Browsing Category

ଖବର

ରାଜ୍ୟ ସରକାର ବଢାଇଲେ ଇଲେକ୍ଟ୍ରିକ ଗାଡି କିଣିବାର ପ୍ରୋତ୍ସାହନ ରାଶି: ଏବେ ମିଳିବ ଏତିକି ଟଙ୍କା

ଭୁବନେଶ୍ୱର: ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଇଲେକ୍ଟ୍ରିକ ଯାନକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ଭବିଷ୍ୟତରେ ଏକ ସ୍ୱଚ୍ଛ ଏବଂ ପୋଷଣୀୟ ଓଡିଶା ଗଢି ତୋଳିବା ଲକ୍ଷ୍ୟରେ ଏହି ଗାଡି କିଣିବା ପାଇଁ ରାଜ୍ୟବାସୀଙ୍କୁ…

କ୍ଷୀର ଗାଡ଼ି ଭିତରେ ଗଞ୍ଜେଇ ଚାଲାଣ, ୧୦୦ କେଜିରୁ ଅଧିକ ଗଞ୍ଜେଇ ଜବତ ସହ ଜଣେ ଗିରଫ

ମାଲକାନାଗିରି: ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚୋରାଚାଲାଣ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇ ଥାନ୍ତି । ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କ୍ଷୀର ଗାଡ଼ି ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ…

ସବୁ କର୍ମଚାରୀ ପାଇବେ ଦୁଇଗୁଣ ଦରମା: ଓଭରଟାଇମ କଲେ ମିଳିବ ଏହିସବୁ ସୁବିଧା, ଘୋଷଣା କଲେ ସରକାର

ନୂଆଦିଲ୍ଲୀ: କୋଟି କୋଟି କର୍ମଚାରୀଙ୍କ ପାଇଁ ସରକାର ଆଣିଛନ୍ତି ଖୁସି ଖବର । ଏଣିକି ଅପିସରେ ଓଭରଟାଇମ କାମ କରୁଥିବା କର୍ମଚାରୀଙ୍କୁ ମିଳିବ ପରିଶ୍ରମର ଫଳ । ଗୋଟିଏ ଦିନରେ ୮ ଘଣ୍ଟାରୁ ଅଧିକ କାମ କରିବା କିମ୍ବା…

Swiggyରେ ଅର୍ଡର କଲେ ଦେବାକୁ ପଡିବ ଅଧିକ ଟଙ୍କା: ଏହି ସେବା ପାଇଁ ଲାଗିବ ଚାର୍ଜ

ନୂଆଦିଲ୍ଲୀ: ସ୍ୱିଗିରେ ଖାଦ୍ୟ ଅର୍ଡର କରୁଥିବା ସମସ୍ତ ୟୁଜରମାନଙ୍କୁ ଏକ ଶକ୍ତ ଝଟକା ଲାଗିଛି । ଅନଲାଇନ ଫୁଡ ଡେଲିଭାରୀ ପ୍ଲାଟଫର୍ମ ସ୍ୱିଗି ଏବେ ଆହୁରି ମହଙ୍ଗା ହୋଇଯାଇଛି । ଏଣିକି କାର୍ଟ ଅର୍ଡର ଅପେକ୍ଷା ଅଧିକ…

ବଡ ଖୁସିଖବର: ରାଜ୍ୟରେ ଏହି କର୍ମଚାରୀଙ୍କର ବଢିଲା ଦରମା, ଆଂଶିକ ଭାବରେ ଶିକ୍ଷକ ହେବେ ଲାଭବାନ୍

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ସମସ୍ତଙ୍କ ଦରମା ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି ମାନ୍ୟବର…

ଖୁସିଖବର ଦେଲେ କୃଷିମନ୍ତ୍ରୀ, PM Kisaan Yojnaରେ ପରିବର୍ତ୍ତନ: ମିଳିବ ଏହି ସବୁ ଫାଇଦା

ନୂଆଦିଲ୍ଲୀ: ଦେଶରେ କୃଷି କ୍ଷେତ୍ରର ବିକାଶ ପାଇଁ ଲଗାତାର ଗୋଟିଏ ପରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି । କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ କୃଷି ପ୍ରତି ଯୁବପିଢୀଙ୍କୁ ଆକର୍ଷିତ କରିବା…

ରାଜ୍ୟରେ କାଳବୈଶାଖୀ ପାଇଁ ଆଲର୍ଟ ଜାରି: ୨୧ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି । ଏଥିପାଇଁ ବିଭିନ୍ନ ଜିଲ୍ଲାରେ ବର୍ଷା ମଧ୍ୟ ଲାଗି ରହିଛି । ତେବେ ଏହା ମଧ୍ୟରେ ଆହୁରି କିଛି ଦିନ ପାଇଁ ଆଲର୍ଟ ଜାରି ରଖିଛି…

ବଡ ଖବର, ମେ’ ୧ ତାରିଖରୁ ସାଇବାବାଙ୍କ ମନ୍ଦିର ବନ୍ଦ: ଅନିର୍ଦ୍ଦିଷ୍ଟ କାଳ ଯାଏ ଖୋଲିବନି ତାଲା

ମୁମ୍ବାଇ: ଆସନ୍ତା ମେ' ଆରମ୍ଭରୁ ସାଇବାବାଙ୍କ ମନ୍ଦିର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ । ମହାରାଷ୍ଟ୍ରର ଶିରିଡିରେ ଥିବା ସାଇବାବାଙ୍କ ପ୍ରସିଦ୍ଧ ମନ୍ଦିର ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ତେବେ…

ପୁରୀରୁ ହାଓଡା ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ୍‍ର ପରୀକ୍ଷାମୂଳକ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‍ ଟ୍ରେନ୍‍ର ପରୀକ୍ଷାମୂଳକ ଚଳାଚଳ ଆରମ୍ଭ ହୋଇଛି । ପୂର୍ବ ନିର୍ଦ୍ଧାରୀତ ସୂଚୀ ଅନୁୟାୟୀ ବନ୍ଦେ ଭାରତ ଏକ୍ସପ୍ରେସ୍‍ ଆଜି ଅପରାହ୍ନ ଗୋଟାଏ ୫୦ ମିନିଟ୍‍ ସମୟରେ ପୁରୀରୁ…

୪ ବର୍ଷ ଭିତରେ ଭାରତୀୟ ସେନାରେ ଅଫିସର ହେବାର ସୁଯୋଗ: ଏହି ସ୍କିମ କରିବ ସାହାଯ୍ୟ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଅନେକ ଯୁବପିଢୀଙ୍କ ମନାରେ ଇଚ୍ଛା ଏବଂ ଆଶା ରହିଥାଏ । କିନ୍ତୁ କିଛି ପିଲା ଏହାକୁ ସପଳତା ସହ ହାସଲ କରିପାରୁଥିବା ବେଳେ ଆଉ କିଛି ପ୍ରାର୍ଥି ଭର୍ତ୍ତି ହୋଇ ପାରନ୍ତି…