Browsing Category
ଖବର
ବାପାଙ୍କ Death ହୋଇଯାଇଛି, ଦୟା କରି ପାସ୍ କରାଇ ଦିଅନ୍ତୁ… ବୋର୍ଡ ପରୀକ୍ଷାରେ ଅଦ୍ଭୁତ ଉତ୍ତର
ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷାରେ ଭଲ ମାର୍କ ରଖିବା ପାଇଁ ଅଜବ ପ୍ରକାରର ଉପାୟ ଆଣାଇଛନ୍ତି ଜଣେ ଛାତ୍ରୀ । ପରୀକ୍ଷା ଖାତାରେ ଅଦ୍ଭୁତ ଉତ୍ତର ଲେଖି ସେ ପାସ୍ କରାଇ ଦେବା ପାଇଁ ଗୁହାରି କରିଛନ୍ତି । ଏହି ଉତ୍ତରଖାତାର ଏକ…
ମାର୍ଚ୍ଚ ୭ରେ ମୀନ ରାଶିରେ ପ୍ରବେଶ କରିବେ ବୁଧ; ଜାଣନ୍ତୁ ସମସ୍ତ ୧୨ଟି ରାଶିରେ ଶୁଭ-ଅଶୁଭ ପ୍ରଭାବ
ଓଡ଼ିଶା ଭାସ୍କର: ବୁଧ ଗ୍ରହଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଜୀବନରେ ଅନେକ ଅସୁବିଧା ଦୂର ହୋଇପାରିବ। ବୁଧ ଦେବ ହେଉଛନ୍ତି ବୁଦ୍ଧିର କାରକ। ପଞ୍ଚାଙ୍ଗ ଅନୁଯାୟୀ ୦୭ ମାର୍ଚ୍ଚ ୨୦୨୪ ସକାଳ ୯ଟା ୨୧ ମିନିଟରେ ବୁଧ ମୀନ ରାଶିରେ…
ବଡ଼ ଖବର; ବନ୍ଦ ହେଲା Facebook! କାମ କରୁନି ଲକ୍ଷ ଲକ୍ଷ ୟୁଜରଙ୍କ ଫେସବୁକ ଆକାଉଣ୍ଟ
ଓଡ଼ିଶା ଭାସ୍କର: ପୁଣିଥରେ ମେଟାର ଫେସବୁକକୁ ନେଇ ଦେଖା ଦେଇଛି ସମସ୍ୟା । ସର୍ଭର ଡାଉନ୍ ଯୋଗୁଁ ଲଗ୍ ଇନ୍ ସହ ଆକାଉଣ୍ଟରେ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷ ଲକ୍ଷ ୟୁଜର । ଏ ନେଇ ଟ୍ୱିଟରରେ ଅନେକ ୟୁଜର…
IPL-2024ରେ ଓପନିଙ୍ଗ କରିବେ MS Dhoni? ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋରଦାର
ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୪ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚଳିତବର୍ଷ ଏକ ନୂଆ ଭୂମିକାରେ ନଜର ଆସିବେ କ୍ୟାପଟେନ କୁଲ୍ ମାହି । ଷ୍ଟାର…
ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁରୁ ତିଆରି ହେବ ସୁନା; ଅତି ସହଜ ଉପାୟ ଆବିଷ୍କାର କଲେ ବୈଜ୍ଞାନିକ
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଦାମୀ ଧାତୁ ସୁନାକୁ ଏବେ ଅତି ସହଜ ଉପାୟରେ ପ୍ରସ୍ତୁତ କରାଯାଇପାରିବ। ବାସ୍ତବରେ ବୈଜ୍ଞାନିକମାନେ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁରୁ ସୁନା ତିଆରି ଏବଂ ପୁନଃବ୍ୟବହାର କରିବାର ଏକ ଉପାୟ…
