Browsing Category
ଖବର
‘ଇଂରାଜୀ ଆସୁନି, ଦେଶରୁ ବାହାରିଯାଅ’, ଭାଇରାଲ ହେଲା ପୋଷ୍ଟ
ଲଣ୍ଡନ: ହିଥ୍ରୋ ବିମାନବନ୍ଦରରେ ଭାରତୀୟ କର୍ମଚାରୀମାନେ ଇଂରାଜୀ ନ କହିବା ଉପରେ ଜଣେ ବ୍ରିଟିଶ ମହିଳା ଲୁସି ହ୍ୱାଇଟ୍ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ବିଷୟରେ ଲେଖି ଏକ…
ଗିରଫ ହେଲା ସିରିଏଲ ଦୁଷ୍କର୍ମକାରୀ, 5 ରୁ 10 ବର୍ଷ ବୟସର ଝିଅମାନଙ୍କୁ କରୁଥିଲା ଟାର୍ଗେଟ
ଉତ୍ତରପ୍ରଦେଶ: ଗିରଫ ହେଲା ସିରିଏଲ ଦୁଷ୍କର୍ମକାରୀ। 5 ରୁ 10 ବର୍ଷ ବୟସର ଝିଅମାନଙ୍କୁ କରୁଥିଲା ଟାର୍ଗେଟ। ୟୁପିର ବହରାଇଚରେ ଜଣେ ସିରିଏଲ୍ ବଳାତ୍କାରୀଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତ ଜଣକ 5 ରୁ 10 ବର୍ଷ ବୟସର…
ଟିମ୍ ଇଣ୍ଡିଆରୁ ବାହାରିଯିବେ ଏହି ଖେଳାଳି
ନୂଆଦିଲ୍ଲୀ: ଲିଡସରେ ଭାରତ ଜିତୁ ଜିତୁ ପରାଜୟର ଶିକାର ହୋଇଥିଲା। ଏହାପରେ ଭାରତୀୟ ଟିମର କୁଲଦୀପ ଯାଦବଙ୍କୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଥିଲା। କାରଣ ତାଙ୍କୁ ପ୍ରଥମ ମୁକାବିଲାରେ ଦଳରେ ସାମିଲ କରାଯାଇନଥିଲା।
ଆଶା…
5 ଜଣଙ୍କୁ ଗଛରେ ବାନ୍ଧି ଜୀବନ୍ତ ଜାଳିଦେଲେ
ବିହାର: ଗୋଟିଏ ପରିବାରର 5 ଜଣଙ୍କୁ ଗଛରେ ବାନ୍ଧି ଜୀବନ୍ତ ଜାଳିଦେଲେ ଦୁର୍ବୁତ୍ତ କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି ପୋଲିସ।
ବିହାରରେ ହତ୍ୟା ଏବଂ ଲୁଟ ଘଟଣା ସାଧାରଣ ହୋଇଗଲାଣି। ଦିନ ଦ୍ୱିପ୍ରହରରେ ଅପରାଧୀମାନେ…
ଛାତ୍ରୀଙ୍କୁ ମାରି ଲାଟିନରେ ଟାଙ୍ଗିଦେଲେ
କଟକ: ପିଜି ଛାତ୍ରୀଙ୍କୁ ମାରି ଟାଙ୍ଗିଦେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର କଣ୍ଟାପଡା ଗୋବିନ୍ଦପୁର ଅଞ୍ଚଳରେ।
ଗୋବିନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି ହତ୍ୟାକାଣ୍ଡ। ଯେଉଁଠି ଜଣେ ପିଜି…
ବାଗେଶ୍ୱର ଧାମରେ ବଡ ଦୁର୍ଘଟଣା! ଚାଲିଗଲା ଜଣଙ୍କ ଜୀବନ
ମଧ୍ୟପ୍ରଦେଶ: ବାଗେଶ୍ୱର ଧାମରେ ଘଟିଯାଇଛି ବଡ ଦୁର୍ଘଟଣା। ମଧ୍ୟପ୍ରଦେଶର ଛତରପୁରରେ ଅବସ୍ଥିତ ବାଗେଶ୍ୱର ଧାମରେ ପ୍ରବଳ ବର୍ଷା ଯୋଗୁଁ ପୁଣି ଥରେ ଏକ ଦୁର୍ଘଟଣା ଘଟିଛି।
ଏଠାରେ ଏକ ଘରୋଇ ଢାବାର କାନ୍ଥ ଭୁଶୁଡ଼ି…
ବ୍ୟାପିଲା ଝାଡ଼ାବାନ୍ତି, ଆଉ 8 ଆକ୍ରାନ୍ତ ଚିହ୍ନଟ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି। ସାନଖେମୁଣ୍ଡି ପରେ ପାତ୍ରପୁରରେ ଆଉ 8 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମସ୍ତ ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।…
ଆଜି ରସଗୋଲା ଦିବସ, ଅଭିମାନିନୀ ପତ୍ନୀଙ୍କ ମାନଭଞ୍ଜନ କରିବେ କାଳିଆ ଠାକୁର
ଓଡିଶା ଭାସ୍କର: ଆଜି ଓଡ଼ିଶାରେ ରସଗୋଲା ଦିବସ ଉତ୍ସାହର ସହ ପାଳନ କରାଯାଉଛି। ଏହି ଦିବସ କେବଳ ଏକ ମିଠାର ସମ୍ମାନ ନୁହେଁ, ବରଂ ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ଏକ ଅନନ୍ୟ ପରିଚୟ।
ରସଗୋଲା, ଯାହା ଓଡ଼ିଶାର ମୁକସାକ୍ଷୀ…
ଖାଲି ପେଟରେ ପାଣି ପିଇବା ଦ୍ୱାରା କ’ଣ ଲାଭ ହୁଏ ? ସକାଳୁ କେତେ ଗ୍ଲାସ ପିଇବା ଉଚିତ?
ଓଡିଶା ଭାସ୍କର: ସକାଳୁ ଉଠିବା ମାତ୍ରେ ଆମେ ପ୍ରଥମେ ଯାହା କରୁ ତାହା ଆମ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। କଣ ଆପଣ ଜାଣନ୍ତି ଖାଲି ପେଟରେ ପାଣି ପିଇଲେ ହୋଇଥାଏ ଅନେକ ଫାଇଦା।
ଆଜ୍ଞା ହଁ, ସକାଳେ ଖାଲି…
ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର: ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ। 6 ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନ୍ଦୋଳନ ହେଉଥିବାବେଳେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ଆନ୍ଦୋଳନରେ ମୁଖ୍ୟତଃ ପୋଲିସକୁ…