Browsing Category

ଖବର

ଏଲ୍‌ପିଜି ସିଲିଣ୍ଡର ବୁକିଙ୍ଗ୍‌ କରନ୍ତୁ, କ୍ୟାସ୍‌ବ୍ୟାକ୍‌ ଅଫର ପାଆନ୍ତୁ: ଜାଣନ୍ତୁ କିପରି କରିବେ

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧିକୁ ନେଇ ଗ୍ରାହକ ଚିନ୍ତାରେ ଥିବାବେଳେ ‘ପେଟିଏମ୍‌’ ଆଣିଛି କ୍ୟାସ୍‌ବ୍ୟାକ୍‌ ଅଫର । ଏଥର ଗ୍ରାହକ ସିଲିଣ୍ଡର ବୁକିଙ୍ଗ କରି ପାଇପାରିବେ କ୍ୟାସବ୍ୟାକ୍‌…

କମିଲା ସୁନାର ଚମକ, ପୁଣି ହ୍ରାସ ପାଇଲା ଦର

ମୁମ୍ବାଇ (ଭାସ୍କର ନ୍ୟୁଜ୍) : ପୁଣି ସୁନା ଦର ହ୍ରାସ ପାଇଛି । ଏବେ ୧୦ଗ୍ରାମ ସୁନାର ମୂଲ୍ୟ ୪୮ହଜାର ଟଙ୍କା ତଳକୁ ଖସିଛି । ସେହିପରି ରୁପାର ଦର ମଧ୍ୟ କମିଥିବା ଜଣାପଡ଼ିଛି । ଏହା କିଲୋ ପିଛା ୬୧ହଜାର ଟଙ୍କା ହୋଇଥିବା…

ଓଆର୍‌ଏସ୍‌ ଅଧିକାରୀ ତାରିଣୀ ରଞ୍ଜନ ରାୟ ନିଲମ୍ବିତ, ସରକାରୀ ନିର୍ଦ୍ଦେଶାନାମାକୁ କରିଥିଲେ ଅଣଦେଖା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଓଡ଼ିଶା ରାଜସ୍ୱ ସେବା ଅଧିକାରୀ (ଓଆର୍‌ଏସ୍‌) ତାରିଣୀ ରଞ୍ଜନ ରାୟଙ୍କୁ ନିଲମ୍ବନ କରାଯାଇଛି । ସେ ଭୁବନେଶ୍ୱର ଦେବତ୍ତର କମିଶନରଙ୍କ କାର୍ଯ୍ୟାଳୟରେ ଭୂମି ଅଧିକାରୀ ଥିଲେ । ତାଙ୍କୁ…

୩ ଦିନ ପରେ ଫେରିବ ଶୀତ, ଥରାଇବ ହାଡ଼ଭଙ୍ଗା ଥଣ୍ଡା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌) : ଆଉ ୩ ଦିନ ପରେ ରାଜ୍ୟକୁ ଶୀତ ଫେରିବ । ଓଡ଼ିଶା ଶୀତରେ ଥରିବ । ବାତ୍ୟା ଜୱାଦ ପାଇଁ ମେଘୁଆ ପାଗ ଓ ବର୍ଷା ଯୋଗୁ ରାଜ୍ୟରେ ଶୀତର ପ୍ରକୋପ କମ୍‌ ରହିଥିଲା । ରାତ୍ରି ତାପମାତ୍ରା…

ମୃତ ବ୍ୟକ୍ତିଙ୍କ ନାମରେ ଜମି ବିକ୍ରି କରିଥିଲେ, ଧରାପଡିଲେ ୫ ଅଭିଯୁକ୍ତ

ଢେଙ୍କାନାଳ(ଭାସ୍କର ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗ୍ରାମର କିଛି ଅସାଧୁ ଶ୍ରେଣୀର ବ୍ୟକ୍ତି ମୃତ ବ୍ୟକ୍ତିଙ୍କ ନାମରେ ଜମି ବିକ୍ରି କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ୫…

ପୁଣି ମେଡିକାଲ କଲେଜରେ କରୋନା ଆତଙ୍କ: ୪୩ ଅନ୍ତବାସୀଙ୍କ ସହ ଷ୍ଟାଫ୍ ସଂକ୍ରମିତ, ଆହୁରି ବଢ଼ିପାରେ ସଂଖ୍ୟା

ହାଇଦ୍ରାବାଦ: ଶିକ୍ଷାନୁଷ୍ଠାନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କରୋନା ସଂକ୍ରମଣ । ସ୍ଥାନୀୟ ଏକ ମେଡିକାଲ କଲେଜରେ ୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଲେଙ୍ଗାନାର କରିମନଗର ଜିଲ୍ଲାର ବୋମକ୍କଲରେ ସ୍ଥିତ ଆନନ୍ଦ…

ଏଣିକି ପାଣିରେ ଚାଲିବ ଗାଡ଼ି, ସରିଲା ପେଟ୍ରୋଲ ଆଉ ଡିଜେଲ ଯୁଗ, ଘୋଷଣା କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ: ଖୁବଶୀଘ୍ର ପେଟ୍ରୋଲ ଓ ଡିଜେଲ ଯୁଗ ସରିବାକୁ ଯାଉଛି । ଜନସାଧାରଣଙ୍କୁ ଆଉ ତୈଳ ଦର ବୃଦ୍ଧି ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ । ପେଟ୍ରୋଲ ଓ ଡିଜେଲର ବିକଳ୍ପ ଭାବେ ବର୍ତ୍ତମାନ ପାଣିର ବ୍ୟବହାର କରାଯିବ ।…

ପାଗଳ କୁକୁର ଆତଙ୍କ, ୬ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡିଲା କୁକୁର

ଧର୍ମଶାଳା (ଭାସ୍କର ନ୍ୟୁଜ୍‌) : ପାଗଳ କୁକୁର ଆତଙ୍କ। ଧର୍ମଶାଳା ବ୍ଲକ ଚହଟା ପଞ୍ଚାୟତ ଭାଲୁଖାଇ ଗାଁରେ ଏକ ପାଗଳ କୁକୁର ଆତଙ୍କ ଖେଳାଇଛି। କୁକୁର କାମୁଡାରେ ୬ଜଣ ଗ୍ରାମବାସୀ ଆହତ ହୋଇଛନ୍ତି । ଉକ୍ତତ୍ୟ ଲୋକ ପାଗଳ…

କଣାସରେ ବାଘ ଆତଙ୍କ, ଗ୍ରାମବାସୀଙ୍କ ମନରେ କୋକୁଆ ଭୟ

କଣାସ (ଭାସ୍କର ନ୍ୟୁଜ୍‌): କଣାସ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ଗ୍ରାମପଞ୍ଚାୟତର ବେଲପଡା ଗ୍ରାମ ନିକଟରେ ଗତକାଲି ରାତିରେ କେତେକ ଯୁବକ ଏକ ବାଘକୁ ଦେଖିଥିଲେ । ଯୁବକମାନେ ବାଘକୁ ଦେଖିବାପରେ ଗ୍ରାମକୁ ଯାଇ…

ବାତ୍ୟା ଜୱାଦ Update: ଶନିବାର ଗଞ୍ଜାମ ଓ ପୁରୀ ଜିଲ୍ଲାରେ ସ୍କୁଲ ଛୁଟି

ବାତ୍ୟା ଜୱାଦ ପାଇଁ ଆସନ୍ତାକାଲି ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ସବୁ ସ୍କୁଲ ଛୁଟି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ଡିଇଓ । ପିଲାଙ୍କ ପାଇଁ ସ୍କୁଲ ଛୁଟି ହେଲେବି ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ…