Browsing Category
ଖବର
୫ ହଜାର ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ବଢ଼ିଲା ଚିନ୍ତା
ନୂଆଦିଲ୍ଲୀ: ପୁଣି ଅମାନିଆ ହେଲାଣି କରୋନା। ଦିନକୁ ଦିନ ବଢ଼ି ବଢ଼ି ଚାଲିଛି କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟ ହେଉ କି ଦେଶ ସବୁଠି ମାଡ଼ି ମାଡ଼ି ଚାଲୁଛି କରୋନା ଭୂତାଣୁ। ଆଉ ଏବେ ଏହି କରୋନା ଆକ୍ରାନ୍ତଙ୍କ…
ଘର ଭିତରେ ହେଲା ବିସ୍ଫୋରଣ, ମା’ ମୃତ, ଶିଶୁ ଗୁରୁତର
ଖୋର୍ଦ୍ଧା: ଘର ଭିତରେ ବିସ୍ଫୋରଣ। ଘରେ ଥିଲେ ମା' ଓ ଛୁଆ। ବିସ୍ଫୋରଣରେ ମାଆଙ୍କର ମୃତ୍ୟୁ ହୋଇଥିବା ବେଳେ ଶିଶୁଟି ଗୁରୁତର ଅଛି। ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାଟି ହେଉଛି ଖୋର୍ଦ୍ଧା ବୋଲଗଡ଼ ଥାନା…
ହାତୀଙ୍କ ଉତ୍ପାତ, ଚାଉଳ, ମାଣ୍ଡିଆ ଖାଇବା ସହ ନଗଦ ୮୦ ହଜାର ଟଙ୍କା ଖାଇଦେଲେ
ରାୟଗଡ଼ା: ହାତୀଙ୍କ ଉତ୍ପାତ। ଘରେ ପଶିଲେ ଚାଉଳ, ମାଣ୍ଡିଆ ଖାଇବା ସହ ଘର ଭାଙ୍ଗିଲେ। ଏତିକିରେ ସେମାନଙ୍କର ମନ ଶାନ୍ତି ହେଲା ନାହିଁ ଯେ, ମେହନତ କରି ଜମା କରିଥିବା ସବୁତକ ଟଙ୍କା ତାହା ପୁଣି ହଜାରେ କି ଦୁଇ ହଜାର…
ଇଲେକ୍ଟ୍ରିସିଆନକୁ ମାରି ମାଟି ତଳେ ପୋତିଦେଲେ
ବରଗଡ଼: ମଣିଷ ଭୁଲିଲା ମଣିଷ ପଣିଆ। ଜଣେ ଲୋକକୁ ମାରି ମାଟିରେ ପୋତିଦେଲା ଆଉ ଜଣେ ମଣିଷ। କିଏ କଲା କାହିଁକି କଲା ତାହା ଏପର୍ଯ୍ୟନ୍ତ କିଛି ବି ଜଣାପଡିଲା ନାହିଁ। ଏଭଳି ଏକ ମର୍ମନ୍ତୁଦ ଘଟଣା ଦେଖିବାକୁ ମିଳିଛି ବରଗଡର…
World Poha Day 2025: ଇନ୍ଦୋରବାସୀଙ୍କ କାହିଁକି ପ୍ରିୟ ଜଳଖିଆ ପୋହା? ଜାଣନ୍ତୁ ଏହାର ଇତିହାସ
ନୂଆଦିଲ୍ଲୀ: ପୋହା ଏକ ସିମ୍ପଲ ଡିସ୍ ହୋଇପାରେ କିନ୍ତୁ ଏହାର ଅନେକ ସ୍ୱାସ୍ଥ୍ୟଗତ ଲାଭ ଅଛି । ଯାହା ଯୋଗୁଁ ଏହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।
ଆଜି ହେଉଛି ବିଶ୍ବ ପୋହା…
ପ୍ରକୃତିର ଚମତ୍କାର, ଓସ୍ତ ଗଛରେ ଫୁଟିଲା ଗୋଲାପ ଫୁଲ
