Browsing Category

ଖବର

ଶୁକ୍ରବାର ଏହି ସମୟ ପର୍ଯ୍ୟନ୍ତ ରହିବ ନବମୀ ତିଥି, କରନ୍ତୁ ଏପରି କାମ, ରହିବନି ଧନର ଅଭାବ

ଓଡ଼ିଶାଭାସ୍କର: ଜୁନ୍ ୨୦ ଶୁକ୍ରବାର ଦିନ ହେଉଛି ଆଶାଢ କୃଷ୍ଣ ପକ୍ଷର ନବମୀ ତିଥି। ଏହି ନବମୀ ତିଥି ଶୁକ୍ରବାର ଦିନ ସକାଳ ୯.୫୦ ପର୍ଯ୍ୟନ୍ତ ରହିବ। ଏହାପରେ ଦଶମୀ ତିଥି ଆରମ୍ଭ ହେବ। ଏହିଦିନ ଅର୍ଥାତ୍ ଶୁକ୍ରବାର ଦିନ…

ବିମାନ ଦୁର୍ଘଟଣା, ୭ ଦିନ ପରେ ଭଙ୍ଗା ହଷ୍ଟେଲ ଘରୁ ମିଳିଲା ଜେଜେମା’ ଓ ନାତୁଣୀଙ୍କ ମୃତଦେହ !

ଅହମ୍ମଦାବାଦ: ୭ ଦିନ ପରେ ଭଙ୍ଗା ହଷ୍ଟେଲ ଘରୁ ମିଳିଲା ଜେଜେମା, ନାତୁଣୀଙ୍କ ପୋଡ଼ା ମୃତଦେହ। ଆପଣ ଭାବୁଛନ୍ତି ନା ଘଟଣାଟି କ'ଣ? ତେବେ ଘଟଣାଟି ହେଉଛି ଅହମ୍ମଦାବାଦ ବିମାନ ଦୁର୍ଘଟଣା ସହ ଜଡ଼ିତ। ଅହମ୍ମଦାବାଦରୁ…

ଡିଜେ ଗାଡ଼ି ସାଜିଲା କାଳ, ବରଯାତ୍ରୀଙ୍କ ଉପରେ ଗଛ ପଡ଼ି ଜଣେ ମୃତ, ୪ ଆହତ

ତେଲକୋଇ: ହସ ଖୁସିରେ ବରଯାତ୍ରୀ ବାହାରିଲେ। ଡିଜେ ସାଙ୍ଗକୁ ବ୍ୟାଣ୍ଡ ବାଜା, ନାଚ ଗୀତର ଆସର ମଧ୍ୟ ଜମିଥିଲା। ହେଲେ କିଏ ଜାଣିଥିଲା ଯେଉଁ ଡିଜେର ତାଳେ ତାଳେ ବର ବାହାରିଥିଲା ସେହି ଡିଜେ ଗାଡ଼ି ହିଁ ବରଯାତ୍ରୀଙ୍କ ପାଇଁ…

ଡ୍ରେନ୍ ଖୋଳୁ ଖୋଳୁ ମାଟି ତଳେ ଚାପି ହୋଇ ମରିଗଲେ ଶ୍ରମିକ, ଭାଇରାଲ ହେଉଛି ମୃତ୍ୟୁ ବେଳର ସିସିଟିଭି ଭିଡ଼ିଓ

ମୁମ୍ୱାଇ: ଭୟଙ୍କର ମୃତ୍ୟୁର ସିସିଟିଭି ଭିଡ଼ିଓ ଭାଇରାଲ। କାମ କରିବା ସମୟରେ ଶ୍ରମିକ ଉପରେ ଧସିଲା ମାଟି। ଚାହୁଁ ଚାହୁଁ ଆଖି ପିଛୁଳାକେ ପୋତି ହୋଇ ମରିଗଲେ କାମ କରୁଥିବା ବ୍ୟକ୍ତି ଜଣକ। ଯାହାର ସିସିଟିଭି ଭିଡ଼ିଓ ଏବେ…

ମଙ୍ଗଳ ଗ୍ରହରେ ଛତୁ, ଭାଇରାଲ ହେଉଛି ନାସାର ଏକ ଫଟୋ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଛତୁ। ଏହି କଥାଟି ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଛିନା। ଲାଗିବା ବି ସ୍ୱଭାବିକ। ନାସାର କ୍ୟୁରିଓସିଟି ରୋଭର ଦ୍ୱାରା ଉଠାଯାଇଥିବା ଏକ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅବଶ୍ୟ…

