Browsing Category
ଖବର
ହୁତୁ ହୁତୁ ହୋଇ ଜଳିଗଲା ଜଙ୍ଗଲ, ୫ ମୃତ
ଲସ୍ ଏଞ୍ଜେଲ୍ସ: ଆମେରିକା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି ।
ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ।
ଜଙ୍ଗଲ…
କେହି ପିଇବେନି ମଦ, ବାଜିବନି DJ, ବିବାହ ପାଇଁ ଗାଁରେ ନିଆରା ନିୟମ
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ବ୍ୟକ୍ତି ଉତ୍ସବ ପାଳନ କରିବା ପାଇଁ DJ ଏବଂ ‘ମଦ’ର ସାହାରା ନେଇଥାନ୍ତି । ଏହା ବିନା ଯେପରି କୌଣସି ଉତ୍ସବ ଫିକା ପଡ଼ିଯାଏ ।
ଏଥିମଧ୍ୟରେ ବିବାହ ଉତ୍ସବରେ ମଦ ଏବଂ DJକୁ ନେଇ ନିଆରା…
ବାଇକ୍କୁ ଧକ୍କା ଦେବା ପରେ ଟ୍ରକରେ ଲାଗିଲା ନିଆଁ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା
ଭୁବନେଶ୍ବର: ୧୮ ନମ୍ବର ଜାତୀୟ ରାଜପଥର କଲାବାଡିଆ ନିକଟରେ ଭୟଙ୍କର ଦୁର୍ଘଟଣା । ବାଇକକୁ ଧକ୍କା ଦେଇ ହୁତୁହୁତୁ ହୋଇ ଜଳିଗଲା ଟ୍ରକ । ଟ୍ରକଟି ଘଟଣାସ୍ଥଳରେ ହୁତୁହୁତୁ ହୋଇ ଜଳିପୋଡିଯାଇଛି । ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ…
(Video): ଦୁର୍ଲଭ ଦୃଶ୍ୟ! ବରଫରେ ଖେଳୁଛନ୍ତି Snow Leopard, କ୍ୟାମେରାରେ କଏଦ ହେଲା ଭିଡିଓ
ନୂଆଦିଲ୍ଲୀ: ନୂଆ ବର୍ଷର୍ରେ ଅଧିକାଂଶ ବ୍ୟକ୍ତି ପରିବାର ଓ ସାଙ୍ଗସାଥୀଙ୍କ ସହ ପିକନିକର ମଜା ଉଠାଇଥାନ୍ତି ।
ସେହିପରି ପଶୁପକ୍ଷୀ ମଧ୍ୟ ସେମାନଙ୍କ ସାଥି ସହ ମଉଜ ମଜଲିସ୍ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି ।…
ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ, ୨ ଗୁରୁତର
ବଲାଙ୍ଗିର: ବଲାଙ୍ଗିର ଟାଉନ୍ ଥାନା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବାଇକକୁ ଟ୍ରକ୍ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି ।
ବାଇକକୁ ଟ୍ରକ୍ ଧକ୍କା ଦେବା…
କେନ୍ଦ୍ରାପଡ଼ା: ଋଣ ଭାର ସହି ନପାରି ବିଷ ପିଇଲେ ଚାଷୀ!
କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ଋଣ ଭାର ସହି ନପାରି ବିଷ ପିଇଲେ ଚାଷୀ! ସୂଚନା ଅନୁଯାୟୀ ମୃତ ଚାଷୀଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଳକ୍ ଅନ୍ତର୍ଗତ କୋଳିଢିଅ ।
ମୃତ ଚାଷୀ କୌଳାଶ ଚନ୍ଦ୍ର ଧଳ (୫୭) ଅଦିନିଆ…
ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ
ନୂଆଦିଲ୍ଲୀ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଶିଷ୍ଟ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ ସନା ଗାଙ୍ଗୁଲି । କୋଲକାତା ସ୍ଥିତ ଡାୟମଣ୍ଡ ହାର୍ବର ରୋଡରେ ଏକ ବସ୍ ସନାଙ୍କ କାରକୁ ଧକ୍କା ଦେଇଥିଲା ।…
ଖାନନଗର ହନୁମାନ ମନ୍ଦିରରୁ ଚୋରି, ଠାକୁରଙ୍କ ମୁକୁଟ ନେଇଗଲେ ଦୁର୍ବୃତ୍ତ
କଟକ: ନୂଆବର୍ଷର କିଛିଦିନ ପରେ ମନ୍ଦିରରୁ ଚୋରି । ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ କିଛି ଦୁର୍ବୃତ୍ତ ଚୋରି କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଶୁକ୍ରବାର ବିଳମ୍ବିତ ରାତିରେ କିଛି…
ଜଟଣୀରେ ଭେଣ୍ଡିଂ ଜୋନ୍, ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ଜମି ପଟ୍ଟା, ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ ।
ଏହା ବାଦ୍ ରାଜଧାନୀର ଉନ୍ନତି ପାଇଁ ଅପରାଜିତା ଷଡ଼ଙ୍ଗୀ…
(Video): ଭୟଙ୍କର ଧକ୍କା ହେଲେ ୨ ଖେଳାଳି, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ପର୍ଥରେ କ୍ରିକେଟ୍ ମ୍ୟାଚ୍ ସମୟରେ ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଚକିତ କରିଥିଲା ।
ବଲ୍ ଧରିବାକୁ ଯାଇ ବିପରିତ ଦିଗରୁ ଦୌଡ଼ୁଥିବା ୨ ଖେଳାଳିଙ୍କ ମଧ୍ୟରେ ଜୋରଦାର ଧକ୍କା…