Browsing Category
ଖବର
ଆଜିଠାରୁ ରେଳ ଯ।ତ୍ରୀଙ୍କ ପାଇଁ ବଦଳିଲା ନିୟମ, ଟିକେଟ୍ ବୁକିଂରେ ଦେଖାଦେଇପାରେ ସମସ୍ୟା
ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତାହାଲେ ଏହି ଖବର ଜାଣିରଖନ୍ତୁ। ୧୫ ଜୁଲାଇ ଅର୍ଥାତ୍ ଆଜିଠାରୁ ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ କିଛି ପରିବର୍ତ୍ତନ କରିଛି।
ତତକାଳ ଟିକେଟ୍ ବୁକିଂକୁ ସ୍ୱଚ୍ଛ…
Cricket at LA28 Olympics: ଅଲିମ୍ପିକ୍ସ ୨୦୨୮ ପାଇଁ କ୍ରିକେଟର ମ୍ୟାଚ ସୂଚୀ ଜାରି, କେତେ ଟିମ୍ ଭାଗନେବେ ଜାଣନ୍ତୁ
ନୂଆଦିଲ୍ଲୀ: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ, କ୍ରିକେଟ୍ ଖେଳ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସକୁ ଫେରିବାକୁ ଯାଉଛି । ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ୨୦୨୮ (LA2028) ର ଆୟୋଜନ କମିଟି ପକ୍ଷରୁ କ୍ରିକେଟ୍ କାର୍ଯ୍ୟସୂଚୀ ଜାରି…
ଆସିଲା ବଡ଼ ଖବର; ସ୍ଥଗିତ ରହିଲା ଭାରତୀୟ ନର୍ସଙ୍କ ଫାଶୀଦଣ୍ଡ, ଜାଣନ୍ତୁ ଏହା ସମ୍ଭବ ହେଲା କିପରି ?
ନୂଆଦିଲ୍ଲୀ: ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୂତ୍ର ଅନୁସାରେ, ୟେମେନର ସ୍ଥାନୀୟ କର୍ତ୍ତୁପକ୍ଷ ନିମିଶା ପ୍ରିୟାଙ୍କ ପାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ବୋଲି ଶୁଣିବାକୁ…
ଭାରତୀୟଙ୍କ ପାଇଁ ଖୁସି ଖବର, ରିଲ୍ସ ତିଆରି କଲେ ସରକାର ଦେବେ ୧୫ ହଜାର ଟଙ୍କା
ନୂଆଦିଲ୍ଲୀ: ଆପଣ ରିଲ୍ସ କରିବାରେ ସୋଉକ୍ ରଖୁଛନ୍ତି କି, ତାହାଲେ ଆପଣଙ୍କ ପାଇଁ ଖୁସି ଖବର। ରିଲ୍ସ ତିଆରି କଲେ କେନ୍ଦ୍ର ସରକାର ଦେବେ ୧୫ ହଜାର ଟଙ୍କା। କଥାଟି ଆପଣଙ୍କୁ ମିଛ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ।…
ଚତୁର୍ଥ ଟେଷ୍ଟ ପାଇଁ ଘୋଷଣା ହେଲା ଟିମ୍, ଦଳରୁ ବାଦ୍ ପଡ଼ିଲେ ଏହି ଖେଳାଳି
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ସୋମବାର ଦିନ ଶେଷ ହୋଇଛି। ଯେଉଁଥିରେ ଇଂଲଣ୍ଡ ବାଜିମାତ୍ କରିଥିବା ସହ ଭାରତ ପରାଜିତ ହୋଇଛି।
ଆଉ ଏହାସହ ପରବର୍ତ୍ତୀ ଟେଷ୍ଟ ପାଇଁ…
ଲକ୍ଷ୍ନୌ କୋର୍ଟରେ ଆତ୍ମସମର୍ପଣ କଲେ ରାହୁଲ ଗାନ୍ଧୀ, 5ମିନିଟ ପରେ ମିଳିଗଲା ଜାମିନ୍, ଜାଣନ୍ତୁ ମାମଲା
ନୂଆଦିଲ୍ଲୀ: ଏକ ମାନହାନି ମାମଲାରେ କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲକ୍ଷ୍ନୌର ଏମପି-ଏମଏଲଏ କୋର୍ଟରେ ସରେଣ୍ଡର କରିଛନ୍ତି । ଏହା ପରେ ତୁରନ୍ତ ରାହୁଲ ଗାନ୍ଧୀଙ୍କ ଓକିଲ ଜାମିନ ଆବେଦନ…
ମହାକାଶରୁ ଫେରିବା ପରେ ଏହିସବୁ କଷ୍ଟ ଭୋଗିବେ ଶୁଭାଂଶୁ ଶୁକ୍ଳା
ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଆଜି ଅପରାହ୍ନରେ ପ୍ରଶାନ୍ତ ମହାସାଗରରେ ସଫଳ ଅବତରଣ କରିଛନ୍ତି।
ଶୁଭାଂଶୁ ଶୁକ୍ଲା ଏବଂ ଅନ୍ୟ ତିନି ଜଣ ମହାକାଶଚାରୀ ଆକ୍ସିଅମ୍-୪ ମିଶନ…
Shubhanshu Shukla Return: ପୃଥିବୀକୁ ଫେରିଲେ ଶୁଭାଂଶୁ ଶୁକ୍ଳା, ମହାକାଶରେ ବିତାଇଲେ ୧୮ ଦିନ..ଦେଖନ୍ତୁ ଲ୍ୟାଣ୍ଡିଂ Video
ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି । ISSରେ 18 ଦିନର ରହଣି ଏବଂ ପ୍ରାୟ 23 ଘଣ୍ଟାର ଯାତ୍ରା ପରେ, ତାଙ୍କ ମହାକାଶଯାନ…
୩୬ ଘଣ୍ଟା ପରେ କୂଅରୁ ICICI ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର
ବିହାର: ନିଖୋଜ ଆଇସିଆଇସିଆଇ ଲୋମ୍ବାର୍ଡ ଶାଖା ପରିଚାଳକ ଅଭିଷେକ ବରୁଣଙ୍କ ମୃତଦେହ ବିହାରର ପାଟନାରୁ ଉଦ୍ଧାର ହୋଇଛି। ସେ ଗତ ୩୬ ଘଣ୍ଟା ଧରି ନିଖୋଜ ଥିଲେ ଏବେ ତାଙ୍କ ମୃତଦେହ ବେଉର ଅଞ୍ଚଳର ଏକ କୂଅରୁ ଉଦ୍ଧାର…
ରେଳବାଇ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ମାର୍ଚ୍ଚ ଭିତରେ ନିଯୁକ୍ତି ପାଇବେ ଏକ ଲକ୍ଷ ପ୍ରାର୍ଥୀ
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ବମ୍ପର ନିଯୁକ୍ତି। ମାର୍ଚ୍ଚ ୨୦୨୬ ସୁଦ୍ଧା, ଭାରତୀୟ ରେଳବାଇ ଏକ ଲକ୍ଷ ପଦବୀରେ ନିଯୁକ୍ତି ଦେବାକୁ ଯାଉଛି। ପ୍ରକୃତରେ, ୨୦୨୪ ମସିହାରେ, ରେଳବାଇ ବୋର୍ଡ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ…