Browsing Category

ଖବର

ବାମରା ରେଳ ଷ୍ଟେସନ୍‌ରେ ରହିବ ୩ଟି ଏକ୍ସପ୍ରେସ ଟ୍ରେନ୍‌

ବାମରା, (ଭାସ୍କର ନ୍ୟୁଜ୍‌): ଦକ୍ଷିଣ- ପୂର୍ବ ରେଳ ବାମରା ରେଳ ଷ୍ଟେସନରେ ଗତ ପ୍ରାୟ ୨ ବର୍ଷ ହେବ କରୋନା ମହାମାରୀ ଯୋଗୁଁ ଛିଡା ହେଉଥିବାରୁ ଅନେକ ଏକ୍ସପ୍ରେସ ଟ୍ରେନ୍‌ର ରହଣୀ ଏଠାରେ ଉଚ୍ଛେଦ କରାଯାଇଥିଲା । ତେବେ…

୭ରେ ପୌରସଂସ୍ଥା ଉପାଧ୍ୟକ୍ଷ ଓ ଡେପୁଟି ମେୟର ନିର୍ବାଚନ: ଚୌକି ପାଇଁ ଶାସକ ଓ ବିରୋଧ ମଧ୍ୟରେ ଚାଲିଛି କସରତ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆସନ୍ତା ୭ ତାରିଖରେ ୧୦୫ଟି ପୌରସଂସ୍ଥାର ଉପାଧ୍ୟକ୍ଷ ଓ ୩ଟି ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ପରୋକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ…

ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ବିଶ୍ୱରେ ଗହମ ଅଭାବ: ୨୦୨୨-୨୩ ଆର୍ଥିକ ବର୍ଷରେ ୧ କୋଟି ଟନରୁ ଅଧିକ ଗହମ ରପ୍ତାନୀ କରିବ ଭାରତ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ପାଇଁ ସମଗ୍ର ବିଶ୍ୱ ବଜାରରେ ବର୍ତ୍ତମାନ ଗହମର ଅଭାବ ଦେଖାଦେଇଛି । ଉଭୟ ରାଷ୍ଟ୍ର ବିଶ୍ୱର ଦୁଇ ପ୍ରମୁଖ ଗହମ ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ଯୁଦ୍ଧ ପରିସ୍ଥିତି ଓ କଟକଣା କାରଣରୁ…

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା: ଗାଧେଇବା ବେଳର ଫଟୋ ଉଠାଉଥିଲେ ହେଡ୍ ସାର୍ [Video]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୁରୁ ଏବଂ ଶିଷ୍ୟର ସଂପର୍କରେ ଲାଗିଲା କଳଙ୍କ ଛିଟା । ବିଦ୍ୟାଳୟ ଭିତରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ବା ଅଶାଳୀନ ମନ୍ତବ୍ୟ ଦେବା ସହିତ ଅଶ୍ଳୀଳ ଫଟୋ ଭାଇରାଲ କରିବାର ଦେଲେ ଧମକ ।…

ବଲିଉଡ୍‌ ପରେ ହଲିଉଡ୍‌ରେ ଏଣ୍ଟ୍ରି କରିବେ ରିଚା ଚଢା, ଆଗାମୀ ପ୍ରୋଜେକ୍ଟ ପାଇଁ ଆରମ୍ଭ କଲେ ଟ୍ରେନିଂ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ସୁନ୍ଦର ଏବଂ ଷ୍ଟାଇଲିଶ ଦେଖାଯାଉଥିବା ରିଚା ଚଢା ଖୁବ୍‌ ପରିଚିତ । ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଲଗା ଅଲଗା ଚରିତ୍ର ପାଇଁ ବେଶ ଲୋକପ୍ରିୟ । ତାଙ୍କୁ ନେଇ ଏବେ ନୂଆ ଖବର ଶୁଣିବାକୁ…

ଛାଡପତ୍ର ପରେ ସ୍ତ୍ରୀ ଦେବ ସ୍ୱାମୀଙ୍କୁ ଭରଣପୋଷଣ ଅର୍ଥ, ଔରଙ୍ଗାବାଦ ହାଇକୋର୍ଟ ରାୟକୁ ବମ୍ବେ କୋର୍ଟଙ୍କ ସମର୍ଥନ