ବିହାର: କେବେ ଆପଣ ଶୁଣିଛନ୍ତି, ଓସ୍ତ ଗଛରେ ଗୋଲାପ ଫୁଲ ଫୁଟିବା? ହଁ ଆଜ୍ଞା, ଏପରି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ବିହାରର ମୁଜାଫରପୁର ଅନ୍ତର୍ଗତ ତୁର୍କି-ସରାୟ ରାସ୍ତାର ଛାଜାନ ନିକଟରେ। ଯେଉଁଠି ଏକ ଓସ୍ତ ଗଛରେ…
ବ୍ୟାଗ ଭିତରେ ଥିଲା 20 ଲକ୍ଷର ଅଳଙ୍କାର..ହଠାତ୍ ମାଙ୍କଡ଼ ଆସି ଝାମ୍ପି ନେଇଗଲା ତାପରେ…
ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଭକ୍ତ ତୀର୍ଥ ନଗରୀ ବୃନ୍ଦାବନକୁ ଯାଆନ୍ତି । ସବୁଠାରୁ ବଡ଼ କଥା ହେଉଛି ଏଠାରେ ମାଙ୍କଡ଼ମାନେ କୌଣସି ବ୍ୟକ୍ତିଙ୍କୁ ଛାଡି ନାହାଁନ୍ତି, କିନ୍ତୁ ଏଥର ଏକ ମାଙ୍କଡ଼ କିଛି ଆଶ୍ଚର୍ଯ୍ୟଜନକ କାମ…
ରାସ୍ତାରେ ଲ୍ଯାଣ୍ଡ କଲା ହେଲିକପ୍ଟର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଉତ୍ତରାଖଣ୍ଡ: କେଦାରନାଥରେ ଟଳିଲା ବଡ଼ ଦୁର୍ଘଟଣା । ହାଇୱେରେ ହେଲିକପ୍ଟରର ଜରୁରୀ ଅବତରଣ । ରାସ୍ତା ମଝିରେ ଲ୍ୟାଣ୍ଡିଂ କଲା ହେଲିକପ୍ଟର । ରାସ୍ତାର ଉଭୟ ପାର୍ଶ୍ବରେ ଅଟକିଲା ଗାଡ଼ି ମୋଟର ।
ଯାନ୍ତ୍ରିକ ତ୍ରୁଟି…
ରୋଗୀଙ୍କ ମଳଦ୍ବାର କାଟିଦେବା ଘଟଣା, ତଦନ୍ତ କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ୍
କଟକ: ଘରୋଇ ହସ୍ପିଟାଲରେ ରୋଗୀଙ୍କ ମଳଦ୍ବାର କାଟିଦେବା ଘଟଣା । ଘଟଣାର ତଦନ୍ତ କରିବେ ସ୍ବତନ୍ତ୍ର ଡାକ୍ତିରୀ ଟିମ୍ । ଏପଟେ ଜିଲ୍ଲାପାଳ ଅବଗତ ଥିବା କହିଲେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । ଚିକିତ୍ସା ସମ୍ପର୍କିତ…
ସ୍ତ୍ରୀ ଆଉ ଛୁଆ ହେଲେ କାଳ, ନିର୍ମମ ଭାବରେ ପିଟି କୂଅକୁ ଫୋପାଡ଼ି ଦେଲେ
ଆନ୍ଧ୍ରପ୍ରଦେଶ: କୁହାଯାଏ ସ୍ୱାମୀ ଦେବତା, କିନ୍ତୁ ଏହି ଘଟଣାରେ ତାହା ମିଥ୍ୟା ବୋଲି ପୁରା ବାରି ହୋଇ ପଡୁଛି। ମହିଳା ଜଣଙ୍କ ଯାହାକୁ ହାତ ଧରି ବାହା ହୋଇଥିଲେ ସେ ଗାଳି କଲେ ବୋଲି ତାଙ୍କୁ ନିର୍ମମ ଭାବରେ ମାଡ ମାରି…