Browsing Category
ଖବର
OpenAI ଲଞ୍ଚ କଲା ନୂଆ AI ମଡେଲ o3-pro; କଣ ଏଥିରେ ଖାସ୍ ?
ନୂଆଦିଲ୍ଲୀ: OpenAI ଲଞ୍ଚ କଲା ଏହାର ଅତ୍ୟାଧୁନିକ ଏଆଇ ମଡେଲ o3-pro । ଆମେରିକାର ଏଆଇ ରିସର୍ଚ୍ଚ କମ୍ପାନୀ ଓପନ ଏଆଇ (OpenAI) ଆନୁଷ୍ଠାନିକ ଭାବରେ ଲଞ୍ଚ କରିଛି o3-pro । ଏହା ଏକ ନୂତନ କୃତ୍ରିମ ବୁଦ୍ଧିମତ୍ତା…
ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ +୩ କଟ୍ଅଫ୍ ମାର୍କ, ସବୁ ବିଭାଗରେ ରେଭେନ୍ସା ଆଗରେ
କଟକ: ରାଜ୍ୟରେ +୩ ନାମ ଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । ବିଜ୍ଞାନ, ବାଣିଜ୍ୟ, କଳାରେ ରେଭେନ୍ସାରେ ଜାଇଛି…
ରାଜା ରଘୁବଂଶୀଙ୍କୁ 5 ନୁହେଁ, 6 ଜଣ କରିଥିଲେ ହତ୍ୟା ! ଷଷ୍ଠ ଅଭିଯୁକ୍ତ କିଏ ?
ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ହତ୍ୟାକାଣ୍ଡରେ 5 ଜଣ ନୁହେଁ ବରଂ 6 ଜଣ ସମ୍ପୃକ୍ତ ଥିବା ନେଇ ଦାବି କରାଯାଉଛି ।
ମେଘାଳୟ ପୋଲିସ ରାଜା ରଘୁବଂଶୀ…
ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା: IAS ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ
ମାଲକାନଗିରି: ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା । ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କଲେ ମାଲକାନାଗିରି SDJM କୋର୍ଟ । 50 ହଜାର ଟଙ୍କାର 2ଟି ମୁଚାଲିକା…
ଦୁଇ ବାଇକ ମୁହାଁମୁହିଁ ଧକ୍କା: 2 ମୃତ, ଜଣେ ଗୁରୁତର
ଅନୁଗୁଳ: 2 ବାଇକ ମୁହାଁମୁହିଁ ଧକ୍କା । ଚାଲିଗଲା 2 ଜଣଙ୍କ ଜୀବନ । ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ 2ଜଣକ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ…
ଏଥର ବର୍ଷାରେ ଭିଜିବ ସଜବାଜରୁ ଶେଷ ରଜ: ଆଜିଠୁ କମିବ ତାତି, ବଢିବ ବର୍ଷା
ଭୁବନେଶ୍ବର: ଆଜିଠୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି । ବର୍ଷାରେ ଭିଜିବ ରଜ । ଆଗାମୀ 7 ଦିନ ପାଇଁ ରାଜ୍ୟରେ ଜାରି ରହିବ ବର୍ଷା । ଦିନର ତାପମାତ୍ରା ଆଜିଠୁ 2ରୁ 3 ଡିଗ୍ରୀ ଖସିବ ବୋଲି ଅନୁମାନ କରିଛି ପାଣିପାଗ…
ଦେବସ୍ନାନ ପୂର୍ଣ୍ଣିମା ପରେ ଏହି ରାଶିମାନଙ୍କ ଘରକୁ ଆସିବେ କୁବେର, ହେବ ଧନର ବର୍ଷା
ଓଡ଼ିଶା ଭାସ୍କର: ଦେବସ୍ନାନ ପୂର୍ଣ୍ଣିମା ପରେ ସୁନାର ଚାମଚରେ ଖାଇବେ ଏହି ରାଶିର ଲୋକେ । ଘରକୁ ଆସିବେ କୁବେର । ହେବ ଧନର ବର୍ଷା।
ମେଷ: ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ପରିବାର ସଦସ୍ୟଙ୍କ ସହ ଉତ୍ତମ…
ଭଦ୍ରକରେ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା, ଆଜିଠୁ 24 ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ
ଭଦ୍ରକ: ବନ୍ଦ ହେଲା ଇଣ୍ଟରନେଟ ସେବା । ଭଦ୍ରକରେ ଗୋଷ୍ଠୀ ସଂଘର୍ଷରେ ଗୁରୁତର ଯୁବକଙ୍କ ମୃତ୍ୟୁ ଘଟଣାରେ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହାକୁ ଆଖି ଆଗରେ ରଖି ଭଦ୍ରକରେ 24 ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ…
ଯାଜପୁରରେ ମୁଣ୍ଡ ନେଉଛି ଝାଡ଼ାବାନ୍ତି; ଦୁଇ ଦିନରେ 9 ଜଣଙ୍କ ମୃତ୍ୟୁ
ଯାଜପୁର: ଅଣାୟତ ଝାଡ଼ାବାନ୍ତି । ବଢିବାରେ ଲାଗିଛି ମୃତ୍ୟୁସଂଖ୍ୟା । ଯାଜପୁର ଜିଲ୍ଲାରେ ବ୍ୟାପୁଛି ଡାଇରିଆ । ଗତ ଦୁଇ ଦିନ ଭିତରେ 500 ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 9କୁ…
ପାକିସ୍ତାନର ପ୍ରତିରକ୍ଷା ବଜେଟ୍ ଭାରତର ଏହି ରାଜ୍ୟର ବଜେଟ୍ ତୁଳନାରେ କମ୍, ଅସ୍ତ୍ରଶସ୍ତ୍ରରେ ଖର୍ଚ୍ଚ କରେ…
ଇସଲାମାବାଦ/ନୂଆଦିଲ୍ଲୀ,୧୧ା୬: ଭାରତ ସହିତ ଉତ୍ତେଜନା ପରେ ପାକିସ୍ତାନର ଗୁପ୍ତ କଥା ସବୁ ଧିରେ ଧିରେ ପଦାକୁ ଆସୁଛି । ଭାରତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ପାକିସ୍ତାନ ଭିତରେ ଆକ୍ରମଣ କରି ବହୁତ କ୍ଷତି…