Browsing Category
ଖବର
ଓଡ଼ିଶା ପାଇଁ ଆସୁଛି ବଡ଼ ବାତ୍ୟା! ୧୭ ତାରିଖରେ କରିବ ଲ୍ୟାଣ୍ଡଫଲ୍: ଉତ୍ତର-ପଶ୍ଚିମ ଦିଗରେ ବଢିଚାଲିଛି ଘୂର୍ଣ୍ଣିବଳୟ
ନୂଆଦିଲ୍ଲୀ: ଛଟ୍ ପୂଜା ସମୟରେ ଦେଶବାସୀଙ୍କ ପାଇଁ ମାଡ଼ି ଆସୁଛି ଏକ ବଡ଼ ବାତ୍ୟା । ଆସନ୍ତା ୧୭ ତାରିଖରେ ଏହା ଲାଣ୍ଡଫଲ କରିବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ସୃଷ୍ଟି ହୋଇଥିବା ଏହି ଲଘୁଚାପ ବାୟୁକ୍ଷେତ୍ରରେ ପରିଣତ…
ଓଡ଼ିଶାରେ ମେଟ୍ରୋ ରେଳ ପ୍ରକଳ୍ପକୁ ଆଉ ଏକ ସଫଳତା: ଟ୍ୱିନ ସିଟିରେ ଗଡ଼ିବ ମେଟ୍ରୋ ଟ୍ରେନ
ଭୁବନେଶ୍ୱର: ରାଜ୍ୟରେ ମେଟ୍ରୋ ରେଳ ପ୍ରକଳ୍ପକୁ କ୍ୟାବିନେଟ ବୈଠକରେ ମୋହର ବାଜି ସାରିଛି । ଏଣିକି ରାଜ୍ୟ ଭିତରେ ମେଟ୍ରୋ ଟ୍ରେନର ସୁବିଧା ନେଇପାରିବେ କଟକ ଓ ଭୁବନେଶ୍ୱରର ବାସିନ୍ଦା । ଟ୍ୱିନ ସିଟିରେ ମେଟ୍ରୋ ରେଳ…
କାହାକୁ ମିଳିବ WorldCup-2023 ଫାଇନାଲ ଟିକେଟ? ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲକୁ ନେଇ ଜ୍ୟୋତିଶଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ: ନଭେମ୍ବର ୧୫ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ । ଏହି ମ୍ୟାଚର ବିଜୟୀ ଦଳକୁ ସିଧାସଳଖ ଫାଇନାଲ ପାଇଁ ଟିକେଟ ପାଇବ । ତେବେ ଚଳିତ ବିଶ୍ୱକପରେ ଟିମ…
(Video) ଟଏଲେଟ ପ୍ୟାନ ଭିତରୁ ବାହାରିଲା ବିଶାଳକାୟ ସାପ, ଦେଖନ୍ତୁ ଏହି ଦୃଶ୍ୟ…
ଓଡିଶା ଭାସ୍କର; ଆଜିକାଲି ପ୍ରାୟ ସବୁ ଯାଗାରେ ସାପଙ୍କ ଆତଙ୍କ ଦେଖିବାକୁ ମିଳୁଛି । ଜୋତା, ଛତା, ବାଥରୁମ, ଟଏଲେଟ ସବୁ ସ୍ଥାନରେ ସାପ ବାହାରୁଥିବା ଆପଣ ଦେଖିବାକୁ ପାଉଥିବେ । ତେବେ ଏହାକୁ ଦେଖି ଅଣଦେଖା କରିବା ଉଚିତ…
(Video) ବାଇକରେ କ୍ରାକର ଲଗାଇ ଷ୍ଟଣ୍ଟ ମାରିବା ପଡିଲା ମହଙ୍ଗା, ନିଜ ଦେହରେ ଲାଗିଗଲା ନିଆଁ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ତାମିଲନାଡୁର ତ୍ରିଚିର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ନିଜ ବାଇକରେ ଷ୍ଟଣ୍ଟ କରୁଥିବା ଏବଂ ଏଥିରେ ଲାଗିଥିବା ଫାୟାରଫ୍ରାକ୍ ଫାଟିଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ…
IND vs NZ ସେମି ଫାଇନାଲରେ ନୂଆ ବଲରେ ବୋଲିଂ କରିବେ ବିରାଟ! ନ୍ୟୁଜିଲାଣ୍ଡ ପାଇଁ ନୂଆ ପ୍ଲାନ
ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନଭେମ୍ବର ୧୫ ତାରିଖରୁ ସେମି ଫାଇନାଲ ମ୍ୟାଚ ଆରମ୍ଭ ହେଉଥିବା ବେଳେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଦମଦାର ବ୍ୟାଟିଂ…
IND vs NZ ସେମି ଫାଇନାଲ; ଷ୍ଟାଡିୟମରେ ଦର୍ଶକଙ୍କୁ ମିଳିବନି ଏଣ୍ଟ୍ରି: ଜାଣି ରଖନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ
ନୂଆଦିଲ୍ଲୀ: ଆସନ୍ତାକାଲି ବିଶ୍ୱକପ-୨୦୨୩ର ପ୍ରଥମ ସେମି ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ । ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ପ୍ରଦର୍ଶନ ଖୁବ ସୁନ୍ଦର ରହିଥିବା ବେଳେ ନ୍ୟୁଜିଲାଣ୍ଡ…
Breaking News; ପୁରୀ ଷ୍ଟେସନ କୋଚିଂ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ: ଅଲଗା ହେଲା ଟ୍ରେନର ବଗି
ପୁରୀ: ୬ ମାସରୁ ରେଲୱେ ଷ୍ଟେସନରେ ଏବଂ ଟ୍ରେନ ଜନିତ ଦୁର୍ଘଟଣା ଖୁବ ବଢିବାରେ ଲାଗିଛି । ବର୍ତ୍ତମାନ ପୁରୀର ରେଲୱେ ଷ୍ଟେସନରେ ମଧ୍ୟ ଏକ ବଡ଼ ଧରଣର ଅଘଟଣ ଦେଖିବାକୁ ମିଳିଛି । ଷ୍ଟେସନର କୋଚିଂ ଡିପୋରେ ଭୟଙ୍କର…
(Video) ବୋରୱେଲରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ: ଘୋଷଣା କଲେ ଡାକ୍ତର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁର ଜିଲ୍ଲାର କଇଁଫୁଲ ଗ୍ରାମରେ ଘଟିଥିବା ଅଘଟଣକୁ ନେଇ ଆସିଛି ଏକ ଦୁଃଖ ଖବର । ୨୦ ଫୁଟ ବୋରୱେଲ ଭିତରେ ଖସି ପଡ଼ିଥିବା ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ…
(Video) ଓଡ଼ିଶାରେ ବଡ଼ ଅଘଟଣ: ୨୦ ଫୁଟ ଗଭୀର ବୋରୱେଲ ଭିତରେ ଖସି ପଡ଼ିଲେ ବୃଦ୍ଧା, ଚାଲିଛି ଉଦ୍ଧାର କାର୍ଯ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ବିପଦ ସାଜିଲା ଖୋଲା ବୋରୱେଲ । ଖୋଲା ବୋରୱେଲରେ ଖସି ପଡ଼ି ପୂର୍ବରୁ ଅନେକ ଛୋଟପିଲାଙ୍କର ଜୀବନ ଯାଇଥିବା ବେଳେ ପୁଣି ଘଟିଛି ଏକ ସମାନ ଘଟଣା । ବୋରେୱେଲରେ ଖସିପଡ଼ିଛନ୍ତି ଜଣେ ବୃଦ୍ଧା…