ଓଡ଼ିଶାରେ ନାରୀ ନିର୍ଯ୍ୟାତନା, ସ୍ଥିତି ସମୀକ୍ଷା କରିବା ପାଇଁ ଦିଲ୍ଲୀରୁ ଓଡ଼ିଶା ଆସିବ କଂଗ୍ରେସ ଟିମ୍

ଗୋପାଳପୁର: ଓଡ଼ିଶା ଆସିବ କଂଗ୍ରେସ ଟିମ୍। ଗୋପାଳପୁର ଗଣଦୁଷ୍କର୍ମ ଘଟଣା ନେଇ କରିବ ତଦନ୍ତ। ଏଥିପାଇଁ କମିଟି ଗଠନ କଲା AICC। ଓଡ଼ିଶାରେ ମହିଳା ବିରୋଧୀ ହିଂସା ନେଇ ତଦନ୍ତ କରି ରିପୋର୍ଟ ଦେବେ। ଗୋପାଳପୁର ମାମଲାରେ…

କେନ୍ଦ୍ରାପଡ଼ାରେ ଲଜ୍ଜା, ଘରେ ଏକାଥିବା ବେଳେ ଯୋଗ ଗୁରୁମା’ଙ୍କୁ ଦୁଷ୍କର୍ମ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଲଜ୍ଜା। ମହିଳା ଯୋଗ ଇନଷ୍ଟ୍ରକ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗ। ଘରେ ପଶି ଯୋଗ ଗୁରୁମା'ଙ୍କ ସର୍ବଶ୍ୱ ଲୁଟିନେଲା ଅଭିଯୁକ୍ତ। ନିଜକୁ ବଞ୍ଚାଇବାକୁ ଯେତେ ଚେଷ୍ଟା କଲେ ବି କିଛି ଲାଭ ହେଲା…

୧୯୪୧ ଓ ୨୦୨୫ କ୍ୟାଲେଣ୍ଡର ସମାନ, ଘଟଣା ଓ ଦୁର୍ଘଟଣା ବି ସମାନ

ନୂଆଦିଲ୍ଲୀ: ଏହା ସଂଯୋଗ ନା ଆଉ କିଛି। ୧୯୪୧ ମସିହା କ୍ୟାଲେଣ୍ଡର ଏବଂ ୨୦୨୫ ମସିହା କ୍ୟାଲେଣ୍ଡର ସମ୍ପୂର୍ଣ୍ଣ ସମାନ। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ ପ୍ରକାର ପ୍ରଚାର ହେଉଛି। କୁହାଯାଉଛି ୧୯୪୧ ମସିହାରେ…

ଗୋପାଳପୁର ସମୁଦ୍ର କୂଳର ରଜ ଗଣଦୁଷ୍କର୍ମ, ଆସାମୀ କରିଥିଲେ ପ୍ରି ପ୍ଲାନ !

ଗୋପାଳପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲା। ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ରଜ ସଂକ୍ରାନ୍ତି ଦିନ ପୁରୁଷ ବନ୍ଧୁଙ୍କ ସାଙ୍ଗରେ ଗୋପାଳପୁର ଲାଇଟ୍ ହାଉସ୍ ପାଖରେ ସମୟ ବିତାଉଥିବା ଜଣେ ଯୁବତୀଙ୍କୁ ତାଙ୍କ ବନ୍ଧୁଙ୍କ…

ଭଦ୍ରକରେ ଆହୁରି ୨ ଦିନ ବନ୍ଦ ରହିବ ସ୍କୁଲ-କଲେଜ, ଡାଇରିଆକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି

ଭଦ୍ରକ: ଯାଜପୁର ପରେ ଭଦ୍ରକରେ ମଧ୍ୟ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ। ଭଦ୍ରକରେ ଆଉ ୨ ଦିନ ସ୍କୁଲ ଛୁଟି। ଡାଇରିଆକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। କାରଣ ଦିନକୁ ଦିନ ଜିଲ୍ଲାକୁ ଜିଲ୍ଲା ବ୍ୟାପୁଛି…