Browsing Category
ଖବର
ଅସଂଯତ ଅବସ୍ଥାରେ ଭୁବନେଶ୍ୱରର ଏକ ଲଜରୁ ସ୍ତ୍ରୀକୁ ଧରିଲା ସ୍ୱାମୀ
ଓଡିଶା ଭାସ୍କର; ଅସଂଯତ ଅବସ୍ଥାରେ ଲଜରୁ ସ୍ତ୍ରୀକୁ ଧରିଲା ସ୍ୱାମୀ । ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି ଭୁବନେଶ୍ୱର ଅଶୋକ ନଗର ସ୍ଥିତ ନିଗମ ଲଜରୁ ସ୍ତ୍ରୀକୁ ଧରିଛି ସ୍ୱାମୀ । ଏନେଇ କ୍ୟାପିଟାଲ ଥାନାରେ…
ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାରେ ନିଜ ଆଡୁ ମାମଲା ଦାୟର କଲେ ମହିଳା କମିଶନ
ଭୁବନେଶ୍ୱର: ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ନିଜ ଆଡୁ ମାମଲା ଦାୟର କରି ଏସପିଙ୍କୁ ଜବାବ ମାଗିଛନ୍ତି ରାଜ୍ୟ ମହିଳା କମିଶନ । ୧୫ ଦିନ ଭିତରେ ଜବାବ ଦେବାକୁ ଏସପିଙ୍କୁ କୁହାଯାଇଛି ।…
ନେହେରୁଙ୍କ ପରିଚୟ ହେଉଛି ତାଙ୍କ କାର୍ଯ୍ୟ, ନେହେରୁ ମେମୋରିଆଲର ନାମ ପରିବର୍ତ୍ତନ ଉପରେ ରାହୁଲଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ : ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ନାମ ପରିବର୍ତ୍ତନ ନେଇ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନେହେରୁଙ୍କ ପରିଚୟ…
ସରିନି ବିପଦ, ୨୦୨୩ ହିଁ ବିଶ୍ୱ ପାଇଁ ମହାବିପଦ ଡାକି ଆଣିବ! ମାଳିକା କହୁଛି ହୋଇପାରେ ପ୍ରଳୟ
ମାଳିକା ଅନୁସାରେ ୨୦୨୩ ମହାବିନାଶର ବର୍ଷ ହେବ । ଘଟିବ ଅନେକ ଅଘଟଣ । ବଢିଯିବ ସୂର୍ଯ୍ୟଙ୍କ ତାପ । ବିଲ ଫାଟି ଆଁ କରିବ । ମରୁଡି ଦେଖାଦେବ । ମହାପୁରୁଷ ମାନେ ଲେଖିଛନ୍ତି ୨୦୨୩ ମସିହାରେ ମହାପ୍ରଳୟକୁ ସାମ୍ନା କରିବ…
Asia Cup-2023; ସଞ୍ଜୁ ସାମସନଙ୍କୁ ମିଳିବନି ଏସିଆ କପ୍ ଟିକେଟ! ଏହି ଖେଳାଳିଙ୍କୁ ମିଳିପାରେ ସୁବର୍ଣ୍ଣ ସୁଯୋଗ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ପରାଜୟର ପ୍ରଭାବ ଭାରତୀୟ ଦଳ ଏବଂ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଦେଖିବାକୁ ମିଳିବ । ବିଶେଷ କରି ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ଉପରେ…
Betting app scam, ୧,୪୦୦ କୋଟି ଟଙ୍କା ଠକି ନେଲା Betting App: ୧୨୦୦ ଲୋକ ଶୀକାର
ନୂଆଦିଲ୍ଲୀ: ବିଭିନ୍ନ ସନ୍ଦିଗ୍ଧ ଚୀନର ମୋବାଇଲ ଆପ୍ ବ୍ୟବହାର କରିବା ସମୟରେ ସଜାଗ ରହିବା ସହ ସଚେତନ ରହିବା ପାଇଁ ଲଗାତାର ସୂଚନା ଦେଉଛନ୍ତି ଭାରତ ସରକାର । ଦେଶରେ ଅନଲାଇନ ବେଟିଂ ଆପ୍ ବୃଦ୍ଧି ପାଉଥିବା ବେଳେ ଏହାର…
(Video) ସାବଧାନ! ସାରା ବିଶ୍ୱରେ ବ୍ୟାପୁଛି ଗାଜର ଘାସ: ଭୟଙ୍କର ରୋଗ ଆଣି ଆସୁଛି ପାର୍ଥେନିନ୍
ସାରା ବିଶ୍ୱରେ ବର୍ତ୍ତମାନ ଗାଜର ଘାସ ବ୍ୟାପିବାରେ ଲାଗିଛି । ଗାଜର ଘାସ ବା "ପାର୍ଥେନିୟମ ୱାଇଡ଼’ । ଏହି ଗାଜର ଘାସରେ ପ୍ରଚୁର ପରିମାଣର ଫୁଲ ଫୁଟେ । ଏବେ ସେହି ଫୁଲ ବାୟୁମଣ୍ଡଳକୁ ବ୍ୟାପିଯାଏ । ଏହି ଗାଜର ଘାସ…
Mid Day Mealରେ ସାମିଲ ହେଲା ଏହି ଖାଦ୍ୟ: ସପ୍ତାହରେ ଗୋଟିଏ ଦିନ ମିଳିବ ସ୍ପେଶାଲ ଆଇଟମ୍
ନୂଆଦିଲ୍ଲୀ: ପିଏମ୍ ପୋଷଣ ଯୋଜନା ଅଧୀନରେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ତାଲିକାରେ ପରିବର୍ତ୍ତନ କରାଯାଇଛି । ଏବେ ସ୍କୁଲ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସପ୍ତାହରେ ୪ ଦିନ ଡାଲିଜାତୀୟ ଖାଦ୍ୟ ସହିତ…
ବଡ଼ ଖବର… ୧୫ଟି ଭାଷାରେ ପରୀକ୍ଷା ଆୟୋଜନ କରିବେ ସରକାର: ଜିତେନ୍ଦ୍ର ସିଂହ
ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପରୀକ୍ଷାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ଷ୍ଟାଫ ସିଲେକ୍ସନ କମିଟି ଦ୍ୱାରା ଅନୁଷ୍ଠିତ ହେଉଥିବା ପରୀକ୍ଷା ଗୁଡ଼ିକୁ ୧୫ଟି ଭାଷାରେ ଆୟୋଜନ କରିବା ପାଇଁ ସରକାରଙ୍କ ତରଫରୁ…
Sex Invitation ନୁହେଁ ମହିଳାଙ୍କ ଆଧୁନିକ ଡ୍ରେସ: ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସେକ୍ସକୁ ନେଇ ମହିଳାଙ୍କ ଇଚ୍ଛାକୁ ସମର୍ଥନ କରିବା ଉଚିତ । ଯଦି ଜଣେ ମହିଳା ଏଥିପାଇଁ ମନା କରୁଛନ୍ତି, ତେବେ ଏହାକୁ ନା ବୋଲି ଗ୍ରହଣ କରାଯାଉ । ପାରମ୍ପରିକ ଡ୍ରେସ ନ ପିନ୍ଧିବା କିମ୍ବା ମଡର୍ଣ୍ଣ ଡ୍ରେସ…