ନୂଆଦିଲ୍ଲୀ: କୌଣସି ବିବାହ ବିଚ୍ଛେଦ ମାମଲାରେ ସ୍ୱାମୀ ସ୍ତ୍ରୀକୁ ଭରଣପୋଷଣ ଅର୍ଥ ଦେଉଥିବା କଥା ସମସ୍ତଙ୍କର ନଜିର୍‌ ରହିଛି । କିନ୍ତୁ ନିକଟରେ ଔରଙ୍ଗାବାଦ ହାଇକୋର୍ଟ ଏପରି ଏକ ରାୟ ଶୁଣାଇଛନ୍ତି ଯାହା ପୁରା ଓଲଟା ।…

ପେଟିଏମ୍‌ ଓ ରେଳ ବିଭାଗ ଆଣିଲେ ଖୁସି ଖବର: ରେଳଯାତ୍ରା ପାଇଁ ଏଣିକି ଆଗ ଟିକେଟ୍‌, ପରେ ଦେବେ ଟଙ୍କା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ପେଟିଏମ୍‌ ଓ ରେଳ ବିଭାଗ ଆଣିଲେ ଖୁସି ଖବର । ଏଣିକି ଆଗ ଟିକେଟ୍‌, ପରେ ଅର୍ଥ ପୈଠ । ଏଣିକି ରେଳଯାତ୍ରା କଲେ ପ୍ରଥମେ ଟିକେଟ୍‌ ବୁକ୍‌ କରି ପରେ ଟଙ୍କା ଦେଇପାରିବେ ଯାତ୍ରୀ ।…

ଭାରସାମ୍ୟ ହରାଇ ଓଲଟିଲା ପାଇଖାନା ସଫା ଗାଡ଼ି, ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ଚାଳକ ଓ ହେଲ୍ପର

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ବାରଙ୍ଗ ନିକଟ ବରିମୁଣ୍ଡ ଗ୍ରାମ ହନୁମାନ ମନ୍ଦିର ନିକଟରେ  ଏକ ପାଇଖାନା ସଫା ଟାଙ୍କି ଗାଡି ଓଲଟି ପଡିଥିବା ଜଣାପଡିଛି । ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି ଡ୍ରାଇଭର ଓ ହେଲପର୍‌…

ଆନ୍ଧ୍ରରେ ସୃଷ୍ଟି ହେଲା ଆଉ ୧୩ ନୂଆ ଜିଲ୍ଲା, ସଂଖ୍ୟା ୨୬କୁ ବୃଦ୍ଧି: ଆଜି ଉଦ୍‌ଘାଟନ କରିବେ ମୁଖମନ୍ତ୍ରୀ

ହାଇଦ୍ରାବାଦ୍‌: ଆନ୍ଧ୍ର ପ୍ରଦେଶର ୧୩ଟି ନୂଆ ଜିଲ୍ଲା ସୃଷ୍ଟି କରାଯାଇ ସମୁଦାୟ ଜିଲ୍ଲା ସଂଖ୍ୟା ୨ଗୁଣ ବା ୨୬କୁ ବୃଦ୍ଧି କରାଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ଜଗନ୍‌ ରେଡ୍ଡୀ ଉକ୍ତ ନୂଆ ଜିଲ୍ଲାଗୁଡ଼ିକୁ ଉଦ୍‌ଘାଟନ କରିବେ…

ରାଉରକେଲାରେ ବଡ ଧରଣର ଜିଏସ୍‌ଟି ଠକେଇ ନେଇ ଚଢ଼ଉ, ରେଡ ବେଳେ ସଂସ୍ଥା ମାଲିକ ଅନୁପସ୍ଥିତ

ରାଉରକେଲା, (ଭାସ୍କର ନ୍ୟୁଜ୍‌) :୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଜିଏସ୍‌ଟି ଠକେଇ ନେଇ କେନ୍ଦ୍ରୀୟ ଜିଏସ୍‌ଟି ପକ୍ଷରୁ ଚଢ଼ଉ କରାଯାଇଛି । ରାଉରକେଲାରେ ଥିବା ଟପ୍‌ ଟେକର ନାମକ ଏକ ସଂସ୍ଥା ୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର…