Browsing Category
ଖବର
ଆଶ୍ଚର୍ଯ୍ୟ ଲାଗିଲେ ବି ସତ କେଶ ଦାଢ଼ୀ କାଟିବା ପାଇଁ ୧୮ ପ୍ରତିଶତ ଜିଏସଟି, ଭାଇରାଲ ହେଉଛି ସେଲୁନ୍ ଚାର୍ଟ
ନୂଆଦିଲ୍ଲୀ: ମହିଳାଙ୍କ ପାଇଁ କେଶ କାଟିବାକୁ ୨୧୦୦ କିମ୍ବା ୧୫୦୦ ଟଙ୍କା ସାଧାରଣ କଥା। ହେଲେ ପୁରୁଷଙ୍କ ପାଇଁ ଦାଢ଼ୀ କାଟିବା ବାବଦକୁ ୬୦୦ ଟଙ୍କା ଏକ ସାଧାରଣ କଥା ନୁହେଁ। ଯାହାକୁ ଦେଖି ଲୋକମାନେ ମୁଣ୍ଡରେ ହାତ ଦେଲେଣି…
ମହାକୁମ୍ଭ ୨୦୨୫: ମହାକୁମ୍ଭରେ ବୁଡ଼ ପକାଇଲେ ଟମ୍ପ୍- ମସ୍କ! ଭାଇରାଲ ହେଉଛି AI ଭିଡିଓ
ନୂଆଦିଲ୍ଲୀ: ମହାକୁମ୍ଭରେ ବୁଡ଼ ପକାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ Tesla ସିଇଓ ଏଲନ୍ ମସ୍କ।
ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ AI ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
Toll ଟିକସ୍ ଝିନଝଟରୁ ମିଳିବ ମୁକ୍ତି, ପାସ୍ ବ୍ୟବସ୍ଥା ଜାରି କରିବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଟୋଲ୍ ଟିକସରୁ ମିଳିବ ମୁକ୍ତି । ଶୀଘ୍ର ଲାଗୁ ହେବ ପାସ୍ ବ୍ୟବସ୍ଥା । ଏହା ସହ ଦୂର ହେବ ଟ୍ରାଫିକ୍ ସମସ୍ୟା ।
ଘରୋଇ ଯାନବାହନ ପାଇଁ ଟୋଲ ଆଦାୟ ପରିବର୍ତ୍ତେ ସରକାର ମାସିକ ଏବଂ ବାର୍ଷିକ ପାସ୍ ବ୍ୟବସ୍ଥା…
BARC ସମେତ ୩ଟି ଭାରତୀୟ ପ୍ରତିଷ୍ଠାନ ଉପରୁ ବ୍ୟାନ୍ ହଟାଇଲା ଆମେରିକା, ଜାଣନ୍ତୁ ପୁରା ମାମଲା
ନୂଆଦିଲ୍ଲୀ: ଆମେରିକା ପ୍ରଶାସନ ତିନୋଟି ଭାରତୀୟ କମ୍ପାନୀ - ଇଣ୍ଡିଆନ୍ ରେୟାର ଆର୍ଥସ୍, ଇନ୍ଦିରା ଗାନ୍ଧୀ ସେଣ୍ଟର ଫର୍ ଆଟମିକ୍ ରିସର୍ଚ୍ଚ ଏବଂ ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟର (BARC) ଉପରେ ଶୀତଳ ଯୁଦ୍ଧ ସମୟରେ…
ସୈଫ୍ଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍ ଅଲି ଖାନଙ୍କୁ ଛୁରାମାଡ଼ ।
ମୁମ୍ବାଇ ବାନ୍ଦ୍ରା ସ୍ଥିତ ସୈଫଙ୍କ ଘରେ ପଶି କିଛି ଅଜଣା ବ୍ୟକ୍ତି ପଟୌଦୀ ଖାନଙ୍କ ଉପରେ ମରଣାନ୍ତ ଆକ୍ରମଣ କରିଥିଲେ ।
ସୈଫ୍ ଗୁରୁତର:…
ମାତ୍ର ୩୧୦ ଟଙ୍କାରେ ଦେଖନ୍ତୁ ଚାମ୍ପିୟନ୍ସ ଟ୍ରଫି, ଜାଣନ୍ତୁ VVIP ଟିକେଟର ମୂଲ୍ୟ କେତେ?
ନୂଆଦିଲ୍ଲୀ: ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିକେଟ୍ ଦର ଘୋଷଣା କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)। ଏହି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଶସ୍ତା ଟିକେଟ୍ ୧୦୦୦ ପାକିସ୍ତାନୀ ଟଙ୍କା (୩୧୦ ଭାରତୀୟ ଟଙ୍କା)…
ଠପ୍ ହୋଇଯିବ ଇଣ୍ଟରନେଟ୍ ସେବା! ଭାଇରାଲ ଭିଡିଓକୁ ନେଇ ତେଜୁଛି ଜନ ଆକ୍ରୋଶ
ନୂଆଦିଲ୍ଲୀ: ଆସନ୍ତାକାଲି ବନ୍ଦ ରହିବ ଇଣ୍ଟରନେଟ୍ ସେବା । ଏନେଇ ସୋସିଆଲ ମିଡିଆରେ ଏକ ବଡ଼ ଦାବି କରାଯାଉଛି।
ଏକ ସମ୍ପାଦିତ ଭିଡିଓ ପୋଷ୍ଟ କରି କୁହାଯାଉଛି ଯେ ଜାନୁଆରୀ ୧୬, ୨୦୨୫ରେ ସାରା ବିଶ୍ୱରେ ଇଣ୍ଟରନେଟ୍ ସେବା…
‘ଆପ୍’କୁ କଡ଼ା ଟକ୍କର ଦେବ କଂଗ୍ରେସ, ‘3C’ ପ୍ଲାନ୍ ଫେଲ୍ କରିବ ବିରୋଧୀଙ୍କ ରଣନୀତି
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ବେଶ୍ ସରଗରମ ରହିଛି । ଉଭୟ ସ୍ଥାନୀୟ ଏବଂ କେନ୍ଦ୍ରୀୟ ନେତୃବୃନ୍ଦ ପ୍ରସ୍ତୁତିରେ ବ୍ୟସ୍ତ ।
ଜାତୀୟ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ଏହାର ପ୍ରଭାବକୁ…
୧୧ଟାରେ HMPV ବୈଠକ, ଗରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା କରିବ ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର: ଆଜି HMPVକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିନ ୧୧ଟାରେ ଲୋକସେବା ଭବନରେ ବସିବ ବୈଠକ ।
ଏହି ବୈଠକରେ ଜନସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହିବେ । ଏହା ସହ ସବୁ ଜିଲ୍ଲାର ସିଡିଏମଓ…
ATM ତାଡ଼ି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି
ବୌଦ୍ଧ: ଏଟିଏମ୍ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ବୌଦ୍ଧ ଥାନା ବଢ଼ିଗାଁ ଓ ବୀରନୀସିଂହପୁର SBI ଏଟିଏମରୁ ଲୁଟ୍ ଅଭିଯୋଗ ସାମ୍ନାକୁ ଆସିଛି ।
ସିରିଜ୍ ଲୁଟ୍ କରି ଦୁର୍ବୃତ୍ତ ଫେରାର ଥିବା ବେଳେ ଏହି…