Browsing Category
ଖବର
ଆସୁଛି ବନ୍ୟା! ବୋଲ ମାନୁନି ‘ଯମୁନା’ ନଦୀର ଜଳସ୍ତର: ୪୫ ବର୍ଷର ରେକର୍ଡ ପଛରେ ପଡିଲାଣି
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଯମୁନା ନଦୀରେ ଏବେ ହୁ ହୁ ହୋଇ ଜଳସ୍ତର ବଢିବାରେ ଲାଗିଛି । ଦିନକୁ ଦିନ ଏହି ନଈର ପାଣି ରାଜ୍ୟବାସୀଙ୍କ ବନ୍ୟା ଭୟକୁ ମଧ୍ୟ ବଢାଇ ଦେଉଛି । ଏବେ ୪୫ ବର୍ଷର ରେକର୍ଡ ଭାଙ୍ଗି ବନ୍ୟା ଦିଗରେ…
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ୱେଷ୍ଟଇଣ୍ଡିଜ: Team Indiaରେ ଡେବ୍ୟୁ କରୁଛନ୍ତି ଇଶାନ-ଯଶସ୍ୱୀ, ଭରତ ବାଦ୍
ନୂଆଦିଲ୍ଲୀ: ଆଜି ଡୋମିନିକା ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଟିମ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳିଙ୍କୁ ସୁଯୋଗ ଦେଇଛି ଟିମ ମ୍ୟାନେଜମେଣ୍ଟ । ଯୁବ ୱିକେଟକିପର ଇଶାନ…
ଚାଲିଛି ଷଡଯନ୍ତ୍ର, ଭାରତରେ ହେବ ବିରାଟ ବିସ୍ଫୋରଣ: ଆତଙ୍କବାଦୀଙ୍କ ପ୍ଲାନକୁ ନେଇ ହେଲା ଖୁଲାସା
ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ବଳ ଉପରେ ଏକ ବଡ ବିପଦ ଆସୁଛି । ଏ ନେଇ ଗପ୍ତଚର ସଂସ୍ଥା ପକ୍ଷରୁ ଆଭାସ ମିଳି ସାରିଛି । ଆତଙ୍କବାଦୀମାନେ ଭାରତର ସୈନ୍ୟବାହିନୀ ଉପରେ ଆକ୍ରମଣ କରିବାକୁ ଯାଉଥିବା ନେଇ ସଂସ୍ଥା ପକ୍ଷରୁ…
ବାହାନଗା ଷ୍ଟେସନକୁ କରାଯିବ ନବୀକରଣ: ନୂଆ ପ୍ରକଳ୍ପରେ ବଦଳିଯିବ ଷ୍ଟେସନର ସମ୍ପୂର୍ଣ୍ଣ ରୂପରେଖ
ବାଲେଶ୍ୱର: ଆଉ ମାତ୍ର ୬ କି ୭ ମାସ, ତା’ ପରେ ବଦଳିଯିବ ବାହାନଗା ଷ୍ଟେସନର ସମ୍ପୂର୍ଣ୍ଣ ଚେହେରା । ଦୁର୍ଘଟଣା ପରେ ଏବେ ଏହି ଷ୍ଟେସନର କରାଯିବ ନବୀକରଣ । ପୁଣିଥରେ ଅପଡେଟ ହେବ ବାହାନଗା ରେଳ ଷ୍ଟେସନ । ରିଲେ ରୁମରୁ…
ଅବୈଧ ସମ୍ପର୍କ ପାଇଁ ପୁଅକୁ ମାରିଲା ମା’: ପ୍ରେମୀ ସହ ସମ୍ଭୋଗ ବେଳେ ଦେଖି ଦେଇଥିଲା କୁନି ପୁଅ
ନୂଆଦିଲ୍ଲୀ: ଗୋଟିଏ ପିଲା ପାଇଁ ତା’ ମାଆର କୋଳ ସବୁଠାରୁ ସୁରକ୍ଷିତ ଜାଗା ବୋଲି କୁହାଯାଏ । କିନ୍ତୁ ଏବେ ସାମନାକୁ ଆସିଥିବା ଏକ ଖବର ସମସ୍ତଙ୍କ ଛାତିକୁ ଥରାଇ ଦେଇଛି । ଆଠ ବର୍ଷର କୁନିପୁଅକୁ ମାରି ଦେଇଛି ନିର୍ଦ୍ଦୟୀ…
ଭାରତୀୟ ବାୟୁସେନା ବିଭାଗରେ ଅଗ୍ନିବୀର ପାଇଁ ପ୍ରକାଶ ପାଇଲା ନିଯୁକ୍ତି: ଜାଣନ୍ତୁ ସମସ୍ତ ତଥ୍ୟ
ଭାରତୀୟ ବାୟୁସେନାରେ ନିଯୁକ୍ତି ନେଇ ଆଜି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁସାରେ, ଭାରତୀୟ ବାୟୁସେନା ଅଗ୍ନିବୀରବାୟୁ ପଦବୀରେ ନୂଆ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି…
ଭିସୁଟରେ ଦୁଇ ଚକିଆ, ଚାରି ଚକିଆ ଯାନ ଉପରେ ଲାଗିଲା ରୋକ
ସମ୍ବଲପୁର: ସମ୍ବଲପୁର ବୁର୍ଲା ସ୍ଥିତ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟାକ୍ନୋଲୋଜି(ଭିସୁଟ) କ୍ୟାମ୍ପସରେ ଦୁଇ ଚକିଆ, ଚାରି ଚକିଆ ଯାନ ପ୍ରବେଶ କରିବା ଉପରେ ଲାଗିଛି ରୋକ । ଏଣିକି ଛାତ୍ରଛାତ୍ରୀ ମାନେ…
ଏହି ଦିନରୁ ଶସ୍ତା ହୋଇଯିବ ବିଲାତି! ଟମାଟୋ ଦରରେ ବ୍ରେକ ଲଗାଇବାକୁ ସରକାରଙ୍କ ଯୋଜନା
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଟମାଟୋ ଦରକୁ ନେଇ ଚିନ୍ତାରେ ଖାଉଟି । ଟମାଟୋର ଆକାଶଛୁଆଁ ଦର ଗ୍ରାହକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଏହା ସିଧାସଳଖ ଭାବରେ ସାଧାରଣ ଜନତାଙ୍କ ପକେଟ ଏବଂ…
ଓଡ଼ିଶାରେ ଆରମ୍ଭ ହେବ ‘Digital Crop Survey’: ରାଜ୍ୟର କିଛି ଜିଲ୍ଲାରେ ପ୍ରଥମେ କରାଯିବ ଫସଲର ସର୍ଭେ
ନୂଆଦିଲ୍ଲୀ: ଡିଜିଟାଲ ଫସଲ ସର୍ବେକ୍ଷଣ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ଗତ ମେ ମାସରେ ୬ଟି ରାଜ୍ୟ ସହିତ ବୁଝାମଣା କରିଥିଲେ । ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା, ଆସାମ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ…
(Video) ମୟୁରଭଞ୍ଜ ଜିଲ୍ଲାରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା: ଜୁଇରୁ ନେଇ ଖାଇଲା ମାଂସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସ୍ୱାର୍ଥପର ଦୁନିଆରେ ଅନେକ ଲୋକ ନିଜର ମାନବିକତା ହରାଇ ଅତ୍ୟ ଘୃଣ୍ୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି । କିଛି ଲୋକ ମଣିଷ ଓ ପଶୁଙ୍କ ଭଳି ଆଚରଣ ଦେଖାଉଛନ୍ତି । ନିକଟରେ ଏଭଳି ଏକ…