Browsing Category
ଖବର
କଅଁଳ ଛୁଆକୁ ଉଦ୍ଧାର କଲା #ChildLine; ରାଜଧାନୀରେ ଛୁଆ ବିକ୍ରି ଘଟଣା ସତ
ଭୁବନେଶ୍ବର(ଓଡ଼ିଶା ଭାସ୍କର): ଭୁବନେଶ୍ବରରେ ଶିଶୁ ବିକ୍ରି ହୋଇଥିବା ପ୍ରମାଣିତ ହେଲା। ବିକ୍ରି ହୋଇଥିବା ଶିଶୁକୁ ମାଳି ସାହିରୁ ଉଦ୍ଧାର କରାଯିବା ପରେ ରାକେଟ୍ ସକ୍ରିୟ ଅଛି ବୋଲି ଚର୍ଚ୍ଚା ଜୋର ଧରିଛି।
ଚାଇଲ୍ଡ…
ହନିମୁନ୍ ରେ ଜଣାପଡ଼ିଲା ସ୍ୱାମୀ ଜଣେ ଟ୍ରାନ୍ସଜେଣ୍ଡର; ଆଉ ତା’ପରେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ବିବାହ ତ ସମସ୍ତଙ୍କର ହୁଏ । କିନ୍ତୁ ସାଧାରଣରେ ‘ବିବାହ’ କହିଲେ ଜଣେ ଝିଅ ଓ ପୁଅକୁ ସାମାଜିକ ସ୍ୱୀକୃତି ମିଳିବାକୁ ବୁଝାଏ। ସେହିପରି ବିଶ୍ୱର ଅନେକ ସ୍ଥାନରେ ଆମେ ସମଲିଙ୍ଗୀ…
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ
ଦିଲ୍ଲୀ: ପୂର୍ବତନ କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧୀ କରୋନା ସମୟରେ ଭାରତରେ ବଢ଼ିଥିବା ଦାରିଦ୍ର୍ୟତାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ଯେ ଦେଶର ପୁନଃନିର୍ମାଣ ସେତେବେଳେ ସମ୍ଭବ…
ଅସହାୟ ବୃଦ୍ଧ-ବୃଦ୍ଧାଙ୍କୁ ଆଶ୍ରା, ଥଇଥାନ କେନ୍ଦ୍ର କଲା ବିଏମସି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସହାୟ ଓ ନିରାଶ୍ରୟଙ୍କୁ ଏଣିକି ମିଳିବ ଆଶ୍ରା । ରାଜଧାନୀରେ ଘୂରି ବୁଲୁଥିବା ବୟସ୍କ ଓ ବାସହରାଙ୍କୁ କରାଯିବ ଥଇଥାନ । ଏଣେତେଣେ ବୁଲି ଅନ୍ୟର ହାତଟେକାକୁ ଭରସା କରି ବଞ୍ଚୁଥିବା…
ଭାରତକୁ ବିଜୟୀ କରାଇବା ମୋ ପାଇଁ ବଡ ଦାୟିତ୍ୱ: ଧାୱନ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆଗାମୀ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ସୀମିତ ଓଭର ଦଳର ଅଧିନାୟକ ନିଯୁକ୍ତ ହୋଇଥିବା ଓପନର ଶିଖର ଧାୱନ କହିଛନ୍ତି ଯେ ଜାତୀୟ ଦଳର ନେତୃତ୍ୱ ନେବା ଦାୟିତ୍ୱ ମୋତେ ଦିଆଇ ଥିବାରୁ ଅତ୍ୟନ୍ତ…
ଦିଲ୍ଲୀକୁ ବାଜିଲା କେନ୍ଦ୍ର ଛାଟ; ହୋଇପାରିବନି ଡୋର ଷ୍ଟେପ ରାସନ ଯୋଗାଣ
ନୂଆଦିଲ୍ଲୀ: ଯୋଜନା କରିଥିଲେ ଦିଲ୍ଲୀ ସରକାର। କିନ୍ତୁ ଛାଟ ଚଲାଇଛନ୍ତି କେନ୍ଦ୍ର ସରକାର। କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଡୋର୍ ଷ୍ଟେପ୍ ରାସନ୍ ଯୋଗାଣ ଆଉ ହୋଇପାରିବନି। ପ୍ରାୟ ୭୨ ଲକ୍ଷ ହିତାଧିକାରୀଙ୍କୁ…
ବଙ୍ଗ ବିଜେପିରେ ତେଜୁଛି ଅଶାନ୍ତି, ରାଜ୍ୟ ମଙ୍ଗୁଆଳ ହଟହଟା
କୋଲକାତା: ସରିଛି ନିର୍ବାଚନ କିନ୍ତୁ ଥମିନି ଅଶାନ୍ତି। ପଶ୍ଚିମବଙ୍ଗ ବିଜେପିରେ ଏଭଳି ଅବସ୍ଥା। ତୃଣମୂଳସ୍ତରରେ କର୍ମୀମାନେ ଖୁବ୍ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ହୋଇଛି। ଦଳର ବରିଷ୍ଠ ନେତୃବୃନ୍ଦ ତଥା ବଡ଼ ପଦବୀରେ ଥିବା…
ସ୍ୱାମୀକୁ ହତ୍ୟା କଲା ଦ୍ୱିତୀୟ ସ୍ତ୍ରୀ: ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଥମ ପତ୍ନୀଙ୍କ ୨ପୁଅ….
ବାମରା (ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ରଙ୍ଗିଆଟିକ୍ରା ପଞ୍ଚାୟତ କହପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ…
ନରଦା ଷ୍ଟିଙ୍ଗ୍ ଅପରେସନ ମାମଲା: ଟିଏମ୍ସିର ୪ ଜଣ ହେଭିୱେଟ୍ ନେତାଙ୍କ ଅନ୍ତରୀଣ ଜାମିନ୍ ମଞ୍ଜୁର କଲେ କୋଲକାତା ହାଇକୋର୍ଟ
କୋଲକାତା (ଓଡ଼ିଶା ଭାସ୍କର) : ନରଦା କାଣ୍ଡରେ ଗିରଫ ୪ ତୃଣମୂଳ କଂଗ୍ରେସ ନେତାଙ୍କୁ କୋଲକାତା ହାଇକୋର୍ଟ ଶୁକ୍ରବାର ଅନ୍ତରିଣ ଜାମିନ ମଞ୍ଜୁର କରିଛନ୍ତି ।
ହାଇକୋର୍ଟଙ୍କ କାର୍ଯ୍ୟନିର୍ବାହୀ ପ୍ରଧାନ ବିଚାରପତି…
ଆଇପିଏଲ୍ ବନ୍ଦ ହେବା ପରେ ଧୋନି କିପରି ସମୟ ବିତାଉଛନ୍ତି ? ସୋସିଆଲ ମିଡିଆରେ ଭିଡିଓ ଲିକ୍ କଲେ ପତ୍ନୀ ସାକ୍ଷୀ
ରାଞ୍ଚି (ଓଡ଼ିଶା ଭାସ୍କର): କରୋନା ମହାମାରୀ କାରଣରୁ ଚଳିତ ବର୍ଷର ଆଇପିଏଲ୍ ସ୍ଥଗିତ ରଖାଯାଇଛି। ତେଣୁ ମହେନ୍ଦ୍ର ସିଂ ଧୋନି କୌଣସି ମ୍ୟାଚ୍ ନ ଥିବାରୁ ରାଞ୍ଚିରେ ଥିବା ତାଙ୍କ ଫାର୍ମ ହାଉସକୁ ଫେରିଛନ୍ତି। କିନ୍ତୁ…