Browsing Category
ଖବର
ଏଣିକି ପ୍ରତି ଘର ବାହାରେ ରହିବ ଡଷ୍ଟବିନ୍: ନହେଲେ ଫାଇନ୍ ପଡ଼ିବ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରକୁ ସ୍ୱଚ୍ଛ ତଥା ପରିମଳ ରଖିବା ପାଇଁ ବିଏମସି ପକ୍ଷରୁ ଅନେକ ପଦକ୍ଷେପମୂଳକ ପଦକ୍ଷେପ ନିଆଯାଉଛି । ବିଭିନ୍ନ ସମୟରେ ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । ଏହାରି ମଧ୍ୟରେ ବିଏମସି ଏକ…
ନୟନତାରା ଏବଂ ବିଗ୍ନେଶଙ୍କ ପ୍ୟାରେଣ୍ଟ୍ସ ହେବା ଉପରେ ଉଠିଲା ପ୍ରଶ୍ନ: ସରୋଗେସୀ ଉପରେ ଏବେ ସରକାର କରିବେ ଯାଞ୍ଚ
ନୂଆଦିଲ୍ଲୀ: ନିକଟରେ ସାଉଥ ସୁପରଷ୍ଟାର ନୟନତାରା ଏବଂ ତାଙ୍କ ପତି ବିଗ୍ନେଶ ଶିବନ ଯମଜ ସନ୍ତାନଙ୍କୁ ସ୍ୱାଗତ କରିଛନ୍ତି । ରବିବାର ଅକ୍ଟୋବର ୯ ତାରିଖରେ ସୋସିଆଲ ମିଡିଆ ଫଟୋ ସେୟାର କରି ପ୍ୟାରେଣ୍ଟସ ହେବାର ଖବର…
ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଚିନ୍ତା ପ୍ରକାଶ କଲା ଭାରତ: କୀଭରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ଆଡଭାଇଜରୀ
ନୂଆଦିଲ୍ଲୀ: ଋଷସେନା ତରଫରୁ ସୋମବାର ୟୁକ୍ରେନର ଅନେକ ସହର ଉପରେ ଘନଘନ ଆକ୍ରମଣ ସମଗ୍ର ବିଶ୍ୱକୁ ଚକିତ କରିଛି । ଏହି ଆକ୍ରମଣରେ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିବା କୁହାଯାଉଛି । ଏହାରି ମଧ୍ୟରେ ଭାରତ ଋଷ ଋଷ-ୟୁକ୍ରେନ…
ଉଦ୍ଧବଙ୍କୁ ମିଳିଲା ‘ମଶାଲ’ ଚିହ୍ନ: ଏକନାଥ ସିନ୍ଦେ ଗୋଷ୍ଠୀ ନାମ ହେଲା ବାଲାସାହେବଚୀ ଶିବସେନା
ନୂଆଦିଲ୍ଲୀ: ଶିବସେନାର ଦୁଇ ଗୋଷ୍ଠୀଙ୍କୁ ମିଳିଲା ନୂଆ ନାଁ । ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ଦୁଇ ନୂଆ ଦେଲେ ନିର୍ବାଚନ କମିଶନ । ମହାରାଷ୍ଟ୍ର ରାଜନୀତିରେ ନିର୍ବାଚନୀ ଚିହ୍ନକୁ ନେଇ ଜାରି ରହିଥିବା…
ହବିଷ୍ୟାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ଲୋକର୍ପିତ ହେଲା ‘ବୃନ୍ଦାବତି ନିବାସ’
ପୁରୀରେ ହବିଷ୍ୟାଳି ମା ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା' ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ…
ହୋମ୍ ଲୋନ୍ ନେବାକୁ ଚାହୁଥିଲେ ଭଲଖବର! SBI ଦେଉଛି ଶସ୍ତା ଋଣ, ଏମିତି ରହିଛି ସର୍ତ୍ତ
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ୍ (ଏସବିଆଇ) ୪ ଅକ୍ଟୋବର ୨୦୨୨ ରୁ ୩୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ହୋମ ଲୋନ୍ ଉପରେ ୧୫-୩୦ ବେସିସ ପଏଣ୍ଟର ଛାଡ଼ ଦେଉଛି । ବ୍ୟାଙ୍କ ପାର୍ବଣ ଋତୁ ପାଇଁ ସୁଧ ଦରରେ ଛାଡ଼ କରିଛି ।…
(Video) କୁମାର ପୂର୍ଣ୍ଣିମାରେ ହୋଇଥାଏ କୁମାରୀ ବିବାହ: ଜାଣନ୍ତୁ ଏହି ନିଆରା ପରମ୍ପରା ବିଷୟରେ
ଅସ୍ତରଙ୍ଗ: ବ୍ୟାଣ୍ଡ୍ ବାଜା ସହ ରୋଶଣୀ କରି ଆସିଲା ବର, ସାଥିରେ ଅଛନ୍ତି ବରଯାତ୍ରୀ । ବେଦୀ ଉପରେ ପଡ଼ିଲା ହାତଗଣ୍ଠି । ସଂପୂର୍ଣ୍ଣ ରିତୀନୀତିରେ ହେଲା ବିବାହ । ଝିଅ ବିଦା ହୋଇ ଗଲା ଶାଶୁଘରକୁ । ହେଲେ ଏଠି କିନ୍ତୁ ଏହି…
ତାଗିଦ୍ କଲା BMC: ରାସ୍ତାକୁ ଅଳିଆ ଫିଙ୍ଗିଲେ ଭରିବେ ଜରିମାନା!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରକୁ ସ୍ୱଚ୍ଛ ତଥା ପରିମଳ ରଖିବା ପାଇଁ ବିଏମସି ପକ୍ଷରୁ ଅନେକ ପଦକ୍ଷେପମୂଳକ ପଦକ୍ଷେପ ନିଆଯାଉଛି । ବିଭିନ୍ନ ସମୟରେ ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । ଏହାରି ମଧ୍ୟରେ ବିଏମସି…
ଧାମନଗର ଉପନିର୍ବାଚନ: ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କସରତ ଆରମ୍ଭ କରିଦେଇଛନ୍ତି । ରବିବାର ବିଜେପି ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ଉପନିର୍ବାଚନ ପାଇଁ…
ନଦୀରୁ ୩୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ ଜବତ କଲା BSF: ତସ୍କରୀ ପାଇଁ ପଠାଯାଉଥିଲା ବାଙ୍ଗଲାଦେଶ
ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଭାରତ-ବାଙ୍ଗଲାଦେଶ ଅନ୍ତରାଷ୍ଟ୍ରୀୟ ସୀମାରେ ନିୟୋଜିତ ବିଏସଏଫ ଯବାନ ଅନେକ ମୋବାଇଲ ଜବତ କରିଛନ୍ତି । ଯାହାର ସଂଖ୍ୟା ୩୧୭ ରହିଛି । ଏଗୁଡ଼ିକ ଚୋରାଚାଲାଣ କରାଯାଉଥିଲା । ବିଏସଏଫ ଅନୂଯାୟୀ…