Browsing Category

ଖବର

ଏକାଠି ହେବେ ରାହୁଲ-ନୀତିଶ-ମମତା! ପୁଣି ଚେଇଁ ଉଠିଲା ବିରୋଧୀ ମହାମେଣ୍ଟ, ମୋଦୀଙ୍କ ପାଇଁ ବାଜିଲା ସତର୍କ ଘଣ୍ଟି

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲଢ଼େଇ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସମରସଜ୍ଜା ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ଶାସକ ଏନଡିଏ ନିଜର ରଣକ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ବିରୋଧୀ ମହାମେଣ୍ଟ…

ଟ୍ରାଫିକ୍ ଜାମ୍‌ରୁ ଜମିଲା ଯୋଡି! ଭିଡ଼ରେ ଫସି ରହିଥିବା ପୁଅ ଓ ଝିଅ ପ୍ରେମରେ ପଡି ବିବାହ କଲେ

ବାଙ୍ଗାଲୋର: କର୍ଣ୍ଣାଟକ ରାଜ୍ୟର ରାଜଧାନୀ ଏବଂ ଦେଶର ଆଇଟି ବା ଷ୍ଟାର୍ଟଅପ୍ ସହର ହେଉଛି ବାଙ୍ଗାଲୋର। ଏଠାରେ ଦୁଇଟି ଜିନିଷ ପ୍ରତିଦିନ ସୋସିଆଲ ମିଡିଆରେ ହେଡଲାଇନ ସୃଷ୍ଟି କରେ। ଗୋଟିଏ ହେଉଛି ଏଠାରେ ପାଗ ଏବଂ ଅନ୍ୟଟି…

ଆହୁରି ଦୃଢ ହେବ ରାଜ୍ୟର ବିପର୍ଯ୍ୟୟ ପରିଚାଳନା: ବନ୍ୟା ପ୍ରବଣ ଅଞ୍ଚଳରେ ଅଧିକ ବନ୍ୟା-ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ ଆନ୍ତର୍ଜାତିକ ସ୍ୱୀକୃତି ହାସଲ ସହ ରାଜ୍ୟ ସରକାର ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ିଭୁତ ଏବଂ ଶାଣିତ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ କରିଛନ୍ତି । ଆଜି…

ପ୍ରତି ୨ ସେକେଣ୍ଡରେ ଜଣଙ୍କର ମୃତ୍ୟୁ! ଭାରତୀୟଙ୍କ ହାର୍ଟ ଆଟାକ, କ୍ୟାନ୍ସର, ଡାଇବେଟିସ ଓ ଶ୍ୱାସ ଜନିତ ମୃତ୍ୟୁ ନେଇ ଆସିଲା WHOର ଭୟଙ୍କର…

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ଭାରତ ସହିତ ସାରା ବିଶ୍ୱରେ ହାର୍ଟ ଆଟାକ, କ୍ୟାନ୍ସର, ଡାଇବେଟିସ ଜନିତ ମୃତ୍ୟୁ ଉପରେ…

ତଳକୁ ଖସିଲା ସୁନା-ଗହଣା ଦାମ୍: ଜାଣନ୍ତୁ କମିବା ପରେ କ’ଣ ରହିଛି ନୂଆ ରେଟ୍

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ମିଳୁଥିବା ସଂକେତ ଅନୁସାରେ ସୁନାର ଦର ହ୍ରାସ ପାଇଥିବା ଦେଖାଯାଇଛି । ଲାଗାତର ଦ୍ୱିତୀୟ ଦିନ ସୁନା ଏବଂ ରୂପାର ଦାମ ତଳକୁ ଖସିଛି । ତେବେ ଆଜି ଭାରତୀୟ ବଜାରରେ ସୁନାଦର କମ୍…

ଅନଲାଇନ୍ ସପିଂ ସମୟରେ ଠକେଇ’ର ଶିକାର ହେଲେ ଏହି ୪ଟି ନମ୍ବରକୁ କଲ୍ କରନ୍ତୁ, ଫେରି ପାଇବେ ଟଙ୍କା

ନୂଆଦିଲ୍ଲୀ: ଆଗକୁ ଦଶହରା ଉପଲକ୍ଷେ ଅନଲାଇନ୍ ସପିଂ କମ୍ପାନୀ ଆମାଜନ-ଫ୍ଲିପକାର୍ଟ ରିହାତି ଦରରେ ବିକ୍ରୟ ଘୋଷଣା କରିଛନ୍ତି। ଏହି ବିକ୍ରୟ ସମୟରେ ସାଇବର ଠକମାନେ ମଧ୍ୟ ସକ୍ରିୟ ହୁଅନ୍ତି। ଏପରି ପରିସ୍ଥିତିରେ, ଆପଣ…

(Video) ରାଷ୍ଟ୍ରପତିଙ୍କୁ ଚିଠି ଲେଖିବେ ଦୀପିକା: ପୁଅକୁ ମିଳିବ ଅଧିକାର, ଦିନେଶଙ୍କ ସହ ଗଢ଼ିବେ ସୁଖର ସଂସାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୫୦ ଦିନ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ବର୍ଷା, କାକରରେ ଖାଇବା ପିଇବା ଭୁଲି ନିଜ ସନ୍ତାନର ଅଧିକାର ପାଇଁ ଦିନେଶଙ୍କୁ…

ନଡ଼ିଆ କଦଳୀକୁ ନେଇ ତୁମୁଳ କାଣ୍ଡ: ମଙ୍ଗଳା ମନ୍ଦିରର ଅଜବ ନିୟମ ପାଇଁ ସେବା କାର୍ଯ୍ୟ ବନ୍ଦ

କାକଟପୁର: କଦଳୀ ନଡିଆକୁ ନେଇ ମନ୍ଦିରର ସେବାୟତଙ୍କ ମଧ୍ୟରେ ଆରମ୍ଭ ହୋଇଛି ତୁମୁଳ କାଣ୍ଡ । ବାହାରୁ ଯାଉଥିବା କଦଳୀ ନଡିଆ ମନ୍ଦିର ଭିତରେ ପଶିବ ନାହିଁ ବୋଲି କହିଛି ପ୍ରଶାସନ । ଜଣେ ଗରିବ ଖଟିଖିଆ ଲୋକ ମଧ୍ୟ ମନ୍ଦିରକୁ…

Video: ତାଲା ଭାଙ୍ଗି ଘରେ ପଶି ମୁଡି ଖାଇଲେ, ସୁନା ଓ ଟଙ୍କା ସହ ନୂଆ ଶାଢୀ ଦେଖି ଲୁଟିନେଲେ

ପାଟକୁରା: ଅଜବ ଏ ଚୋର, ଗଜବ ତାଙ୍କ ଚୋରି କରିବାର ଅନ୍ଦାଜ। ଚୋରି ତ ଆପଣ ବହୁତ ଦେଖିଥିବେ ଆଉ ଶୁଣିଥିବେ ମଧ୍ୟ। କିନ୍ତୁ ମୁଡି ଖାଇ ଚୋରି କରିବା କଣ ଆପଣ କେବେ ଶୁଣିଛନ୍ତି କି। ହଁ ଆଜ୍ଞା ଏମାନେ ହେଉଛନ୍ତି ମୁଡି ଖିଆ…

ମନ୍ଦିର ଉପରେ ଆକ୍ରମଣ ବରଦାସ୍ତ କରାଯିବନି, ୟୁକେ-କାନାଡା ପ୍ରତି କଠୋର ହେଲା ଭାରତ

ନୂଆଦିଲ୍ଲୀ: ନିକଟ ଦିନରେ ବ୍ରିଟେନ୍ ଏବଂ କାନାଡାରେ ମନ୍ଦିର ଉପରେ ଆକ୍ରମଣ ଏବଂ ହିନ୍ଦୁ ଧର୍ମର ପ୍ରତୀକର ଭଙ୍ଗାରୁଜାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହା ଭାରତୀୟଙ୍କୁ ବହୁତ ବ୍ୟଥିତ କରିଛି। ମାମଲାକୁ ଗମ୍ଭୀରତାର ସହ…