Browsing Category

ଖବର

ଇଣ୍ଡିଆନ ବ୍ୟାଙ୍କ ଲୁଟ, 4 ଗିରଫ

ନୟାଗଡ଼: ବ୍ୟାଙ୍କ ଲୁଟ! ନୟାଗଡ଼ର ମାନଧାତାପୁର ଇଣ୍ଡିଆନ ବ୍ୟାଙ୍କରୁ ଲୁଟ। ଏହି ଘଟଣାରେ ନୟାଗଡ଼ ପୋଲିସ 4 ଜଣଙ୍କୁ ଗିରଫ କରିଥିବାବେଳେ 20 ଲକ୍ଷରୁ ଅଧିକ ଟଙ୍କା ଏବଂ ଦେଶୀ ବନ୍ଧୁକ ଜବତ କରିଛି। 2 ତାରିଖରେ 6 ଜଣ…

୮ ତାରିଖରେ ମିଳିବ ରାଜ୍ୟ ବିଜେପିକୁ ନୂଆ ମୁଖିଆ, ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ। ତେଣୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ। ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଆଉ ୭ ତାରିଖରେ ନାମାଙ୍କନ ଭରିବେ ସଭାପତି ଆଶାୟୀ…

ପାଣିର ପ୍ରଳୟ, ଗଲାଣି ୭୦ ଜୀବନ, ଏବେ ବି ନିଖୋଜ ୩୫ ଜଣ, ୭୦୦ କୋଟିର ସମ୍ପତ୍ତି କ୍ଷତିଗ୍ରସ୍ତ

ହିମାଚଳପ୍ରଦେଶ: ଭୟଙ୍କର ଜଲ ପ୍ରଳୟ। ୧୫ ଦିନରେ ନେଲାଣି ୭୦ ଜୀବନ। ଏବେ ବି ପାଖାପାଖି ୩୫ ଜଣ ନିଖୋଜ ଥିବା ସୂଚନା ମିଳିଥିବା ବେଳେ, ଏହି ପ୍ରଳୟ ୭୦୦ କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ କରିସାରିଲାଣି। ପ୍ରବଳ ବର୍ଷା…

ବର୍ବରତା! କୁକୁର ଏବଂ ତା’ର 6ଟି ଛୁଆଙ୍କୁ ପିଟି ପିଟି ହତ୍ୟା, ଜାଣନ୍ତୁ ପୁରା ଘଟଣା

ମଧ୍ୟପ୍ରଦେଶ: କୁକୁର ଏବଂ ତା'ର 6 ନିର୍ଦ୍ଦୋଷ ଛୁଆଙ୍କୁ ବାଡ଼ିରେ ପିଟି ପିଟି ହତ୍ୟା। ଏଭଳି ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି, ମଧ୍ୟପ୍ରଦେଶର ଜବଲପୁରରେ। ଅଧରତାଲ ଥାନା ଅଞ୍ଚଳର ମହାରାଜପୁର ଅଞ୍ଚଳରେ, ଜଣେ ନିର୍ଦ୍ଦୟ…

ତେଲେଙ୍ଗାନା ବିସ୍ଫୋରଣ, ୮ ଓଡ଼ିଆ ମୃତ ଶ୍ରମିକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଦେବେ ମୋହନ

ଭୁବନେଶ୍ୱର: ତେଲେଙ୍ଗାନାର ଏକ ଫ୍ୟାକ୍ଟିରେ ଭୟଙ୍କର ବିସ୍ଫୋରଣ ଘଟଣା। ଯାହାକି ୨ ଦିନ ତଳେ ହୋଇଥିଲା। ଏବଂ ଏହି ବିସ୍ଫୋରଣରେ ସେହି ଫ୍ୟାକ୍ଟ୍ରିରେ କାମ କରୁଥିବା ୪୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।…

ପ୍ରତିଶୋଧ! ପ୍ରତି 6 ଘଣ୍ଟାରେ ଜଣେ ପାକିସ୍ତାନୀ ସୈନିକଙ୍କର ଜୀବନ ଯାଉଛି

ଓଡିଶା ଭାସ୍କର: ପ୍ରତି ଛଅ ଘଣ୍ଟାରେ ଜଣେ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ଘଟୁଛି। ଆଜ୍ଞା ହଁ, 2025 ବର୍ଷର ପ୍ରଥମ ଛଅ ମାସ ପାକିସ୍ତାନ ପାଇଁ ଏକ ଦୁଃସ୍ୱପ୍ନଠାରୁ କମ୍ ନୁହେଁ। ବିଚ୍ଛିନ୍ନତାବାଦୀ ସଂଗଠନ ବାଲୁଚ୍…

ସରିଗଲା ସୋନମ ରଘୁବଂଶୀଙ୍କ ବାହାଘର! କିଏ ତାଙ୍କ ନୂଆ ସ୍ୱାମୀ?

ମେଘାଳୟ: ସରିଗଲା ସୋନମ ରଘୁବଂଶୀଙ୍କ ବାହାଘର! କିନ୍ତୁ କିଏ ତାଙ୍କ ନୂଆ ସ୍ୱାମୀ? ଦିନ ଯେତେ ଗଡି ଗଡି ଯାଉଛି ରାଜା ରଘୁବଂଶୀ ଏବଂ ସୋନମଙ୍କ ମାମଲାକୁ ନେଇ ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସେହିଭଳି ଏହି ହତ୍ୟା…

ଅନିଶ୍ଚିତତା ଘେରରେ ପୁରୀ ବିମାନବନ୍ଦର, ସ୍ଥଗିତ ରହିଲା ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ

ପୁରୀ: ଅନିଶ୍ଚିତତା ଘେରରେ ପୁରୀ ବିମାନବନ୍ଦର । ଆପତ୍ତି ଉଠାଇଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ । ସ୍ଥଗିତ ରହିଲା ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ । ବିଦେଶୀ ପକ୍ଷୀ ଓ ଅଲିଭ ରିଡଲେଙ୍କ ସୁରକ୍ଷାକୁ…

BMC ଅଫିସରେ ମାଡ଼ ଘଟଣା, ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ, OAS ସଂଘର ଦାବି ମାନିନେଲେ ସରକାର

ଭୁବନେଶ୍ୱର: ଗିରଫ ହେଲେ ଜଗନ୍ନାଥ ପ୍ରଧାନ। ଆତ୍ମସମର୍ପଣ ପରେ ବିଜେପି ନେତା ଜଗନ୍ନାଥଙ୍କୁ ଗିରଫ କଲା ପୋଲିସ। ଶେଷରେ OAS ସଂଘର ଦାବିକୁ ମାନିନେଲେ ସରକାର। ନିଜ ଦଳର ଜଣେ ବରିଷ୍ଠ ନେତାଙ୍କୁ ଶେଷରେ ପୋଲିସ ହାତରେ…

ସିଗାରେଟ୍ ଟାଣୁଛନ୍ତି କି? ସାବଧାନ ! ଦେଖାଯିବେ ବୁଢ଼ା

ଓଡ଼ିଶାଭାସ୍କର:  ଆଜିକାଲି ଅଧିକାଂଶ ଯୁବପୀଢୀ ତମାଖୁ କବଳରେ। ତମାଖୁ ସେବନର କୁପ୍ରଭାବ ବିଷୟରେ ଜାଣିବା ପରେ ବି ତମାଖୁ ର୍ବଜନ କରିବାକୁ ପ୍ରସ୍ତୁତ ନାହାନ୍ତି ଲୋକମାନେ। ତମାଖୁ ସେବନ ଆମ ସ୍ୱାସ୍ଥ୍ୟକୁ କିଭଳି…