Browsing Category

ଖବର

୧୦୦ ବର୍ଷରେ ବିବାହ କରିବାକୁ ଯାଉଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧର ଏହି ହିରୋ, ୩ ବର୍ଷ ହେବ ପ୍ରେମିକାଙ୍କ ସହ ଚାଲିଥିଲା ଡେଟିଂ

ନୂଆଦିଲ୍ଲୀ: ଆମେରିକା ଲାଗି ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସାହାସର ସହ ଲଢି ଚର୍ଚ୍ଚାକୁ ଆସିଥିବା ହେରୋଲ୍ଡ ଟେରେନ୍ସ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଆଗାମୀ ମାସରେ ସେ ଫ୍ରାନ୍ସରେ ନିଜ ପ୍ରେମିକାଙ୍କୁ ବିବାହ କରିବାକୁ…

(Video) ଲିଫ୍ଟରେ କୁକୁରର ଭୟଙ୍କର ଆକ୍ରମଣ, ଦେଖନ୍ତୁ କିପରି ଛୋଟ ପିଲାଟିକୁ କମୁଡିଦେଲା

ନୋଏଡା: ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲା ସ୍ଥିତ ନୋଏଡା ଏବଂ ଗ୍ରେଟର ନୋଏଡାର ହାଉସିଙ୍ଗ ସୋସାଇଟିରେ କୁକୁର କାମୁଡିବା ଘଟଣା ଥମିବାର ନାମ ନେଉନି । ଏହାରି ମଧ୍ୟରେ ନୋଏଡାର ଏକ ହାଉସିଙ୍ଗ ସୋସାଇଟିରେ କୁକୁର ଏକ…

(Video) ଭୁବନେଶ୍ୱର ଏମ୍ସରେ ବିରଳ ସର୍ଜରୀ: ଜଣେ ବ୍ୟକ୍ତିଙ୍କ ମୁଣ୍ଡରୁ ବାହାରିଲା ୭ କେଜିର ଟ୍ୟୁମର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଏମ୍ସରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ଜଣେ ବ୍ୟକ୍ତିଙ୍କ ମୁଣ୍ଡରୁ ୭ କେଜିର ଏକ ବଡ଼ ଟ୍ୟୁମର ବାହାର କରାଯାଇଛି । ଦୀର୍ଘ ୧୦ ଘଣ୍ଟାର ଅସ୍ତ୍ରୋପଚାର ପରେ ଶେଷରେ…

ଜାତୀୟ ସଂଯୋଜକ ପଦରୁ ଆକାଶ ଆନନ୍ଦଙ୍କୁ ହଟାଇଲେ ମାୟାବତୀ, କ’ଣ କହିଲେ?

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବି.ଏସ୍.ପି) ସୁପ୍ରିମୋ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ପଦରୁ ହଟାଇ ଦେଇଛନ୍ତି । ମାୟାବତୀ କିଛି ସମୟ ପୂର୍ବରୁ ଆକାଶ ଆନନ୍ଦଙ୍କୁ ତାଙ୍କ ଉତ୍ତରାଧିକାରୀ…

ପାପୁଲି-ପାଦରୁ ଝାଳ ବାହାରୁଥିବା ଲୋକଙ୍କୁ ହୋଇଥାଏ ଏହି ରୋଗ; ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

ଓଡ଼ିଶା ଭାସ୍କର: ଆପଣ ଦେଖିଥିବେ କିଛି ଲୋକଙ୍କ ହାତରୁ ସବୁବେଳେ ଝାଳ ବାହାରିଥାଏ । ଯେପରି ଲାଗୁଥିବ ସେମାନେ ସବୁବେଳେ ତାଙ୍କ ହାତକୁ ପାଣିରେ ଧୋଇଲା ପରି । ଆଉ ସେହି ଲୋକମାନେ ବାରମ୍ବାର ତାଙ୍କ ହାତକୁ ପୋଛୁଥିବେ ।…

(Video) ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଲେ ପତ୍ନୀ ଜାଗୃତି ପଣ୍ଡା

ପୁରୀ: ରୋଚକ ହେଉଛି ପିପିଲି ରାଜନୀତି । ବିଜେଡିରୁ ଲଢୁଛନ୍ତି ରୁଦ୍ର ମହାରଥୀ । ସ୍ତ୍ରୀ ଜାଗୃତି ପଣ୍ଡା ହେଲେ ସ୍ୱାଧୀନ ପ୍ରାର୍ଥୀ । ରାଜ୍ୟ ରାଜନୀତିରେ ନିର୍ବାଚନୀ ଉଷ୍ମତା ଭିତରେ ପିପିଲିରୁ ଆସିଛି ବଡ ଖବର ।…

ଚାଇନାର ଚତୁରତାରେ ଧ୍ୱଂସ ହେଲା ମୋଇଜୁ ସରକାର; ଜାଣନ୍ତୁ ଭାରତ ମୁହଁ ଫେରେଇବା ପରେ ମାଳଦ୍ୱୀପକୁ ପଡିଲା କେତେ କ୍ଷତି ?

ନୂଆଦିଲ୍ଲୀ: ଚୀନ୍ ର ଶକ୍ତି ଉପରେ ଭାରତକୁ ଆଖି ଦେଖାଇଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁଙ୍କ ଅବସ୍ଥା ଖରାପ। ଭାରତକୁ ଧମକ ଦେଉଥିବା ମୋଇଜ୍ଜୁ ନିଜେ ଆକାଶମାର୍ଗରୁ ବାହାରକୁ ଚାଲିଯାଇଛନ୍ତି। ଚୀନ୍ ପ୍ରତି ନିଜର…

ଆସନ୍ତାକାଲି ମହାପ୍ରଭୁଙ୍କ ବନକ ଲାଗି ନୀତି; ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: (ଓଡ଼ିଶା ଭାସ୍କର) ଆସନ୍ତାକାଲି ମହାପ୍ରଭୁଙ୍କ ବନକ ଲାଗି ନୀତି । ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଆପାତତଃ ସଂଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ…

ସଙ୍କଟରେ ହରିୟାଣା ସରକାର; ଲୋକସଭା ନିର୍ବାଚନ ମଧ୍ୟରେ ହରାଇଲେ ସଂଖ୍ୟାଗରିଷ୍ଠତା!

ଚଣ୍ଡିଗଡ଼: ହରିୟାଣାରେ ନୟାବ ସିଂହ ସାଇନି ସରକାର ତଥ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ସରକାର ଏବେ ସଂଖ୍ୟାଲଘୁରେ ପରିଣତ ହୋଇଛି। ହରିୟାଣା କଂଗ୍ରେସ ଏହା ଦାବି କରିଛି। ସ୍ୱାଧୀନ ବିଧାୟକମାନେ ସମର୍ଥନ ପ୍ରତ୍ୟାହାର…

ନିର୍ବାଚନ ଭିତରେ ପୁଣି ଉଠିଲା ପାକିସ୍ତାନ ପ୍ରସଙ୍ଗ; ଏବେ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ର ପ୍ରଚାରରେ ପୁଣି ଥରେ ପାକିସ୍ତାନ ପ୍ରସଙ୍ଗ ଉଠିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି ।…