନ୍ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ। ପଶ୍ଚିମବଙ୍ଗର ଜଣେ ଭକ୍ତକୁ…
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟିକ୍, ଡେରିରେ ଅଫିସ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଏଣିକି ଡେରିରେ ଅଫିସ ଆସିଲେ ପଡ଼ିବେ ଧରା। ହେବ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ଏଣିକି ସବୁ ରାଜସ୍ୱ କାର୍ଯ୍ୟାଳୟରେ ବସିବ ବାୟୋମେଟିକ୍।
ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ବାୟୋମେଟିକ୍ ଲାଗୁ ହେବା…
କୁରାଢ଼ୀରେ ଖଣ୍ଡ ଖଣ୍ଡ କରି ହାଣିଲା, ପୋଷ୍ଟ କଲା ଷ୍ଟାଟସ୍… ପୂର୍ବତନ ପ୍ରେମିକାର ପ୍ରେମିକକୁ ନିର୍ମମ ଭାବରେ ହତ୍ୟା
କର୍ଣ୍ଣାଟକ: ସେ କେବଳ ମୋର।ସେ ଆଉ କାହାର ହେଲେ ମୁଁ ପାରିବିନି ସହି। ତୁ ଆମ ମଝିରେ ଆସି ଆମ ଭିତରେ ଭଲପାଇବା ଭାଙ୍ଗିଲୁ କହି ପ୍ରେମିକାର ବୟପ୍ରେଣ୍ଡକୁ କୁରାଢ଼ୀରେ ହାଣିଦେଲା ଯୁବକ।
କର୍ଣ୍ଣାଟକର କୋପ୍ପାଲ ସହରର…
ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଆଜି ରାତିରେ ଦିଲ୍ଲୀ ଗସ୍ତ କରିବା ନେଇ ରହିଛି ସୂଚନା।
ମୁଖ୍ୟମନ୍ତ୍ରୀ ଓ ରାଜ୍ୟ…
୭ଟି ବାହାହେବା ପରେ ମନ ବୁଝିଲାନି, ୮ମ ସ୍ତ୍ରୀକୁ ଘରକୁ ଆଣିଲା, ଶେଷରେ ଚତୁର୍ଥୀ ରାତିରେ…
ବିହାର: ବାହାଘରକୁ ୭ ଜନ୍ମର ବନ୍ଧନ କୁହାଯାଇଥାଏ। କିନ୍ତୁ କିଛି ଲୋକଙ୍କ ପାଇଁ ଏହା ଏକ ମଜାକ। କିଛି ଲୋକଙ୍କ ସ୍ୱଭାବ ହେଉଛି ଗୋଟିଏକୁ ଛାଡି ଅନ୍ୟ ଜଣଙ୍କୁ ବିବାହ କରିବା। ବିହାରର ପାଟନାରୁ ମଧ୍ୟ ସମାନ ଏକ ଘଟଣା…