ଏଣିକି ଜନ୍ମ ନେବେନି ଦିବ୍ୟାଙ୍ଗ ଶିଶୁ! ଲ୍ୟାବରେ ଶିଶୁ ଅଙ୍ଗ ପ୍ରସ୍ତୁତ କରୁଛନ୍ତି ବୈଜ୍ଞାନିକ
ନୂଆଦିଲ୍ଲୀ: ପୁଣିଥରେ ବିଜ୍ଞାନ କ୍ଷେତ୍ରରେ ବଡ଼ ଚମତ୍କାର ହୋଇଛି । ନବଜାତ ଶିଶୁଙ୍କ ଶାରୀରିକ ବିକାଶକୁ ନେଇ ଏକ ବଡ଼ ଉଦ୍ଭାବନ କରିଛି ବିଜ୍ଞାନ । ଏଣିକି ଦିବ୍ୟାଙ୍ଗ ଶିଶୁ ଜନ୍ମରେ ହ୍ରାସ ଦେଖିବାକୁ ମିଳିପାରେ । ଅନେକ…
ବାପା ଚାହିଁଲେ ବି ନିଜ ପୁଅ ନାଁରେ ୱିଲ୍ କରିପାରିବେନି ସବୁ ସମ୍ପତ୍ତି; ମୃତ୍ୟୁ ପରେ ଜଣାପଡ଼ିଲେ ବି ହୋଇପାରିବ ଚ୍ୟାଲେଞ୍ଜ
ଓଡ଼ିଶା ଭାସ୍କର : ସମୟ ସହିତ ତାଳ ଦେଇ ଆମ ସମାଜ ବି ଦ୍ରୁତ ଗତିରେ ବଦଳୁଛି । ଆଉ ଏହା ସହିତ ବଦଳୁଛି ଲୋକମାନଙ୍କ ଚିନ୍ତାଧାରା । ଯେଉଁଥି ପାଇଁ ପୁଅ ଓ ଝିଅଙ୍କ ମଧ୍ୟରେ ପାତର ଅନ୍ତର ପୂର୍ବ ଅପେକ୍ଷା ହ୍ରାସ ପାଇଛି ।…
ଅଶ୍ୱୀନଙ୍କ ସହ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ ଆଉ ଜଣେ କ୍ରିକେଟର: ସୃଷ୍ଟି ହେବ ନୂଆ ରେକର୍ଡ?
ନୂଆଦିଲ୍ଲୀ: ଯେକୌଣସି କ୍ରିକେଟରଙ୍କ ପାଇଁ ୧୦୦ତମ ଟେଷ୍ଟ ଖେଳିବା ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ହୋଇଥାଏ । ବିଶ୍ୱର ମାତ୍ର ୭୫ କ୍ରିକେଟର ଏହି ସ୍ୱପ୍ନ ସାକାର କରିବାରେ ସଫଳ ହୋଇଛନ୍ତି । ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ…
ପାକିସ୍ତାନରେ ପ୍ରବଳ ତୁଷାରପାତ-ବର୍ଷା; ୩୫ ମୃତ, ଭାଙ୍ଗିଲା ଶହ ଶହ ଘର
ନୂଆଦିଲ୍ଲୀ : ପାକିସ୍ତାନରେ ହଠାତ୍ ତୁଷାରପାତ ଓ ବର୍ଷା ଯୋଗୁଁ ୩୫ ଜଣଙ୍କ ମୃତ୍ୟୁ ଘଟିଛି । ବହୁ ସଂଖ୍ୟକ ଲୋକ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ଅଛନ୍ତି । ଜମି ଖସିବା କାରଣରୁ ଅନେକ ଘର ମଧ୍ୟ…
Lockdownରେ ସ୍ପେଶାଲ ପାୱାର ସହ ଜନ୍ମ ନେଇଛନ୍ତି ଶିଶୁ! ଅନ୍ୟମାନଙ୍କ ଅପେକ୍ଷା କମ୍ ହେଉଛନ୍ତି ଅସୁସ୍ଥ
ଓଡ଼ିଶା ଭାସ୍କର: କରୋନା ସଂକ୍ରମଣ ସମୟରେ ଜନ୍ମ ନେଇଥିବା ଶିଶୁମାନଙ୍କୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଲକଡାଉନ୍ ସମୟରେ ଜନ୍ମ ନେଇଥିବା ଶିଶୁମାନଙ୍କ ଦେହରେ ଏକ ସ୍ୱତନ୍ତ୍ର ଶକ୍ତି ଥିବା କୁହାଯାଉଛି । ଅନ୍ୟ ପିଲାମାନଙ୍କ…