Browsing Category
ଖବର
ଭୁଶୁଡ଼ୁଛି ମାଓଗଡ଼: ୬ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ, 12 ଆତ୍ମସମର୍ପଣ
ମାଲକାନଗିରି: ଛତିଶଗଡରେ ଭୁଶୁଡୁଛି ମାଓଗଡ଼ । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମାରେ ଧରାପଡିଲେ ୬ଜଣ ହାର୍ଡକୋର୍ ମାଓବାଦୀ । ଏହା ସହିତ ଦନ୍ତେୱାଡ଼ାରେ 12 ମାଓବାଦୀ କରିଛନ୍ତି ଆତ୍ମସମର୍ପଣ ।
କମ୍ବିଂ…
(Video) ଏମିତି କିଏ କରେ..ପାହାଡ଼ ଉପରେ ଷ୍ଟଣ୍ଟ କରୁଥିଲେ ବ୍ୟକ୍ତି, ଶୋ-ଅଫ୍ ଯୋଗୁଁ 300 ଫୁଟ ତଳକୁ ଖସିଗଲା କାର
ନୂଆଦିଲ୍ଲୀ: ମହାରାଷ୍ଟ୍ରର ସତାରା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ କାର ସହିତ ଷ୍ଟଣ୍ଟ କରିବା ପାଇଁ ବହୁତ ମୂଲ୍ୟ ଦେବାକୁ ପଡିଲା। ଷ୍ଟଣ୍ଟ ସମୟରେ ବ୍ୟକ୍ତି ଜଣକ କାର…
Earthquake Today: ଦିଲ୍ଲୀ ପରେ ଏବେ ଥରିଲା ହିମାଚଳ, ସକାଳୁ ସକାଳୁ ଦୋହଲିଲା ମାଟି
ନୂଆଦିଲ୍ଲୀ: ହରିୟାଣା ଏବଂ ଦିଲ୍ଲୀ ଏନସିଆର ପରେ ଏବେ ହିମାଚଳ ପ୍ରଦେଶରେ ଭୂମିକମ୍ପ ହୋଇଛି । ଆଜି ସକାଳୁ ସକାଳୁ ଥରିଛି ମାଟି ।
ଥରିଲା ଚମ୍ବା- ଆଜି ସକାଳେ ଚମ୍ବା ଜିଲ୍ଲାରେ ଭୂମିକମ୍ପ ହୋଇଥିଲା। ଶୁକ୍ରବାର ସକାଳେ…
ଲିଭର କ୍ୟାନ୍ସର-ସିରୋସିସ୍ ହେବାର ଆଶଙ୍କା ୪୦% ହ୍ରାସ କରିବ ଏହି କଳା ପାଣି…ଡାକ୍ତର ମଧ୍ୟ ଦିଅନ୍ତି ପରାମର୍ଶ
ଓଡ଼ିଶା ଭାସ୍କର: କେବଳ ଖାଦ୍ୟ ନୁହେଁ, ନିଦ ଏବଂ କିଛି ପାନୀୟ ଜିନିଷ ମଧ୍ୟ ଲିଭରକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଲିଭର କ୍ୟାନସର ଏବଂ ଲିଭର ସିରୋସିସ୍ ହେବାର ଆଶଙ୍କା କମ କରିବା ପାଇଁ,…
ଓଡ଼ିଶା ଆସୁଛନ୍ତି ରାହୁଲ-ଖଡଗେ, ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବେ
ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏନେଇ କଂଗ୍ରେସ ଶିବିରରେ ଉତ୍ସାହ ଦେଖାଯାଇଛି ।
ଆସୁଛନ୍ତି ରାହୁଲ- ଆଜି ଭୁବନେଶ୍ବରର…
ଶ୍ରାବଣ ମାସର ପ୍ରଥମ ଦିନ ଏହି ରାଶିଙ୍କ ଉପରେ ରହିବ ଶିବଙ୍କ କୃପା, ପୂରା ହେବ ଅଧୁରା କାମ
ଓଡ଼ିଶା ଭାସ୍କର: ଆଜି ଶ୍ରାବଣ କୃଷ୍ଣ ପକ୍ଷର ପ୍ରତିପଦା ତିଥି। ପ୍ରତିପଦା ତିଥି ଆଜି ମଧ୍ୟ ରାତ୍ରି 2:09 ପର୍ଯ୍ୟନ୍ତ ରହିବ। ବୈଦୃତି ଯୋଗ ଆଜି ରାତି 8:44 ପର୍ଯ୍ୟନ୍ତ ରହିବ। ଏହା ସହିତ ଉତ୍ତରାଷାଢ ନକ୍ଷତ୍ର…
ବ୍ରାଜିଲ ପରେ ଟ୍ରମ୍ପଙ୍କ ଟାର୍ଗେଟରେ କାନାଡା! ୩୫ ପ୍ରତିଶତ ଟାରିଫ ଲାଗୁ
ନୂଆଦିଲ୍ଲୀ: ବ୍ରାଜିଲ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କାନାଡା ଉପରେ ଟାରିଫ ଲାଗୁ କରିଛନ୍ତି । ଟ୍ରମ୍ପ ଗୁରୁବାର ଘୋଷଣା କରିଛନ୍ତି ଯେ କାନାଡାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ 35 ପ୍ରତିଶତ…
ଶ୍ରାବଣ ମାସରେ ପୂରଣ ହେବ ଏହି 3 ରାଶିର ବ୍ୟକ୍ତିଙ୍କ ଇଚ୍ଛା, ରହିବ ମହାଦେବଙ୍କ କୃପା
ନୂଆଦିଲ୍ଲୀ: ଶ୍ରାବଣ ମାସ ଅନେକ ରାଶି ପାଇଁ ଖୁସିର ଦିନ ନେଇ ଆସୁଛି । ଏହି ମାସ ଅନେକ ରାଶି ପାଇଁ ଶୁଭଫଳ ମିଳିବ ।
ମେଷ- କାର୍ଯ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ହ୍ରାସ ପାଇବ । ଆୟର ଉତ୍ସ ବୃଦ୍ଧି ପାଇବ । ଚାକିରିରେ…
2026 ମସିହାରେ ପୁରୀରେ ହେବ ପୂର୍ବାଞ୍ଚଳ ପରିଷଦ ବୈଠକ, ରାଞ୍ଚିରୁ ଫେରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଆଜି ପୂର୍ବାଞ୍ଚଳ ପରିଷଦ ବୈଠକ ଥିଲା। ଭାରତ ସରକାରଙ୍କ ଗୃହମନ୍ତ୍ରୀ ଅମିତ ସାହା ବୈଠକର ଅଧ୍ୟକ୍ଷତା କରିଥିଲେ । ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ…
ଆକାଶରେ ଉଡୁଉଡୁ ହଠାତ୍ ନଦୀର ଗଭୀର ପାଣି ଭିତରେ ଖସି ପଡ଼ିଲା ହେଲିକପ୍ଟର
ମାଲେସିଆ: ପକ୍ଷୀ ପରି ଆକାଶରେ ଉଡ଼ି ଉଡ଼ି ଯାଉଥିଲା ହେଲିକପ୍ଟର। ଆଉ ତଲେ ଥିଲା ନଦୀର ଗଭିର ଗଣ୍ଡ। ଆଉ ସେହି ନଦୀର ଗଭୀର ପାଣି ଭିତରେ ବୋଟ୍ ଯୋଗେ ମାଛ ଧରୁଥିଲେ ମାଛଧରାଳୀ। ହେଲେ ହଠାତ୍ କ'ଣ ହେଲା କେଜାଣି ପାଣି…