Browsing Category

ଖବର

ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ମିଳିବ ସହାୟତା: କ୍ୟାବିନେଟ ବୈଠକରେ ୧୮ଟି ନୂଆ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ବିଜେଡି ନିଜର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରୁଛି । ତେବେ ଏହି ଅବସରରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ ଡକାଇଥିଲେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ…

ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିବା ଏହି ୧୧ ଜଣ ଶ୍ରମିକ କିଏ? ନୂଆ ସଂସଦ ଉଦଘାଟନରେ ମିଳିଲା ଉପହାର

ନୂଆଦିଲ୍ଲୀ: ରବିବାର ନୂଆ ସଂସଦର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସଂସଦ ଭବନର ନିର୍ମାଣ ଏବଂ ଏହାର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ୧୧ ଜଣ ଶ୍ରମିକଙ୍କୁ ସମ୍ମାନିତ…

ବିବାହ ଭୋଜିରୁ ଫେରିବା ବେଳେ JEଙ୍କୁ ସଂଘବଦ୍ଧ ଆକ୍ରମଣ: ବିଦ୍ୟୁତକାଟକୁ ନେଇ ପିଟିଲେ ଲୋକେ

ନୀଳଗିରି: ବିଦ୍ୟୁତକାଟ ଘଟଣାକୁ ନେଇ ଜେଇଙ୍କ ଉପରେ ହୋଇଛି ଆକ୍ରମଣ । ଏକ ବିବାହ ଭୋଜିରୁ ଫେରିବା ବେଳେ ବିଦ୍ୟୁତକାଟ ସମସ୍ୟାକୁ କେନ୍ଦ୍ର କରି କିଛି ଲୋକ ତାଙ୍କୁ ଅଟକାଇବା ସହ ଆକ୍ରମଣ କରିଥିବା ସୂଚନା ମିଳିଛି ।…

ଆଜିଠୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ: ଖୋଲିବ ସାମ୍ସ ପୋର୍ଟାଲ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ପିଲାମାନଙ୍କ ନାଲେଖା ଆବେଦନ କରିବା ପାଇଁ ସାମ୍ସ ପୋର୍ଟାଲ ଖୋଲାଯିବ । ପ୍ରଥମବର୍ଷ ନାମଲେଖା ପାଇଁ ଆଜିଠାରୁ ପିଲାମାନେ ଆବେଦନ…

୨ ସେମି ପ୍ରସ୍ଥର ସେଙ୍ଗୋଲ ପ୍ରସ୍ତୁତ କଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

ଭୁବନେଶ୍ୱର: ଭାରତୀୟ ରାଜନୀତି ଇତିହାସରେ ସେଙ୍ଗୋଲର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ପାଞ୍ଚ ଫୁଟ ଲମ୍ବ ଏବଂ ଦୁଇ ଇଞ୍ଚ ପ୍ରସ୍ଥର ସୁନା ଲେପ ଦିଆ ରାଜଦଣ୍ଡ ପ୍ରଥମେ ୧୯୪୭ ମସିହାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ…

ଦୁଇ ମାସରେ କୁନୋ ଜାତୀୟ ଉଦ୍ୟାନରେ ୬ ଚିତା ମୃତ୍ୟୁ ; କାରଣ କ’ଣ? ପ୍ରଚଣ୍ଡ ଗରମ ନା ପୃଷ୍ଟିକର ଖାଦ୍ୟର ଅଭାବ…

ନୂଆଦିଲ୍ଲୀ : ଚିତା ବାଘମାନଙ୍କ ପାଇଁ ଭାରତ ସରକାରଙ୍କ ପ୍ରୋଜେକ୍ଟ ଅସଫଳ ପ୍ରମାଣ ହେବାକୁ ଯାଉଛି । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଗୁରୁବାର (ମେ ୨୫) ରେ ଆଉ ଦୁଇଟି ଛୁଆଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ କୁନୋ…

ନେହେରୁ ବନାମ ପ୍ରଧାନମନ୍ତ୍ରୀ ମୋଦୀ: ସଂସଦ ଉଦଘାଟନ ହେବା ମାତ୍ରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ନୂଆ ଯୁଦ୍ଧ ଆରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂତନ ସଂସଦ ଭବନ ଉଦଘାଟନ କରିଛନ୍ତି । ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ଦଳର ନେତାମାନେ ଉପସ୍ଥିତ ଥିଲେ । କିନ୍ତୁ କଂଗ୍ରେସ, ଟିଏମ୍‌ସି…

ଯୁବସଙ୍ଗମ ଯୁବପିଢ଼ିଙ୍କ ମଧ୍ୟରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ମନୋଭାବକୁ ସୁଦୃଢ଼ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଯୁବସଙ୍ଗମ ଯୁବପିଢ଼ିଙ୍କ ମଧ୍ୟରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ମନୋଭାବକୁ ସୁଦୃଢ଼ କରୁଛି ବୋଲି ଆକାଶବାଣୀର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମାଗଣାରେ ଅପଡେଟ କରିନିଅନ୍ତୁ ନିଜ ଆଧାର କାର୍ଡ: ଆପଣଙ୍କ ପାଇଁ ଶେଷ ସୁଯୋଗ

ନୂଆଦିଲ୍ଲୀ: ଆଜିକାଲି ଆଧାର କାର୍ଡ ସମସ୍ତଙ୍କ ପାଇଁ ପ୍ରଥମ ପରିଚୟ ପତ୍ର ଭାବରେ ଗଣାଯାଉଛି । ପ୍ରତ୍ୟେକ କାମରେ ପ୍ରଥମେ ଆଧାର କାର୍ଡର ଆବଶ୍ୟକ ରହିଛି । ତେଣୁ ଆଧାର କାର୍ଡରେ ପ୍ରକୃତ ଏବଂ ସଠିକ ତଥ୍ୟ ରହିବା ନିହାତି…

ଜୁନ ୨୩ରେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଦେଶର କୋଟି କୋଟି କୃଷକଙ୍କ ବିକାଶ ପାଇଁ ଜାରି ରହିଛି ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ । ଖୁବଶୀଘ୍ର ଦେଶର ଚାଷୀମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଯାଉଛନ୍ତି ମୋଦୀ ସରକାର । ଏଥିପାଇଁ ତାରିଖ ମଧ୍ୟ ଘୋଷଣା…