Browsing Category

ଖବର

Breaking: ପୁଣି ପ୍ଲାଣ୍ଟରେ ବିସ୍ଫୋରଣ, ୪ ଜଣ ମେଡିକାଲରେ ଭର୍ତ୍ତି

ରାଉରକେଲା: ପୁଣି ଥରେ ରାଉରକେଲା କାରଖାନାରେ ବିସ୍ଫୋରଣ। ବିସ୍ଫୋରଣରେ ଆହତ ହୋଇଛନ୍ତି ୪ ଜଣ ବ୍ୟକ୍ତି। ବାରମ୍ୱାର ରାଉରକେଲା କାରଖାନାରୁ ଏପରି ଘଟଣା ସାମ୍ନାକୁ ଆସୁଛି। ହେଲେ ବିଷ୍ଫୋରଣକୁ ରୋକାଯାଇ ପାରୁନାହିଁ।…

ସାବିତ୍ରୀ ସାଜିଲେ ୫୬ ବର୍ଷୀୟା ମହିଳା, ସ୍ୱାମୀଙ୍କୁ ବଞ୍ଚାଇବାକୁ ଗଭୀର କୂଅକୁ ଡେଇଁପଡିଲେ ପତ୍ନୀ

କେରଳ: ସ୍ୱାମୀର ଜୀବନ ବଞ୍ଚାଇବାକୁ ନିଜ ଜୀବନ ବାଜିରେ ଲଗାଇଦେଲା ସ୍ତ୍ରୀ। କୂଅରେ ପଡିଯାଇଥିବା ସ୍ୱାମୀକୁ ବାହାରକୁ ଆଣିବା ପାଇଁ କୌଣସି ବାଟ ନପାଇ ନିଜେ ୪୦ ଫୁଟ ଗଭୀର କୂଆକୁ ଡ଼େଇଁ ପଡିଲା ପତ୍ନୀ। ପରେ…

ଓଲଟିଲା ସ୍କୁଲ ଗାଡ଼ି, ପିଲା ଆହତ

ନରସିଂହପୁର: ପୁଣି ଏକ ଦୁର୍ଘଟଣା। ରାସ୍ତାରେ ଓଲଟିପଡିଲା ସ୍କୁଲ ଗାଡି। ଗାଡିରେ ଥିଲେ ଅନେକ ଛୋଟଛୋଟ ପିଲା। ଏହି ଦୁର୍ଘଟଣାରେ ୫ଜଣ ପିଲା ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ଘଟିଛି ଯୋଡୁମୁ ଚକାମୁଣ୍ଡା ଠାରେ।…

ଆଉ କେଇ ଘଣ୍ଟାର ଅପେକ୍ଷା,ବାହାରିବ ଫଳାଫଳ,ମୁଖ୍ୟମନ୍ତ୍ରୀ ରେସରେ ୪ ଚେହେରା

ନୂଆଦିଲ୍ଲୀ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ତା ପରେ ଆରମ୍ଭ ହେବ ଗଣତି। ଆଉ ଡିକ୍ଲାର ହେବ ଫଳାଫଳ। ହେଲେ ଦିଲ୍ଲୀରେ ଏଥର କିଏ ସରକାର ଗଢିବ? ଯେତେବେଳେ ଏହି  ପ୍ରଶ୍ନ ଉଠୁଛି ସେତେବେଳେ ଅନେକ ଉତ୍ତର ବିଜେପି ଆଡକୁ…

ଦୌଡ଼ି ଆସିଲେ ପାକିସ୍ତାନରୁ, ମହାକୁମ୍ଭରେ ବୁଡ଼ ପକାଇ କଲେ ପୂର୍ଣ୍ଣ୍ୟ ଅର୍ଜନ

ଉତ୍ତରପ୍ରଦେଶ: ମହାକୁମ୍ଭରେ ଜମୁଛି ଭକ୍ତଙ୍କ ଭିଡ଼। କାହିଁ କେତେ ଦୂରା ଦୂରନ୍ତରରୁ ପ୍ରୟାଗରାଜକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ। ଖାଲି ଟିକେ ପବିତ୍ର ଭୂମିରେ ପାଦ ଥାପିବେ। ଆଉ ତ୍ରିବେଣୀରେ ବୁଡ଼ ପକାଇବେ। ଆଉ…

ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର। ଡାଲି ଓ ତୈଳଜାତୀୟ ଦ୍ରବ୍ୟର ବି ବଢ଼ିପାରେ ସହାୟକ ମୂଲ୍ୟ। କେନ୍ଦ୍ର ଆଗରେ ପ୍ରସ୍ତାବ ରଖିଲେ ପୂର୍ବ ଭାରତ ରାଜ୍ୟର…

ଗିରଫ ହେଲେ ଟିକେଟ୍ କଳାବାଜାରୀ, ୧୧ ଶହରେ କିଣି ୭୦୦୦ ଟଙ୍କାରେ କରୁଥିଲେ ବିକ୍ରି

କଟକ: ମଝିରେ ଆଉ ଗୋଟିଏ ଦିନ। ତା ପରେ ବାରବାଟୀରେ ଦେଖିବାକୁ ମିଳିବ ଦୁଇ ଦଳ ମଧ୍ୟରେ ଧୁଆଁଦାର ଲଢ଼େଇ। ଷ୍ଟାଡ଼ିୟମ ପରିସରରେ ବି ଦେଖିବାକୁ ମିଳିବ କ୍ରିକେଟ ପ୍ରେମୀଙ୍କ ହୋ ହଲ୍ଲା। ହେଲେ ତା ପୂର୍ବରୁ ଗିରଫ…

ଆପଣଙ୍କୁ ଯାଇଛିକି ମେସେଜ୍, ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଆସନ୍ତାକାଲି ଆକାଉଣ୍ଟକୁ ଆସିବା ‘ସୁଭଦ୍ରା’ ଟଙ୍କା । ପ୍ରାୟ ୧୮ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଯାଜପୁର ଜିଲ୍ଲା…

ପୁଣି ଧକ୍କା ଦେଲା ମୋ ବସ୍‌, ଥାନାରେ ଅଟକ ଡ୍ରାଇଭର

କଟକ: ପୁଣି ମୋ ବସ୍ ଧକ୍କାରେ ଆହତ ହେଲେ ବ୍ୟକ୍ତି । କଟକ ମାଲାଚଣ୍ଡିଆ ଛକ ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ…

ବଦଳିଲା ଜୋମାଟୋ ନାଁ, ଏବେ ହେବ ‘ଇଟରନାଲ’ ନାମରେ ହେବ ବୁକିଂ, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଡେଲିଭରି ଏବଂ ଗ୍ରୋସରୀ ସର୍ଭିସ୍ କମ୍ପାନି ଜୋମାଟୋ ଏବେ ଏହାର ନାମ ପରିବର୍ତ୍ତନ କରି 'ଇଟରନାଲ' କରିବ ବୋଲି ଘୋଷଣା କରିଛି। କଂପାନିର ବୋର୍ଡ ଅଫ୍ ଡାଇରେକ୍ଟରଏହି ପରିବର୍ତ୍ତନକୁ ଅନୁମୋଦନ…